୨୦୨୦ରେ ବୋବାଲ୍ କରିବେ ଅକ୍ଷୟ– ରିଲିଜ ହେଉଛି ଚାରୋଟି ଫିଲ୍ମ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ପାଇଁ ୨୦୨୦ବର୍ଷ ବ୍ଲକବଷ୍ଟର ହେବାକୁ ଯାଉଛି। କାରଣ ତାଙ୍କ ଅଭିନୀତ ୪ଟି ଦମଦାର ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ୨୦୨୦ ମସିହା ମାର୍ଚ୍ଚ ମାସରେ ‘ସୂର୍ଯ୍ୟବଂଶୀ’...

୨୦୨୦ରେ ବଲିଉଡକୁ ଆସିବ ବାୟୋପିକ୍ ଫିଲ୍ମ – ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୨୦ରେ ବଲିଉଡରେ ଅଭିନେତ୍ରୀ ରାଜ କରିବେ। ଏହି ବର୍ଷ କେତୋଟି ବାୟୋପିକ ରିଲିଜ ହେବ, ଯାହାର କେନ୍ଦ୍ର ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତ୍ରୀ। ଆସନ୍ତୁ ଜାଣିବା ସେମିତି କିଛି ଫିଲ୍ମ...

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ ଛନ୍ଦ ଓ ରସରେ ଭିଜିଲେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ସହଯୋଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱିତୀୟ ଦିବସ।...

ସରିଲା ସହିଦ୍‌ ଉଦ୍ଧାମ ସିଂହଙ୍କ ବାୟୋପିକ୍‌ର ସୁଟିଂ, ଗାନ୍ଧୀ ଜୟନ୍ତୀରେ ଫିଲ୍ମ ରିଲିଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉରୀ-ଦ ସର୍ଜିକଲ ଷ୍ଟ୍ରାଇକ୍‌ରେ ଜବରଦସ୍ତ ଅଭିନୟ କରି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଭିକି କୌଶଳ ଆଉ ଏକ ଫିଲ୍ମ ନେଇ ଆସୁଛନ୍ତି। କ୍ରାନ୍ତିକାରୀ ସରଦାର ଉଦ୍ଧାମ ସିଂହଙ୍କ...

୨୦୧୯ ସରିଗଲା, ହେଲେ ପପୁଙ୍କ ପିଛା ଛାଡ଼ିଲାନି ବିବାଦ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୧୯ ଆଇନାରେ ଓଲିଉଡ ହାସ୍ୟଅଭିନେତା ପପୁ ପମ୍‌ ପମ୍‌ଙ୍କ ବିବାଦୀୟ ଯାତ୍ରା। ଜାଣନ୍ତୁ, ଓଡ଼ିଶାଲାଇଭ୍‌ ଫ୍ଲାସ୍‌ବ୍ୟାକ୍‌ ରିପୋର୍ଟରେ। କେବେ ସଫଳତା, କେବେ ବିଫଳତା, କେବେ ଆଶା, କେବେ ନିରାଶା ଓ କେବେ...

ସଲୁଙ୍କୁ ପୂରିଲା ୫୩, ଚାଲିଲା ୫୪

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ଭାଇଜାନ ସଲମାନ ଖାନ ଆଜି ୫୪ ବର୍ଷ ବୟସରେ ପାଦ ଦେଇଛନ୍ତି। ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ। ଆଜି ୫୩ ପୂରି ୫୪ ଚାଲିଲା। ଦୀର୍ଘଦିନରୁ ବଲିଉଡରେ ରାଜ...

୯ ବର୍ଷ ପରେ ପରଦାକୁ ଫେରିଲେ ହେମାମାଳିନୀ, ରାଜକୁମାରଙ୍କ ସହ କରିବେ ରୋମାନ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁ ଦିନର ବ୍ୟବଧାନ ପରେ ଡ୍ରିମ୍‌ ଗର୍ଲ ହେମାମଳିନୀଙ୍କୁ ଏବେ ପରଦାରେ ଦେଖିବାକୁ ମିଳିବ। ଏହି ଫିଲ୍ମର ନାଁ ହେଉଛି 'ଶିମ୍‌ଲା ମିର୍ଚ୍ଚି'। ଏହି ଫିଲ୍ମରେ ଅଭିନେତା ରାଜକୁମାର ରାଓ, ଅଭିନେତ୍ରୀ...

ଦିନେ ଜୋତା ପଲିସ୍‌ କରୁଥିଲେ, ଏବେ ଇଣ୍ଡିଆନ ଆଇଡଲରେ କମାଲ କରୁଛନ୍ତି ସନ୍ନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିଭା ଥିଲେ ପରିଚୟ ନିଶ୍ଚୟ ମିଳିବ। ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ଇଣ୍ଡିଆନ ଆଇଡଲର ଜଣେ ପ୍ରତିଯୋଗୀ ସନ୍ନି ହିନ୍ଦୁସ୍ତାନୀ। ଦାରଦ୍ର୍ୟତା ବି ତାଙ୍କ ପ୍ରତିଭା ଆଗରେ ହାର୍‌ ମାନିଛି।...

୨୭ରେ ବିବାହ କରିବେ ଲୋକପ୍ରିୟ ଅଭିନେତ୍ରୀ ମୋନା ସିଂ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିଭି ଅଭିନେତ୍ରୀ ମୋନା ସିଂଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଏଥର ତାଙ୍କ ଚର୍ଚ୍ଚାର କାରଣ ବାହାଘର। ମିଡିଆ ରିପୋର୍ଟ ଅନୁସାରେ ମୋନା ୨୦୧୯, ଡିସେମ୍ବର ୨୭ରେ ବିବାହ କରିବାକୁ...

୨୦୧୯ରେ ବଲିଉଡକୁ ବାଏ କହିଲେ ଜାୟରା ଓ୍ୱାସୀମ

ଓଡ଼ିଶାଲାଇଭ ବ୍ୟୁରୋ କମ୍‌ ଦିନରେ ବଲିଉଡରେ ଢେର୍‌ ନାଁ କମାଇଥିଲେ ଅଭିନେତ୍ରୀ ଜାୟରା ଓ୍ୱାସୀମ। ଅଚାନକ ଅଭିନୟରୁ ସନ୍ନ୍ୟାସ ନେବାକୁ ନେଇଥିଲେ ନିଷ୍ପତ୍ତି। ଏହା ପଛରେ କ’ଣ ଥିଲା କାରଣ ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌...