ସଫଳ ମହିଳା ଉଦ୍ୟୋଗୀ ସନ୍ଧ୍ୟାରାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ   'ମୁଁ ଆଜି ସକ୍ଷମ, ସ୍ଵାବଲମ୍ବୀ। ମୋ ପରିବାର ଖୁସିରେ ଚଳୁଛି। ସ୍ଵାମୀଙ୍କୁ ମୁଁ ଏବେ ଆର୍ଥିକ ସହଯୋଗ କରିପାରୁଛି। ଭବିଷ୍ୟତ ପାଇଁ ଅଳ୍ପ କିଛି ସଞ୍ଚୟ କରିବାକୁ ସମର୍ଥ ହୋଇଛୁ।...

ପୁଷ୍ଟିଶସ୍ୟକୁ ପ୍ରୋତ୍ସାହନ ଦେବାରେ ଆଗରେ ଓଡ଼ିଶା – ରାଜ୍ୟପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ହେଲା ମିଲେଟସ୍ ମହାକୁମ୍ଭ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଉଦଯାପିତ ସାରା ବିଶ୍ଵ ଦେଖିଲା ଓଡ଼ିଶାର ମିଲେଟସ୍‌ର ସଫଳତା କାହାଣୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ଦୁଇଦିନିଆ...

ବିଶାଖାପାଟଣାରେ ପ୍ରବାସୀ ଓଡ଼ିଆ ମହାରଣା ପରିବାର ପାଳିଲେ ବିଶ୍ୱକର୍ମା ପୂଜା

ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ ନୂଆଁଖାଇ ପରି ବିଶ୍ୱକର୍ମା ପୂଜାକୁ ଧୁମଧାମ୍‌‌ରେ ପାଳନ କରିଛନ୍ତି ବିଶାଖାପାଟଣାର ପ୍ରବାସୀ ଓଡ଼ିଆ। ବିଶାଖାପାଟଣା ସିନ୍ଧିଆର ନ୍ୟୁକଲୋନୀ ନିକଟସ୍ଥ ତୁଳସୀମଣ୍ଡପଠାରେ ଏହି ପୂଜା ଅନୁଷ୍ଠିତ ହୋଇଛି। ବିଶାଖାପାଟଣାରେ ରହୁଥିବା...

ଭୁବନେଶ୍ଵରରେ ଉଦ୍‌ଘାଟିତ ହେଲା ‘ଶିଶିର ସରସ’ ମେଳା – ୩୦୦ ଷ୍ଟଲରେ ଚାଲିଛି କିଣାବିକା, ୧୧ ଦିନ ଯାଏଁ...

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶିର ସରସ -୨୦୨୦ ଉଦ୍‌ଘାଟିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ ମେଳାରେ ୨୫ଟି ରାଜ୍ୟର ୩୦୦ ଷ୍ଟଲ ଜାନୁଆରି ୧୪ ଯାଏଁ ଚାଲିବ ମେଳା ମେଳା ବୁଲିଲେ ମୁଖ୍ୟମନ୍ତ୍ରୀ,...

ବିଶାଖାପାଟଣା: ଧୁମଧାମରେ ପ୍ରବାସୀ ଓଡ଼ିଆ ପାଳିଲେ ଦଶହରା

ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ହୋଇଯାଇଥିଲା ବିଶାଖାପାଟଣା ସହର। ସ୍ଥାନୀୟ ଅଧିବାସୀ ଆଡ଼ମ୍ବରପୂର୍ଣ୍ଣ ଭାବେ 'ଦଶହରା' ପାଳନ କରିଥିବା ବେଳେ ପ୍ରବାସୀ ଓଡ଼ିଆ ଓ ବଙ୍ଗାଳି ପରିବାରର...

ସୋଆରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ କର୍ମଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି.ଏସ୍‍ ମୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର...

ଦୁବାଇରେ ହେବ ସବୁଠୁ ବଡ଼ ନୂଆଖାଇ ଭେଟଘାଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ ସବୁଠାରୁ ବଡ଼ ନୂଆଖାଇ ଭେଟଘାଟ। ୟୁନାଇଟେଡ଼ ଆରବ ଏମିରେଟ୍ସର ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ଏହା ଆୟୋଜିତ ହେବ। ଦୁବାଇରେ ଥିବା ଭାରତୀୟ...

‘ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ। ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜିତ ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନୀ ଉତ୍ସବରେ...

‘ଓଡ଼ିଆ ବିଭବ ଡଟ୍ ଇନ୍’ ୱେବସାଇଟ୍ ଲୋକାର୍ପିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଆଦିର ସୁରକ୍ଷା ପାଇଁ କାମ କରୁଥିବା 'ସୃଜନିକା' ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ବିଭବ ଡଟ୍‌ ଇନ୍‌ ୱେବସାଇଟ୍ ଲୋକାର୍ପିତ ହୋଇଛି। ପୁରୁଣା ଓଡ଼ିଆ ପୁସ୍ତକ, ପତ୍ରିକା,...

କଟକ ଐତିହାସିକ ବାଲିଯାତ୍ରା ପାଇଁ ଅକ୍ଟୋବର ୩୦ରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଅକ୍ଟୋବର ୩୦ରୁ ଆରମ୍ଭ ହେବ ପ୍ଲଟ...