ବଲିଉଡରେ ମା’ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ଏହି ଅଭିନେତ୍ରୀ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଫିଲ୍ମରେ ଅନେକ ସମୟରେ ମା’ ଚରିତ୍ର ଦର୍ଶକଙ୍କୁ ଆକର୍ଷିତ କରିଥାଏ। କାରଣ ମା’ ଚରିତ୍ରରେ କିଛି ଅଭିନେତ୍ରୀଙ୍କ ଅଭିନୟ ଦର୍ଶକଙ୍କୁ ଜୀବନ୍ତ ଲାଗେ। ଫିଲ୍ମ ଦେଖୁ ଦେଖୁ ଦର୍ଶକଙ୍କ...

ଗାୟକ ଜୁବିନ ନଉଟିଆଲା – ଉତ୍ତରାଖଣ୍ଡର ଏକ ଛୋଟ ସହରରୁ ଆସି ବଲିଉଡରେ କରୁଛନ୍ତି ରାଜ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁବିନ ନଉଟିୟାଲ, ବଲିଉଡ ସଙ୍ଗୀତ ଜଗତର ଏବେ ଜଣେ ଚର୍ଚ୍ଚିତ ଚେହେରା। ଅଳ୍ପ କିଛି ଦିନରେ ଦମଦାର ଗୀତ ଗାଇ ସେ ହୋଇଯାଇଛନ୍ତି ସମସ୍ତଙ୍କ ପ୍ରିୟ। ତେବେ ଉତ୍ତରାଖଣ୍ଡର ଏକ ଛୋଟିଆ...

ପଙ୍କଜ ତ୍ରିପାଠୀ – ବିହାରରୁ କେମିତି ଥିଲା ବଲିଉଡ୍ ଯାତ୍ରା?

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୪୫ ବର୍ଷରେ ପଦାର୍ପଣ କଲେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ। ବିହାରର ନିପଟ ମଫସଲ ଅଞ୍ଚଳର ଗୋଟିଏ ପିଲା, ଯିଏ ଭଲ ଭାବେ ହିନ୍ଦୀ ମଧ୍ୟ କହି ଶିଖିନଥିଲା; ଦିନେ ସେ...

ପରଦା କେବେ ମୋ ପାଇଁ ଛୋଟ ନୁହେଁ – ଅଭିନେତା ବୁଦ୍ଧାଦିତ୍ୟ

ଶୁଭଶ୍ରୀ ନାୟକ ଓଲିଉଡର ଜଣାଶୁଣା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସହିତ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର। ତରଙ୍ଗ ଟେଲିଭିଜନରେ ଏକ ନୂଆ ଐତିହାସିକ ମେଗା ଧାରାବାହିକ ‘ଶ୍ରୀମନ୍ଦିର’ ପ୍ରସାରିତ ହେଉଛି। ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଜନ୍ମାଷ୍ଟମୀରୁ ଆରମ୍ଭ ହୋଇଥିବା...

ଓଲିଉଡରେ ବି କମାଲ କରିଛନ୍ତି ବଲିଉଡର ବ୍ୟାଡମ୍ୟାନ୍ ଶକ୍ତି କପୁର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଶି ଦଶକରେ କେତେକ ହିନ୍ଦୀ ସିନେମା ମୁକ୍ତିଲାଭ କରିଥିଲା, ଯେଉଁଥିରେ ଦର୍ଶକ ପ୍ରାୟତଃ ପ୍ରଖ୍ୟାତ ଅଭିନେତା କାଦର ଖାନଙ୍କ ସହିତ ଶକ୍ତି କପୁରଙ୍କୁ ଦେଖିବାକୁ ପାଉଥିଲେ। ନିଜର ଦମଦାର ଖଳନାୟକ...

‘ଓ୍ୱାଲର୍ଡ ବେଷ୍ଟ୍‌ ମଡେଲ୍‌’ରୁ ‘ବିଗ୍‌ ବସ୍‌’ ବିଜେତା ସିଦ୍ଧାର୍ଥ ଶୁକ୍ଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ହିନ୍ଦୀ ଟେଲି ଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁରେ ସ୍ତବ୍ଧ ଟେଲିଭିଜନ ଜଗତ। ଟେଲି ଜଗତର ଲୋକପ୍ରିୟ ଅଭିନେତା ତଥା ‘ବିଗ୍‌ ବସ୍‌’ ସଜିନ ୧୩ର ବିଜେତା ଥିଲେ ସିଦ୍ଧାର୍ଥ ଶୁକ୍ଳା।...

ରୁପେଲି ପରଦାରେ ଶ୍ରୀକୃଷ୍ଣ

ଓଡିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଟେଭିଭିଜନରେ ପ୍ରସାରିତ ପୌରାଣିକ ଧାରାବାହିକଗୁଡ଼ିକରେ ଅନେକ କଳାକାର ଶ୍ରୀକୃଷ୍ଣଙ୍କ ଭୂମିକାରେ ନଜର ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଏମିତି କିଛି କଳାକାର ଅଛନ୍ତି ଯାହାଙ୍କୁ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ଭାବି ଲୋକମାନେ...

ବର୍ଷା, ଅନୁଭବ ବିବାହ ବିଚ୍ଛେଦ ମାମଲା – ତ୍ୱରିତ ଶୁଣାଣି ପାଇଁ ଅନୁଭବ କରିଥିବା ଆବେଦନ ହାଇକୋର୍ଟରେ ଖାରଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଗୁରୁବାର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବିବାହ ବିଚ୍ଛେଦ ମାମଲାରେ...

‘ଖୁଦା ଗବାହ’ରୁ ‘କାବୁଲ ଏକ୍ସପ୍ରେସ’ – ଆଫଗାନିସ୍ତାନରେ ସୁଟିଂ ହୋଇଛି ଏହି ବଲିଉଡ୍ ଫିଲ୍ମ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଆଫଗାନିସ୍ତାନରେ ସୁଟିଂ ହୋଇଥିବା ବଲିଉଡ ଫିଲ୍ମ ବିଷୟରେ ଜାଣନ୍ତୁ। ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବା ପରେ ଏବେ ଏହି ଦେଶକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ହେଉଛି। ଆଫଗାନିସ୍ତାନରୁ ଅନେକ ଭୟାନକ...

ସ୍ଵାମୀ ରାଜ କୁନ୍ଦ୍ରାଙ୍କ ଗିରଫ ପରେ ପ୍ରଥମଥର ପାଇଁ ସୁଟିଂ ସେଟରେ ନଜର ଆସିଲେ ଶିଳ୍ପା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଡ୍ୟାନ୍ସ ରିଅଲିଟି ସୋ ‘ସୁପର ଡ୍ୟାନ୍ସର ଚାପ୍ଟର ୪’ ସୁଟିଂ ସେଟରେ ପୁଣିଥରେ ନଜର ଆସିଛନ୍ତି ବଲିଉଡ୍ ନାୟିକା ଶିଳ୍ପା ସେଟ୍ଟି। ସ୍ଵାମୀ ରାଜ କୁନ୍ଦ୍ରାଙ୍କ  ଗିରଫର ତିନି ସପ୍ତାହ...