ବିଶ୍ୱର ସବୁଠାରୁ ଥଣ୍ଡା ସହର, ଯେଉଁଠି ମାଇନସ୍ ୫୦ ଡିଗ୍ରୀ ତାପମାତ୍ରାରେ ବି ସ୍କୁଲ ଯାଆନ୍ତି ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଭୟଙ୍କର ଥଣ୍ଡାରେ ଥରୁଛି ଉତ୍ତର ଭାରତ। ଦିଲ୍ଲୀ-ଏନସିଆର ରାସ୍ତା ଉପରେ କୁହୁଡ଼ିର ଘନ ଆସ୍ତରଣ ଦେଖିବାକୁ ମିଳୁଛି। ଏଠାରେ ତାପାମାତ୍ରା ୩ରୁ ୪ ଡିଗ୍ରୀ ମଧ୍ୟରେ ରହୁଛି। ସେହିପରି ଉତ୍ତର ଭାରତର ପାହାଡ଼ିଆ...

କ୍ୟାବିନେଟ୍ ବୈଠକ: ୧୦ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କ୍ୟାବିନେଟ୍...

୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ରହିବ ୬.୬ ପ୍ରତିଶତ – ମିଳିତ ଜାତିସଂଘ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଏବେ ବିଶ୍ଵର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ନିଜର ସ୍ଥିତି ବଜାୟ ରଖିଛି। ମିଳିତ ଜାତିସଂଘର ୱାର୍ଲ୍ଡ ଇକୋନୋମିକ ସିଚ୍ୟୁସନ୍ ଆଣ୍ଡ ପ୍ରୋସ୍ପେକ୍ଟସ୍ ୨୦୨୫ (ଡବ୍ଲ୍ୟୁଇଏସପି) ରିପୋର୍ଟରେ ଏହା...

ବ୍ରଣ ପାଇଁ ଚିନ୍ତିତ କି, ଜାଣନ୍ତୁ କେମିତି ଭଲ ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=YVJMlGwgCTc ପୁଅ ହୁଅନ୍ତୁ କି ଝିଅ ସମସ୍ତଙ୍କର ପସନ୍ଦ ଦାଗ ବିହୀନ ଚମଦାର ଚେହେରା। କିନ୍ତୁ ଶରୀରରେ ବ୍ରଣ ହେଲେ ଅନେକ ଚିନ୍ତାରେ ପଡ଼ିଯାଆନ୍ତି। ଚର୍ମଜନିତ ସମସ୍ୟା ମଧ୍ୟରେ ବ୍ରଣ ହେଉଛି...

ଓଡ଼ିଶାରେ କମିବ ଶୀତ! ଘନ କୁହୁଡ଼ି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କମିବାରେ ଲାଗିଛି ଶୀତ ୨ରୁ ୪ ଡିଗ୍ରୀ ବଢ଼ିପାରେ ରାତି ତାପମାତ୍ରା ୫ରୁ ୬ ଦିନ ଯାଏଁ ପାଗ ରହିବ ଶୁଖିଲା ଓଡ଼ିଶାରେ ଏବେ ଶୀତ କମିବା ଆରମ୍ଭ ହୋଇଛି। ଆଜିଠାରୁ ପୁଣି ରାତି...

ଭୁବନେଶ୍ୱରରେ ‘ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍’ ଉଦ୍‍ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଉଦ୍‌ଘାଟିତ ହୋଇଛି ‘ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍’। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ...

ଫେବ୍ରୁଆରି ୧୩ରୁ ବିଧାନସଭା ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଫେବ୍ରୁଆରି ୧୩ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ। ଫେବ୍ରୁଆରି ୧୭ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି...

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଭଲ ମାର୍କ ରଖିବା ପାଇଁ ପ୍ରଜ୍ଞା ପାରଙ୍ଗମାଙ୍କ ଷ୍ଟ୍ରାଟେଜି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=bTt0jxE0Rc8&t=14s ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳ ହେବା ପାଇଁ କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ଆବଶ୍ୟକ। ପରିଶ୍ରମ ଏବଂ ଆତ୍ମବିଶ୍ଵାସ ନିଶ୍ଚୟ ସଫଳତା ଦିଏ ବୋଲି କୁହନ୍ତି ଓସିଏସ୍ ପରୀକ୍ଷାରେ...

ଓଡ଼ିଶାରେ ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହ: କିଏ କେଉଁଠି କରିବେ ଜାତୀୟ ପତାକା ଉତ୍ତୋଳନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ୭୬ତମ ସାଧାରଣତନ୍ତ୍ର ଦିବସକୁ ଆଉ ଅଳ୍ପ ଦିନ ରହିଲା ବାକି। ସମଗ୍ର ଦେଶ ସମେତ ଓଡ଼ିଶାର ଗାଁରୁ ସହର ସବୁଆଡ଼େ ଏହି ଜାତୀୟ ଉତ୍ସବ ପାଳନ କରାଯିବ। ଏଥିପାଇଁ ରାଜ୍ୟସ୍ତରୀୟ...

ରାସ୍ତା କଡ଼ରେ ଅଲଗା ଅଲଗା ରଙ୍ଗର ମାଇଲ୍ ଖୁଣ୍ଟ କ’ଣ ସୂଚାଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ରାସ୍ତାରେ ଯିବାବେଳେ ଅନେକ ସମୟରେ ଆମେ ମାଇଲ୍ ଖୁଣ୍ଟ ଦେଖିଥାଉ। ଚାଳକକୁ ଅନେକ ତଥ୍ୟ ଦେଇଥାଏ ଏହି ମାଇଲ୍ ଖୁଣ୍ଟ। ବିଶେଷକରି ନିକଟସ୍ଥ ସହର ଆଉ କେତେଦୂର ରହିଲା ତାହାର ସୂଚନା...