କ୍ୟାନ୍ସରରୁ ସୁସ୍ଥ ହେଲେ ସଞ୍ଜୟ ଦତ୍ତ, ହେଲେ କରିପାରିବେନି ଆକ୍ସନ ସିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନିକଟରେ କ୍ୟାନ୍ସରରୁ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେବି ସଞ୍ଜୟଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇନାହିଁ। ଏଭଳି ଅବସ୍ଥାରେ ସଞ୍ଜୟ ଆକ୍ସନ ସିନ୍ କରିପାରିବେ ନାହିଁ...
ପ୍ରଭାସଙ୍କ ଜନ୍ମଦିନରେ ରିଲିଜ ହେଲା ‘ରାଧେଶ୍ୟାମ’ ଫିଲ୍ମର ମୋଶନ ଭିଡିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ରାଧେଶ୍ୟାମ’ର ନାଁ ଘୋଷଣା ହେବା ଦିନଠାରୁ ହିଁ ଏହି ଫିଲ୍ମ ଚର୍ଚ୍ଚାରେ ରହିଛି। ଆଜି ପ୍ରଭାସଙ୍କ ଜନ୍ମଦିନ ଅବସରରେ ଫିଲ୍ମର ନିର୍ମାତା ଏହି ଫିଲ୍ମର ଏକ ମୋଶନ...
ସୁପରଷ୍ଟାର ପ୍ରଭାସଙ୍କ ବିଷୟରେ ଯାହା ଆପଣ ଜାଣିନଥିବେ?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଆଜି ୪୧ ବର୍ଷ ବୟସରେ ପଦାର୍ପଣ କଲେ ବାହୁବଳୀ ଷ୍ଟାର ପ୍ରଭାସ।
ସାଉଥ ସୁପରଷ୍ଟାର ପ୍ରଭାସଙ୍କୁ କିଏ ବା ନଜାଣେ। ନିଜର ଦକ୍ଷ ଅଭିନୟ ଓ ହ୍ୟାଣ୍ଡସମ୍ ଲୁକ ପାଇଁ ସାରାଦେଶରେ...
୪୧ ବର୍ଷରେ ବାହୁବଳୀ ଷ୍ଟାର ପ୍ରଭାସ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ପ୍ରକୃତ ନାମ ଅପେକ୍ଷା ସାଉଥ ସୁପରଷ୍ଟାର ପ୍ରଭାସ ତାଙ୍କ ପ୍ରଶଂସକଙ୍କ ପାଖରେ ବାହୁବଳୀ ନାମରେ ବେଶ୍ ପରିଚିତ। ସିନେମା ଜଗତର ସେହି ବାହୁବଳୀ ବା ପ୍ରଭାସ ଆଜି ୪୧ ବର୍ଷରେ...
ଆସନ୍ତାକାଲି ରିଲିଜ ହେବ ମିର୍ଜାପୁର ୱେବସିରିଜର ଦ୍ୱିତୀୟ ଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ୱେବସିରିଜ୍ ‘ମିର୍ଜାପୁର’ର ଦ୍ୱିତୀୟ ଭାଗ। ଦର୍ଶକମାନେ ଏହାକୁ ଆମାଜନ ପ୍ରାଇମ ଭିଡିଓରେ ଦେଖିବାକୁ ପାଇବେ।
ମିର୍ଜାପୁରର ପ୍ରଥମ ଭାଗ ଭଳି ଏହି ଭାଗଟି ମଧ୍ୟ...
୨ବର୍ଷ ପରେ ପରଦାକୁ ଫେରିବେ ଶାହରୁଖ, ନଭେମ୍ବରରୁ ଫିଲ୍ମ ‘ପଠାନ’ର କରିବେ ସୁଟିଂ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଦୁଇ ବର୍ଷର ଲମ୍ବା ବ୍ୟବଧାନ ପରେ ପରଦାକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି କିଙ୍ଗ୍ ଖାନ୍ ଶାହରୁଖ। ୟଶରାଜ ଫିଲ୍ମ୍ସ ଆଣୁଥିବା ‘ପଠାନ’ ଫିଲ୍ମରେ ସେ ନଜର ଆସିବେ। ନଭେମ୍ବରରୁ ସେ...
ହାଇଦ୍ରାବାଦ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ପ୍ରଭାସ, ଦାନ କଲେ ଦେଢ଼ କୋଟି ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଦ୍ରାବାଦରେ ପ୍ରବଳ ବର୍ଷା କାରଣରୁ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୩୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଭଳି ସଂକଟମୟ ସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ...
କାଦର ଖାନ – ଅଭିନୟ ଛଡ଼ା ଦମ୍ଦାର ଡାଏଲଗ୍ ଲେଖିବାରେ ଥିଲେ ମାହିର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ ତଥା ଲେଖକ ଥିଲେ କାଦର ଖାନ। ୧୯୭୧ରୁ ୨୦୧୭ ଯାଏଁ ସେ ବଲିଉଡରେ ସିକ୍ରିୟ ଥିଲେ। ବିଭିନ୍ନ ଚରିତ୍ରରେ ତାଙ୍କର ଦମଦାର ଅଭିନୟ ପାଇଁ ସେ...
ଜନ୍ମଦିନରେ ପରିବାରକୁ ହରେଇଥିଲେ ଏହି ଅଭିନେତା, ମା’ ଭଉଣୀଙ୍କୁ ଗୁଳି କରି ବାପା କରିଥିଲେ ଆତ୍ମହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜନ୍ମଦିନରେ ଅଭିନେତା କମଲ ସାଦନାଙ୍କ ଜୀବନରେ ଘଟିଥିଲା ବଡ଼ ଅଘଟଣ। ଗୋଟିଏ ଦିନରେ ପୂରା ପରିବାରକୁ ସେ ହରେଇଥିଲେ।
୧୯୯୩ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ରଙ୍ଗ'ର 'ତୁଝେ ନା ଦେଖୁଁ ତୋ ଚେନ୍...
ପ୍ରଭାସଙ୍କୁ ଜନ୍ମଦିନ ଭେଟି – ଆମେରିକା, ଜାପାନରେ ପୁଣି ରିଲିଜ୍ ହେବ ‘ବାହୁବଳୀ ୨’ ଓ ‘ସାହୋ’
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଲୋକପ୍ରିୟତା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ରହିଛି। ଏହି ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାଙ୍କର ଦୁଇ ଦୁଇଟି ବିଗ୍ ବଜେଟ ଫିଲ୍ମ ‘ବାହୁବଳୀ ୨’...





















