ମହାକୁମ୍ଭରେ ଅସମ୍ଭବ ଭିଡ଼: ଦଳାଚକଟାରେ ୧୦ ମୃତ, ବନ୍ଦ ହେଲା ଅମୃତ ସ୍ନାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଛି ବଡ଼ ଅଘଟଣ। ଅସମ୍ଭାଳ ଭିଡ଼ ଯୋଗୁଁ ଦଳାଚକଟାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ବୁଧବାର ଦିନ ଅମୃତସ୍ନାନ ବନ୍ଦ ରହିଛି।
ବୁଧବାର ଦିନ...
ଓଡ଼ିଶା ହେବ ପୂର୍ବ ଭାରତର ବିକାଶ ଇଞ୍ଜିନ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫
ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବର୍ତ୍ତମାନ ହେଉଛି ଉପଯୁକ୍ତ ସମୟ - ପ୍ରଧାନମନ୍ତ୍ରୀ
(ଭୁବନେଶ୍ୱର): ‘‘ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଅପାର ସମ୍ଭାବନା...
ଓଡ଼ିଶାର ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଛି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆରମ୍ଭ ହୋଇଛି ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା: ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ଜନତା ମଇଦାନଠାରେ ଓଡ଼ିଶାରେ...
କୋଲେଷ୍ଟ୍ରୋଲକୁ କେମିତି କରିବେ କଣ୍ଟ୍ରୋଲ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=ke_nKofFmLU
ରକ୍ତରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଗଲେ ତାକୁ ଉଚ୍ଚ କୋଲେଷ୍ଟ୍ରୋଲ କୁହାଯାଏ। ଉଚ୍ଚ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବା ଜରୁରୀ। ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ଅଧିକ ହୋଇଗଲେ ଏହା ହୃଦରୋଗ ଏବଂ...
‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’: ପ୍ରଥମ ଦିନରେ ୫୪ଟି ଏମଓୟୁ ସ୍ଵାକ୍ଷରିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’ରେ ଛୁଟୁଛି ନିବେଶର ସୁଅ। ପ୍ରଥମ ଦିନରେ ମୋଟ ୫୪ଟି ଏମଓୟୁ ସ୍ଵାକ୍ଷରିତ ହୋଇଛି। ଏହି ଏମଓୟୁ ଫଳରେ ରାଜ୍ୟକୁ...
ପୁରୁଷ ବନ୍ଧ୍ୟାଦୋଷକୁ ଏଡ଼ାଇବେ କେମିତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=8LfnCq6JwgE
ବନ୍ଧ୍ୟାଦୋଷ ବା ଇନ୍ଫର୍ଟିଲିଟି ସମସ୍ୟା ପୁରୁଷଙ୍କାରେ ମଧ୍ୟ ଦେଖାଦିଏ। ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ। ଆଜିକାଲିର ଜୀବନଶୈଳୀ, ଧୂମପାନ, ମଦ୍ୟପାନ ଏବଂ ଡେରିରେ...
ଖୁବଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା – ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରର ଜନତା ମଇଦାନଠାରେ ଆରମ୍ଭ ହୋଇଛି ଦୁଇଦିନିଆ ଶିଳ୍ପ ମହାକୁମ୍ଭା ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’। ଏହି କନକ୍ଲେଭକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଏହି ଅବସରରେ...
ଭୁବନେଶ୍ଵରରେ ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Rf6PXqvo774
ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭା ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’। ଜାନୁଆରି ୨୮ ଓ ୨୯ ତାରିଖ ଦୁଇଦିନ ଧରି ଚାଲିବ ଏହି ମହାକୁମ୍ଭକୁ...
ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ପାଇଁ ଭୁବନେଶ୍ଵରରେ ଟ୍ରାଫିକ କଟକଣା, ଜଣନ୍ତୁ କେଉଁ ବାଟ ଦେଇ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି, ମଙ୍ଗଳବାରଠାରୁ ଭୁବନେଶ୍ଵରରେ ଆରମ୍ଭ ହେବାକୁ ଯାଉଛି ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’। ଶିଳ୍ପର ଏହି ମହାକୁମ୍ଭରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଏହା ସହ ଦେଶ...
ଆସନ୍ତାକାଲିଠାରୁ ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ଆସନ୍ତାକାଲି, ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫। ଜାନୁଆରି ୨୮ ଓ ୨୯ ତାରିଖ ଦୁଇଦିନ ଧରି ଚାଲିବାକୁ ଥିବା...





















