‘ନାଗିନ ୩’ ସରିବା ପରେ ସ୍ୱିଜରଲାଣ୍ଡରେ ଛୁଟି କାଟୁଛନ୍ତି ସୁରଭିଜ୍ୟୋତି

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଟିଭିର ଲୋକପ୍ରିୟ ସିରିଏଲ ମଧ୍ୟରୁ 'ନାଗିନ ୩' ଗୋଟିଏା ଏହି ସିରିଏଲର ଫାଇନାଲ ଏପିସୋଡ ସହିତ ଗତ ସପ୍ତାହରେ ସିରିଏଲ ଶେଷ ହୋଇଛିା ଶେଷ ଏପିସୋଡରେ ୩ଟି ସିଜିନର ମୁଖ୍ୟ...

ବିଗ ବସ ସିଜିନ ୧୩ରେ ଭାଗ ନେବେ ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଖୁବଶୀଘ୍ର 'ବିଗ ବସ' ସିଜିନ ୧୩ ଆରମ୍ଭ ହେବାକୁ ଯାଉଛିା ସୋ’ ଆରମ୍ଭ ପୂର୍ବରୁ ହିଁ ସୋ’କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛିା ଏଥର ଏହି ସୋ’ରେ କେଉଁ ସେଲିବ୍ରିଟି...

ପୁଣିଥରେ ଜଜ୍ ଭାବେ ଛୋଟ ପରଦାକୁ ଫେରିବେ ଧକ୍ ଧକ୍ ଗର୍ଲ ମାଧୁରୀ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ପୁଣିଥରେ ଜଜ୍ ଭାବେ ଛୋଟ ପରଦାକୁ ଫେରିବାକୁ ଯାଉଛନ୍ତି ବଲିଡଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତା ସେ ଏକ ଡ୍ୟାନ୍ସ ରିଅଲିଟି ସୋ’ରେ ଜଜ୍ କରୁଥିବା ଦେଖିବାକୁ ପାଇବେ...

ବାପାଙ୍କ ଫିଲ୍ମରେ ପ୍ରଥମ ଥର କାମ କରିବେ ଦୁଇ ଭଉଣୀ ପୂଜା-ଆଲିୟା

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୧୯୯୧ରେ ଆସିଥିବା ଫିଲ୍ମ ‘ସଡ଼କ’ର ଦ୍ୱିତୀୟ ଭାଗ ‘ସଡ଼କ ୨’ର ନିର୍ମାଣ ଆରମ୍ଭ ହୋଇଛିା ପ୍ରଥମ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ମହେଶ ଭଟ୍ଟା ଦ୍ୱିତୀୟ ଭାଗର ନିର୍ଦ୍ଦେଶନା ବି ସେ...

କବୀର ସିଂର ଅଭିନେତ୍ରୀ କିଆରାଙ୍କ ହାତରେ ବ୍ୟାକ୍ ଟୁ ବ୍ୟାକ୍ ଅଫର

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଭିନେତ୍ରୀ କିଆରା ଆଡୱାନୀଙ୍କର ଏବେ ଭଲ ସମୟ ଚାଲିଛି। ଅର୍ଥାତ ତାଙ୍କ ହାତରେ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମର ଅଫର। ସେ ଏବେ କବୀର ସିଂର ସୁଟିଂରେ ବିଜି ଅଛନ୍ତି,...

‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ସିଜିନ ୭ରେ ଜଜ୍ ହେବେ କରୀନା କପୁର

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଟେଲିଭିଜନର ଲୋକପ୍ରିୟ ରିଆଲିଟି ସୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜିନ' ୭ରେ ଏଥର ଜଜ୍ ଭାବେ ନଜର ଆସିବେ ବଲିଉଡ ଅଭିନେତ୍ରୀ କରୀନା କପୁରା ସୋମବାର ଏହି ସୋ’ର ପ୍ରମୋ...

ଫୁକେଟରେ ଛୁଟି ବିତାଉଛନ୍ତି ଶାହିଦ କପୁର-ମୀରା ରାଜପୁତ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅନେକ ଶାହିଦ କପୁର ଓ ମୀରା ରାଜପୁତଙ୍କୁ ବଲିଉଡର ନମ୍ବର ଓ୍ୱାନ ଯୋଡ଼ି ବୋଲି କହନ୍ତି। କାରଣ ଉଭୟ ନିଜ ପରିବାର ସହିତ ଅଧିକ ସମୟ ବିତାଇଥା’ନ୍ତି। ପରିବାର ସହିତ...

ନିର୍ବାଚନ ଜିତିବା ପରେ ମୁମ୍ବାଇ ଫେରିଲେ ସନି ଦେଓଲ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ନିର୍ବାଚନ ଜିତିବା ପରେ ମୁମ୍ବାଇ ଫେରିଛନ୍ତି ଅଭିନେତା ତଥା ଗୁରୁଦାସପୁରର ନିର୍ବାଚିତ ସାଂସଦ ସନି ଦେଓଲ। ମୁମ୍ବାଇ ଏୟାରପୋର୍ଟରୁ ଆସୁଥିବା ସମୟର ଏକ ଭିଡଓ ସୋସିଆଲ ମିଡିଆରେ ସେୟାର ହୋଇଛି।...

ଆସୁଛି ଆୟୁଷ୍ମାନଙ୍କ ଫିଲ୍ମ ’ବାଲା’

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଆଜିକାଲି ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପାଖରେ ଗୋଟିଏ ପରେ ଗୋଟିଏ ଅଫର। ସେ ଗୋଟିଏ ପରେ ଗୋଟିଏ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଉଛନ୍ତି। ଆୟୁଷ୍ମାନଙ୍କ ଅଭିନୀତ ଫିଲ୍ମକୁ ବି...

ବଲିଉଡର ପରଫେକ୍ଟ ଅଭିନେତା ବରୁଣ ଧଓ୍ୱନ, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ଯେତେବେଳେ ନୂଆ ହିରୋଙ୍କ ଏଣ୍ଟ୍ରି ହୋଇଥାଏ ସେତେବେଳେ ଲୋକ ହିରୋଙ୍କ ଅଭିନୟ ସହ ତାଙ୍କର କ୍ୟୁଟନେସ, ହଟନେସ,ଏବଂ ସ୍ମାର୍ଟନେସକୁ ଦେଖିଥାନ୍ତିା ଏହି ସବୁ ଗୁଣ ଯେଉଁ ହିରୋଙ୍କ ନିକଟରେ...