ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶଦାତା ନିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସୋମବାର ଦିନ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ...

ଡାଏବେଟିସ ନିୟନ୍ତ୍ରଣ ପାଇଁ କରନ୍ତୁ ଏହି ଯୋଗାସନ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=7kPjBC4k9nw ସ୍ଵାସ୍ଥ୍ୟ କହିଲେ ଏକ ସୁସ୍ଥ ମନ ଏବଂ ସୁସ୍ଥ ଶରୀରକୁ ବୁଝାଏ। ତେଣୁ ସୁସ୍ଥ ରହିବାକୁ ହେଲେ ଆମକୁ ପ୍ରତିଦିନ ଯୋଗ, ପ୍ରାଣାୟାମ ଏବଂ ବ୍ୟାୟାମ କରିବାକୁ ହେବ। ଯୋଗ ଦ୍ଵାରା...

ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା

ଓଡ଼ିଶାଲାଇଭ୍ ବ୍ୟୁରୋ ଇତିହାସ ରଚିଲା ଉତ୍ତରାଖଣ୍ଡ। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ (ୟୁସିସି)। ସୋମବାର ଦିନ ଏହାକୁ ଲାଗୁ କରିଛନ୍ତି...

ସୁପ୍ରିମକୋର୍ଟଙ୍କ ରାୟ: ଝିଅକୁ ପାଠପଢ଼ା ଖର୍ଚ୍ଚ ଦେବା ଲାଗି ବାପା ମା’ ବାଧ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ବାପା ମା’ଙ୍କଠାରୁ ଶିକ୍ଷା ଖର୍ଚ୍ଚ ପାଇବା ପାଇଁ ଗୋଟିଏ ଝିଅର ଆଇନଗତ ଅଧିକାର ରହିଛି। ଝିଅର ପାଠପଢ଼ା ଖର୍ଚ୍ଚ ଦେବା ଲାଗି ବାପା ମା’ ବାଧ୍ୟ ବୋଲି ଏକ ମାମଲାର...

ଜାଣନ୍ତୁ, କେମିତି ପ୍ରସ୍ତୁତି କଲେ ପାଇବେ ଓଏଏସ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=5blKZGjzgZ0 ମାହାଙ୍ଗା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଛନ୍ତି ଅନନ୍ୟା ଗରାବଡ଼ୁ। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୪୮ ନମ୍ବର ରାଙ୍କ୍ ହାସଲ କରିଛନ୍ତି ଅନନ୍ୟା। ପ୍ରଥମ ଚେଷ୍ଟାରେ ତାଙ୍କୁ ମିଳିଛି...

ପିଲାଙ୍କୁ କାହିଁକି ହୁଏ ଲିଭର ଜଣ୍ଡିସ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Z9l2Whg2PLU ଲିଭର ଜଣ୍ଡିସ୍‌ ହେଲେ ଆଖିର ଧଳାଭାଗ, ଜିଭ, ହାତ ପାଦ ଆଦି ହଳଦିଆ ପଡ଼ିଯାଏ। ଏହା ବ୍ୟତୀତ ଭୋକ ଲାଗିନଥାଏ। ଛୋଟ ପିଲାଙ୍କଠାରେ ଲିଭର ଜଣ୍ଡିସ୍‌ ହୋଇଥାଏ କି। ତେବେ ଛୋଟ...

୭୬ତମ ସାଧରଣତନ୍ତ୍ର ଦିବସ: ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସାରା ଦେଶ ପାଳୁଛି ୭୬ତମ ସାଧରଣତନ୍ତ୍ର ଦିବସ। ଗାଁଠୁ ସହର ସବୁଠି ଦିଶୁଛି ତ୍ରିରଙ୍ଗା ତ୍ରିରଙ୍ଗା। ଆଜି ୭୬ତମ ସାଧରଣତନ୍ତ୍ର ଦିବସ ଅବସରରେ ସାରା ଦେଶରେ ଦେଖିବାକୁ ମଳିଛି ଉତ୍ସାହ। ନୂଆଦିଲ୍ଲୀର...

ଭୁବନେଶ୍ୱର: ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣରତନ୍ତ୍ର ଦିବସ ସମାରୋହ ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ୭୬ତମ ସାଧାରଣରତନ୍ତ୍ର ଦିବସ ପାଳନ କରୁଛି ସାରା ଭାରତ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣରତନ୍ତ୍ର ଦିବସ ସମାରୋହ। ଏଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ...

ଆଜି ଭାରତ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତ ପାଳନ କରୁଛି ୭୬ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ସବୁ ରାଜ୍ୟର ରାଜଧାନୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯବାନଙ୍କ ଚମତ୍କାର ପରେଡରେ କମ୍ପିବ ଦେଶର ରାଜଧାନୀ ଦିଲ୍ଲୀ। ଏହାସହ...

ଘୋଷଣା ହେଲା ପଦ୍ମ ପୁରସ୍କାର: ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଶନିବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବର୍ଷ ୨୦୨୪ ପାଇଁ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ...