ବଲିଉଡକୁ ଦୁଇ ଭାଗ କଲା ପରିବାରବାଦ ଓ ଡ୍ରଗ୍ସ ବିବାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡ୍ରଗ୍ସ ବିବାଦ, ପରିବାରବାଦକୁ ନେଇ ଦୁଇ ଭାଗରେ ବାଣ୍ଟି ହେଲାଣି ବଲିଉଡ। ଜାଣନ୍ତୁ କାହା ସମର୍ଥନରେ କିଏ? ବଲିଉଡ ଗୋଟିଏ ପରିବାର। ଏଠି କଳାକାରମାନେ ପରସ୍ପରକୁ ଗୋଟିଏ ପରିବାରର ସଦସ୍ୟ ବୋଲି ମାନନ୍ତି।...
kapil sharma-2

ପ୍ରତି ଏପିସୋଡକୁ କେତେ ଟଙ୍କା ନିଅନ୍ତି କମେଡି କିଙ୍ଗ୍‌ କପିଲ ଶର୍ମା?

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ 'ଦ କପିଲ ଶର୍ମା ସୋ' ଲୋକପ୍ରିୟ ସୋ’ମାନଙ୍କ ମଧ୍ୟରୁ ଗୋଟିଏ। ଏହି ସୋ’ର ଟିଆରପି ସବୁବେଳେ ଉପରେ ଥାଏ। କମେଡି କିଙ୍ଗ୍‌ କପିଲଙ୍କ କଥାରେ ହସି ହସି ବେଦମ୍‌ ହୁଅନ୍ତି...

କ୍ୟାନସର ଚିକିତ୍ସା ପାଇଁ ଦୁବାଇ ଗଲେ ସଞ୍ଜୟ ଦତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ବୁଧବାର ତାଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କ ସହ ଦୁବାଇ ଯାତ୍ରା କରିଛନ୍ତି। ସଞ୍ଜୟ ନିଜର କ୍ୟାନ୍‌ସର ଚିକିତ୍ସା ପାଇଁ ଦୁବାଇ ଯାଇଥିବା ଜଣାପଡ଼ିଛି। ବିମାନରେ ବସିବା ପରେ...

ଇଞ୍ଜିନିୟରିଂ ଛାଡ଼ି ଟିଭିକୁ ଆସିଥିଲେ – ‘ମହାଭାରତ’ରେ ସକୁନିଙ୍କ ରୋଲରେ ଦର୍ଶକଙ୍କ ମନ ଜିତିଲେ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୧୩ରେ ଷ୍ଟାରପ୍ଲସରେ ଟେଲିକାଷ୍ଟ ହୋଇଥିବା 'ମହାଭାରତ'ରେ ସକୁନି ମାମାଙ୍କ ଚରିତ୍ର କରିଥିଲେ ଅଭିନେତା ପ୍ରଣୀତ ଭଟ୍ଟ। ବି.ଆର ଚୋପ୍ରାଙ୍କ ମହାଭାରତ ପରେ ୨୦୧୩ରେ ଆସିଥିବା ସିଦ୍ଧାର୍ଥ କୁମାର ତିୱାରୀଙ୍କ ମହାଭାରତ ଲୋକଙ୍କ...

କରୋନା କବଳରେ ଓଡ଼ିଆ କଳାକାର

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ବିଶ୍ଵରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଏଥିରୁ ମୁକୁଳି ପାରିନାହାନ୍ତି କଳାକାର। ବଲିଉଡ ପରି ଓଡ଼ିଆ ଫିଲ୍ମ ଓ ଟେଲି ଜଗତର ଅନେକ କଳାକାର କରୋନାରେ ଆକ୍ରାନ୍ତ...

ଡ୍ରଗ୍ସ ଲିଙ୍କ ମାମଲା – ସାରା, ରାକୁଲଙ୍କୁ ନୋଟିସ କରିପାରେ ଏନ୍‌ସିବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡ୍ରଗ୍ସ ଲିଙ୍କ ମାମଲାକୁ ନେଇ ଅଡ଼ୁଆରେ ପଡ଼ି ପାରନ୍ତି ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ, ସାରା ଅଲ୍ଲୀ ଖାନ ଓ ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ...

ଗୀତା କପୁରରୁ ଗୀତା ମା’ – ଏମିତି ପାଇଛନ୍ତି ସଫଳତା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏବେ ବଲିଉଡରେ ସବୁଠୁ ଲୋକପ୍ରିୟ କୋରିୟୋଗ୍ରାଫରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗୀତା କପୁର। ସେ ଗୀତା ମା’ ଭାବେ ସବୁଠି  ପରିଚିତ। ସୁପରହିଟ୍‌ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ...

୫ଫିଲ୍ମ – ଆୟୁଷ୍ମାନଙ୍କୁ କରିଛି ଜବ୍‌ରା ହିରୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିନେତା ଆୟୁଷ୍ମାନଙ୍କ ଆଜି ଜନ୍ମଦିନ। ୧୯୮୪ ଚଣ୍ଡିଗଡ଼ରେ ଜନ୍ମ ହୋଇଥିବା ଏହି ଜବ୍‌ରା ଅଭିନେତା ଆଜି ତାଙ୍କ ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଆମେ ଆପଣଙ୍କ କହିବୁ ଆୟୁଷ୍ମାନଙ୍କ...

ଚାଲିଗଲେ ଅଜିତ, ବଞ୍ଚିରହିବେ ‘ହାକିମ୍ ବାବୁ’

ଓଡ଼ିଶାଲାଇଭ୍ ବ୍ୟୁରୋ ସେ ଥିଲେ ଓଲିଉଡ ଜଗତର ହାକିମ୍ ବାବୁ। ସଭିଏଁ ତାଙ୍କୁ ଅଜିତ ଦାସ ଭାବେ ଜାଣନ୍ତି। ରବିବାର ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ସେହି ହାକିମ୍ ବାବୁ ବୋଲାଉଥିବା ଅଜିତ ଦାସଙ୍କର ୭୧...

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା – କହିଲେ, ‘‘ଆଶା ଅଛି ନ୍ୟାୟ ନିଶ୍ଚୟ ମିଳିବ’’

ଓଡ଼ିଶାଲାଇଭ ବ୍ୟୁରୋ ଗତ କିଛି ଦିନ ହେବ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଓ ଶିବସେନା ମଧ୍ୟରେ ବିବାଦ ଚାଲିଛି। ଏହାରିମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରିଙ୍କୁ ଭେଟିଛନ୍ତି କଙ୍ଗନା। ବିଏମସି ତାଙ୍କ ଅଫିସ...