ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ନୂଆ ମୋଡ଼: ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼!

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁଚର୍ଚ୍ଚିତ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। କେବଳ ଗୋପାଳର ନୁହେଁ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା ରାଜ୍ୟ ଫରେନ୍ସିକ ସାଇନ୍ସ ଲ୍ୟାବ (ଏସଏଫଏସଏଲ)...

ଜଷ୍ଟିସ୍‌ ଅରିନ୍ଦମ ସିହ୍ନା – ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା। ସେ ଜାନୁଆରି ୨୦ ତାରିଖରୁ ଦାୟିତ୍ଵ ଗ୍ରହଣ କରିବେ। ଏନେଇ ଶନିବାର କେନ୍ଦ୍ର ଆଇନ ଓ ନ୍ୟାୟ...

ଜାନୁଆରି ୩୧ରୁ ସଂସଦର ବଜେଟ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦକୁ ସମ୍ବୋଧନ କରିବେ। ଏହାପରେ ଫେବ୍ରୁଆରି ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା...

ଗର୍ଭାଶୟରୁ ଅସ୍ଵାଭାବିକ ରକ୍ତସ୍ରାବ ହେଉଛି କି, ଜାଣନ୍ତୁ କାହିଁକି ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=lk_2BnKz9a0 ଋତୁସ୍ରାବ ବା ପିରିୟଡସ ଜଣେ ମହିଳାଙ୍କ ଜୀବନର ଏକ ସାଧାରଣ ଏବଂ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ଅଧିକାଂଶ ମହିଳାଙ୍କର ମାସିକ ଋତୁସ୍ରାବ ପ୍ରାୟ ଦୁଇରୁ ସାତ ଦିନ ପର୍ଯ୍ୟନ୍ତ ହୋଇଥାଏ।  କେତେକ...

ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ୮ଟି ବୁଝାମଣାପତ୍ର ସ୍ଵାକ୍ଷରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଅଛନ୍ତି ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍। ଥର୍ମନଙ୍କ ଗସ୍ତ ଅବସରରେ ଶୁକ୍ରବାର ଦିନ ରାଜ୍ୟ ସରକାର ୮ଟି ବୁଝାମଣାପତ୍ର ସ୍ଵାକ୍ଷର କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ...

ଏଥର ବରଗଡ଼ ଧନୁଯାତ୍ରାର ମହାନାୟକ ଭୁବନେଶ୍ୱର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=6TsGzn56FGE&t=77s ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମହାନାୟକ ପାଲଟନ୍ତି ଦ୍ଵପରଯୁଗର ଖଳନାୟକ ମହାରାଜା କଂସ। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ପାଲଟେ ବରଗଡ଼ ସହର। ଦୀର୍ଘ ୧୧ ଦିନ ଧରି ବରଗଡ଼ରେ ଚାଲେ...

ମହାକୁମ୍ଭର ଚର୍ଚ୍ଚିତ ସାଧୁ ଆଇଆଇଟିଆନ ବାବା: ରାତି ଅଧରେ ମେଳା ଛାଡ଼ି ଚାଲିଗଲେ କାହିଁକି?

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା-୨୦୨୫। ଏହି ମେଳାରେ ଦେଶ ବିଦେଶର ସାଧୁସନ୍ଥମାନେ ଯୋଗ ଦେଇଛନ୍ତି। ଏହି ମେଳାର ଜଣେ ଚର୍ଚ୍ଚିତ ସାଧୁ ହେଉଛନ୍ତି ଆଇଆଇଟି ବାବା। ତାଙ୍କ ନାମ ହେଉଛି...

ଓଡ଼ିଶାରେ ଫେରିଲା ଶୀତଲହରୀ: ଘନ କୁହୁଡ଼ି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ କିଛି ଦିନର ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ସାମାନ୍ୟ କମିଛି। ଆଗକୁ ରାଜ୍ୟରେ ଶୀତ ଆହୁରି ବଢ଼ିବାର ସମ୍ଭାବନା ରହିଛି।...

ମଧ୍ୟପ୍ରାଚ୍ୟରେ ଫେରୁଛି ଶାନ୍ତି: ଯୁଦ୍ଧବିରତି ପାଇଁ ସହମତ ହେଲେ ଇସ୍ରାଏଲ ଓ ହମାସ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରାଚ୍ୟରେ ଫେରୁଛି ଶାନ୍ତି। ଇସ୍ରାଏଲ ଓ ହମାସ ମଧ୍ୟରେ ବନ୍ଦ ହେବାକୁ ଯାଉଛି ଯୁଦ୍ଧ। ଉଭୟେ ଯୁଦ୍ଧ ବିରତି ଚୁକ୍ତିନାମା ପାଇଁ ରାଜି ହୋଇଛନ୍ତି। ଇସ୍ରାଏଲ ତୋପ ଶାନ୍ତ ପଡ଼ିଛି ଆଉ ହମାସର ରକେଟ ବର୍ଷା...

ସୁଭଦ୍ରା ଅପଡେଟ୍: ଜାନୁଆରି ଶେଷ ସୁଦ୍ଧା ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା ସୁଭଦ୍ରା ଅପଡେଟ। ଚଳିତ ଜାନୁଆରି ମାସ ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ। ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ...