୨୦୪୭ ସୁଦ୍ଧା ବିକଶିତ ଭାରତ ସ୍ଵପ୍ନ ଦେଖିବା: ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହା ଅଧୀନରେ ଚାଲିଥିବା ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଗାଁଠୁ ସହର ସବୁଠି ଉଡ଼ିଛି ଜାତୀୟ...

Eco-friendly Ganesha

Aditi Panda There is rising awareness to use ecological material & encourage eco friendly Ganesha festival To decrease the destruction of environment, many devotees and puja...

ଇଂରାଜି ଅନୂଦିତ ପୁସ୍ତକ ‘ଯମରାଜ ନମ୍ବର ୫୦୦୩’ ଉନ୍ମୋଚିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଲିଖନ କର୍ମଶାଳାରେ ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ଚର୍ଚ୍ଚିତ ଓଡ଼ିଆ ଉପନ୍ୟାସ ‘ଯମରାଜ ନମ୍ବର ୫୦୦୩’ର...

ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କୁ ‘ସୁଚିତ୍ରା’ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସାହିତ୍ୟ ପତ୍ରିକା ‘ସୁଚିତ୍ରା’ର ପଞ୍ଚମ ସ୍ଵନକ୍ଷତ୍ର ଅବସରରେ ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କୁ ‘ସୁଚିତ୍ରା ଶିଶୁ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଛି। ପ୍ରଶାନ୍ତ କୁମାର ମଙ୍ଗରାଜ ୧୮ ଖଣ୍ଡରୁ ଊର୍ଦ୍ଧ୍ଵ...

ସୋଆରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ କର୍ମଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି.ଏସ୍‍ ମୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର...
Baharin Odia Samaj

ସ୍ପେକ୍ଟ୍ରା-୨୦୧୯ : ବାହାରିନ୍‌ ଓଡ଼ିଆ ସମାଜ ହେଲା ଶ୍ରେଷ୍ଠ ପାରମ୍ପରିକ ଷ୍ଟଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାହାରିନ୍‌ରେ ଭାରତୀୟ ଦୂତାବାସ ପକ୍ଷରୁ ସ୍ପେକ୍ଟ୍ରା-୨୦୧୯ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତ ତଥା ଅନ୍ତର୍ଜାତୀୟ ସମୁଦାୟଙ୍କ ୬୦ଟି ଷ୍ଟଲ ଅଂଶ ଗ୍ରହଣ...

ଭୁବନେଶ୍ଵରରେ ଆରମ୍ଭ ହେଲା ‘ଓଡ଼ିଶା ସ୍କିଲ କନକ୍ଲେଭ-୨୦୨୩’

ଓଡ଼ିଶାଲାଇଭ୍ ବ୍ୟୁରୋ ‘ସ୍କିଲଡ ଇନ୍ ଓଡ଼ିଶା’ ବ୍ରାଣ୍ଡକୁ ଆହୁରି ଆଗକୁ ନେବା ପାଇଁ ଆରମ୍ଭ ହୋଇଛି ‘ଓଡ଼ିଶା ସ୍କିଲ କନକ୍ଲେଭ-୨୦୨୩’। ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଏହି ମେଗା କନକ୍ଲେଭକୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ...

‘ସଂକଳ୍ପରୁ ସିଦ୍ଧି’ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ‘ନୂଆ ଭାରତ, ନୂଆ ଓଡ଼ିଶା’ ଗଢ଼ିବାକୁ ଆହ୍ୱାନ ଦେଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‍ ବ୍ୟୁରୋ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 'ସଂକଳ୍ପରୁ ସିଦ୍ଧି' କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି। ଏହି ଅବସରରେ 'ପ୍ରଦର୍ଶନୀ ଏବଂ ସେମିନାର' ଆୟୋଜନ କରାଯାଇଛି।  ମହାନଦୀ କୋଲ୍ ଫିଲ୍ ଲିମିଟେଡ...

ଓଡ଼ିଶା ହେବ ପ୍ରମୁଖ ଷ୍ଟାର୍ଟଅପ୍ ହବ୍: ୫ ବୁଝାମଣାପତ୍ର ଓ ୭ଟି ଆଗ୍ରହପତ୍ର ସ୍ଵାକ୍ଷରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଓଡ଼ିଶାକୁ ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ଷ୍ଟାର୍ଟଅପ୍ ଅଭିବୃଦ୍ଧିକୁ ଜୋରଦାର କରିବା ଲକ୍ଷ୍ୟରେ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ...

ଶେଷ ହେଲା ରାଜ୍ୟ ଆଥ୍‌ଲେଟିକ୍ ମିଟ୍ – କଟକ ଚାମ୍ପିଅନ୍, ସୁନ୍ଦରଗଡ ରନର୍ସଅପ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ମନିଷା ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ଓ ବିଘ୍ନରାଜ ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍‌ କଟକ: ବାରବାଟୀ ଷ୍ଟାଡିୟମଠାରେ ଚାଲିଥିବା ୬୭ତମ ରାଜ୍ୟ ଆଥ୍‌ଲେଟିକ୍ ମିଟ୍ ଶେଷ ହୋଇଛି। ୫୫୭ ପଏଣ୍ଟ ପାଇ କଟକ ଚାମ୍ପିଅନ୍...