ସବୁଠି ବାଜି ମାରିନେଲା ଛାତ୍ର ବିଜେଡି: ବାଜା ବଜାଇ ସେଲିବ୍ରେସନ୍ ପାଳିଲେ ବିଜୟୀ ପ୍ରାର୍ଥୀ

ଓଡିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ଛାତ୍ର ସଂସଦ ନିର୍ବାଚନ ଫଳାଫଳ। ଏହାକୁ ନେଇ ପ୍ରମୁଖ କ୍ୟାମ୍ପସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରମାଦେବୀ ବିଶ୍ୱବିଦ୍ୟାଳୟରୁ ଆରମ୍ଭ କରି କଟକ ଶୈଳବାଳା କଲେଜ, ସବୁଠି ଚାଲିଛି...

ଆଉ ଜଣେ ଓଡ଼ିଆ ଝିଅଙ୍କ କମାଲ୍‌: ଆଇ ଇ ଏସ୍‌ ପରୀକ୍ଷାରେ ୩ୟ ସ୍ଥାନ ଅଧିକାର କଲେ ମନୀଷା...

ଓଡିଶାଲାଇଭ୍ ବ୍ୟୁରୋ ଆଉ ଜଣେ ଓଡ଼ିଆ ଝିଅ ଜାତୀୟ ସ୍ତରରେ କମାଲ୍ ଦେଖାଇଛନ୍ତି। ଭାରତୀୟ ଅର୍ଥ ସେବା(ଆଇ.ଇ.ଏସ୍) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ଷ୍ଟିଲ୍‌ ସିଟି ରାଉରକେଲାର ମନୀଷା ଖୁଣ୍ଟିଆ...

ଦୁର୍ଗମ ଅଞ୍ଚଳ ଗର୍ଭବତୀଙ୍କ ପାଇଁ ନୂଆ ଯୋଜନା ‘ସମ୍ପୂର୍ଣ୍ଣା’: ମେଡିକାଲ ଆସିଲେ ମିଳିବ ୧୦୦୦ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ଗମ ଅଞ୍ଚଳ ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର। ମେଡିକାଲ ଆସିବା ପାଇଁ ସେମାନଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର 'ସମ୍ପୂର୍ଣ୍ଣା' ଯୋଜନା ଶୁଭାରମ୍ଭ କରିଛନ୍ତି।...

ଓଡ଼ିଶାର ‘ହାଁସିଲି’ କୁକୁଡ଼ାକୁ ଜାତୀୟ ପ୍ରଜାତି ମାନ୍ୟତା

କପିଳାସ ଭୂୟାଁ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଆଦିବାସୀ ଗାଁଗୁଡ଼ିକରେ ଗଞ୍ଜା ଲଢେଇ ଏକ ସାଧାରଣ ଦୃଶ୍ୟ। ହାଣ୍ଡିଆ, ରସି କି ମହୁଲି ପିଇ ମତୁଆଲା ଆଦିବାସୀମାନେ ଗଞ୍ଜା ଗୋଡ଼ରେ ଖୁର ବାନ୍ଧି ଲଢେଇ...

ରମାଦେବୀରେ ଛାତ୍ର ବିଜେଡିର ବାଜିମାତ୍: ସଭାନେତ୍ରୀ ହେଲେ ସୌଭାଗ୍ୟ ସୌମ୍ୟାଶ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ରାଜଧାନୀ କଲେଜକୁ କବ୍‌ଜା କଲା ଛାତ୍ର ବିଜେଡି। ଛାତ୍ର ବିଜେଡି ସମର୍ଥିତ ସଭାପତି ପ୍ରାର୍ଥୀ ଏହି ଦୁଇ ପ୍ରମୁଖ କ୍ୟାମ୍ପସରେ ନିର୍ବାଚିତ ହୋଇଛନ୍ତି। ରମାଦେବୀରେ ଛାତ୍ର ବିଜେଡି ସମର୍ଥିତ...

ବିଜ୍ଞାନରେ ପ୍ରଥମ ମହିଳା ଡକ୍ଟରେଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ପ୍ରଥମ ମହିଳା ଯିଏ ବିଜ୍ଞାନରେ ଡକ୍ଟରେଟ ଉପାଧି ହାସଲ କରିଥିଲେ ତାଙ୍କୁ ଆଜି ଗୁଗଲ ପକ୍ଷରୁ ସମ୍ମାନିତ କରାଯାଇଛି। ସେହି ମହାନ ମହିଳା ହେଉଛନ୍ତି ଅସୀମା ଚାଟ୍ଟାର୍ଜି। ୧୯୨୦ ଓ ୧୯୩୦...

ବିଜେଡିରେ ସାମିଲ ହେଲେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିରେ ସାମିଲ୍‍ ହେଲେ ବିଜେପୁରର ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାର। ବିଜେଡି ପାର୍ଟି ଅଫିସରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶନିବାର ସ୍ୱର୍ଗତ ସାହୁଙ୍କ ପତ୍ନୀ ରୀତା ସାହୁ, ପୁଅ ସୁମିତ...

ବିଶିଷ୍ଟ ଲେଖିକା ‘ବନଜ ଦେବୀ’ ପାଇବେ ସାରଳା ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩୮ତମ ‘ଶାରଳା ପୁରସ୍କାର’ ପାଇବେ ବିଶିଷ୍ଟ ଲେଖିକା ବନଜ ଦେବୀ। ‘କାଠପୁଅ’ ଗଳ୍ପ ସଙ୍କଳନ ନିମନ୍ତେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ କମିଟି...

ଚନ୍ଦନ ମିତ୍ରଙ୍କ ଗଣିତ: ବିଜେଡିକୁ ‘ଚନ୍ଦନ’, ବିଜେପିକୁ ‘ପବନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ରାଜନୀତିକୁ ନେଇ ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର ଅଙ୍କ  କଷିଛନ୍ତି। ତାଙ୍କ ଗଣିତ କହୁଛି ୨୦୧୯ରେ ଓଡ଼ିଶାରେ ପଦ୍ମ ଫୁଟିବନି। ଚନ୍ଦନ ମିତ୍ରଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ...

ବୁର୍ଲାଠାରେ ଏପିଜେ ଅବଦୁଲ୍‌ କାଲାମ୍ ପ୍ଲାନେଟୋରିୟମ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ପରେ ସମ୍ବଲପୁରର ବୁର୍ଲାଠାରେ ପ୍ରତିଷ୍ଠା ହୋଇଛି ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ୍। ଏହାକୁ ମିଜାଇଲ୍‌ ମ୍ୟାନ୍ ତଥା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ନାମରେ ନାମିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ...