ମେଧାବୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ, ଦ୍ୱାଦଶ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଅନୁଷ୍ଠିତ ସ୍ଵତନ୍ତ୍ର ଉତ୍ସବରେ...

କବି ସୌଭାଗ୍ୟ କୁମାର ମିଶ୍ର ପାଇବେ ‘କାଦମ୍ବିନୀ ସାରସ୍ଵତ ସମ୍ମାନ’

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରୀ ୧୪ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଉଦଘାଟନ କରିବେ ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥ ଭୁବନେଶ୍ବର: ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’...

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ: ଲୋକାର୍ପଣ କଲେ ଜନକଲ୍ୟାଣକାରୀ ପ୍ରକଳ୍ପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବଲାଙ୍ଗୀର ସହର ପାଇଁ ୫୫.୩୬ କୋଟି...

ପୁରୀରେ ଅନୁଷ୍ଠିତ ହେବ ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’, ଫଟୋ ବଖାଣିବ କଳା ସଂସ୍କୃତିର ଅନନ୍ୟ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’। ପୁରୀ ସ୍ଥିତ ଲଳିତକଳା ଏକାଡେମୀ ପରିସରରେ ଅଗଷ୍ଟ ୧୪ ତାରିଖରୁ ୨୦ ତାରିଖ ଯାଏଁ ଏହି ଫଟୋଗ୍ରାଫି ଫେଷ୍ଟିଭାଲ ଚାଲିବ।...

ଦଶମ ଦିନରେ ବରଗଡ଼ ଧନୁଯାତ୍ରା – କୃଷ୍ଣ, ବଳରାମଙ୍କ ମଥୁରା ଭ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼: କୃଷ୍ଣ, ବଳରାମ ବେନୀଭାଇ ମାମୁ କଂସଙ୍କ ନିମନ୍ତ୍ରଣ ପାଇ ମଥୁରାରେ ପହଞ୍ଚିଛନ୍ତି। କୃଷ୍ଣ ଓ ବଳରାମ ନଗର ଭ୍ରମଣ କରୁଥିବା ବେଳେ କଂସଙ୍କ ରଜକ ଓ ସୁଦାମା ମାଳି ସହିତ...

ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମିନି ମିଟ୍, ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଆଲୁମିନି ମିଟ୍‌ର ଆୟୋଜନ କରାଯାଉଛି। ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ହଜାର ହଜାର ପୁରୁଣା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟକୁ ନିମନ୍ତ୍ରଣ କରାଯାଇଛି। ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣ ପାଲଟିଛି ଓଡ଼ିଶାର ‘କରୁଣା ସିଲ୍କ’

ଓଡ଼ିଶାଲାଇଭ୍ ବ୍ୟୁରୋ https://youtu.be/Killg2qoOwo?si=Y8iZSPRQZK4XBsE7 କରୁଣା ସିଲ୍କରୁ ଏବେ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ’ ଏଣ୍ଡିକୀଟକୁ ନମାରି ଖୋସାରୁ ନୂଆ ଉପାୟରେ ବାହାର କରାଯାଉଛି ସୂତା ବୟନଶିଳ୍ପ କ୍ଷେତ୍ରରେ ଅହିଂସାର ନୂଆ ବାଟ ହୋଇଛି ‘କରୁଣା ସିଲ୍କ’ ୫-ଟି...

ଦୁବାଇରେ ନୂଆଁଖାଇର ଧୂମ୍: ସମ୍ବଲପୁରୀ ନୃତ୍ୟ, ଗୀତରେ ମସଗୁଲ୍‍ ହେଲେ ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍‍ ବ୍ୟୁରୋ ମା' ମାଟିଠାରୁ ଦୂରରେ ରହିଲେ ବି ଗଣପର୍ବ ନୂଆଁଖାଇକୁ ଦୂରେଇ ଦେଇନାହାନ୍ତି ପ୍ରବାସୀ ଓଡ଼ିଆ। ପଶ୍ଚିମ ଓଡ଼ିଶାର ସୀମା ଡେଇଁ ନୂଆଁଖାଇ ଦୁବାଇ ସହରରେ ପହଞ୍ଚିଛି। ଗତ ୨୬ ତାରିଖରେ ପାଖାପାଖି...

ଭିଜନ-୨୦୨୫ ଉପରେ ଫୋକସ୍: ୧୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିଜନ-୨୦୨୫ ଉପରେ ଫୋକସ୍‌ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ଶିଳ୍ପର ବିକାଶ କରିବା ଲକ୍ଷ୍ୟ ନେଇ ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୧୫ଟି ପ୍ରକଳ୍ପର କରିଛନ୍ତି ଶିଳାନ୍ୟାସ। ୧୫ଟି...

ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କୁ ‘ସୁଚିତ୍ରା’ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସାହିତ୍ୟ ପତ୍ରିକା ‘ସୁଚିତ୍ରା’ର ପଞ୍ଚମ ସ୍ଵନକ୍ଷତ୍ର ଅବସରରେ ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କୁ ‘ସୁଚିତ୍ରା ଶିଶୁ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଛି। ପ୍ରଶାନ୍ତ କୁମାର ମଙ୍ଗରାଜ ୧୮ ଖଣ୍ଡରୁ ଊର୍ଦ୍ଧ୍ଵ...