ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ୭୭୫ ଥର ଭାଷଣ ଦେଇଛନ୍ତି

ଓଡ଼ିଶାଲାଇଭ୍‍ ବ୍ୟୁରୋ ନରେନ୍ଦ୍ର ମୋଦି ୨୦୧୪ ମସିହା ମେ ୨୬ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହି ସାଢେ ତିନି ବର୍ଷ ସମୟ ଭିତରେ ତାଙ୍କର ସବୁଠାରୁ ବଡ଼ ସଫଳତା ହେଲା...

ଜୋୟିତା ମଣ୍ଡଳ ହେଲେ ଦେଶର ପ୍ରଥମ ‘ଟ୍ରାନ୍ସଜେଣ୍ଡର’ ବିଚାରପତି

ଓଡ଼ିଶାଲାଇଭ୍‍ ବ୍ୟୁରୋ ୨୧ ବର୍ଷିୟା ଜୋୟିତା ମଣ୍ଡଳ ଦେଶର ପ୍ରଥମ କିନ୍ନର ବିଚାରପତି ହୋ‍ଇଛନ୍ତି। ପଶ୍ଚିମବଙ୍ଗର ଇସ୍‌ଲାମପୁର ଲୋକ ଅଦାଲତରେ ସେ ଏହି ନିଯୁକ୍ତି ପାଇଛନ୍ତି। ୨୦୧୦ ମସିହାରେ ଜୋୟିତା କିନ୍ନରମାନଙ୍କର ଅଧିକାର ଓ...

ଏଣିକି ରେଳ ରୋକ୍ କଲେ ରୁଜୁ ହେବ ଅପରାଧୀକ ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରେଳ ରୋକ୍ କରୁଥିବା ବ୍ୟକ୍ତି ଏଣିକି ସତକଁ ହୋଇ ଯାଆନ୍ତୁ। କାରଣ ରେଳ ରୋକ୍ କଲେ ରୁଜୁ ହେବ ଅପରାଧୀକ ମାମଲା। ପୋଲିସ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ...

ଗୁଜୁରାଟରେ କଂଗ୍ରେସ ଯୁବରାଜ: ଜିଏସ୍‌ଟିକୁ କହିଲେ ‘ଗବର ସିଂ ଟ୍ୟାକ୍ସ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣିଥରେ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରେ ପାଦ ଦେଇଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି। ଜିଏସ୍‌ଟି, ବିମୁଦ୍ରୀକରଣ, ବୋରାଜଗାରୀକୁ ଅସ୍ତ୍ର କରି ମୋଦି ସରକାର ଉପରେ ବର୍ଷିଛନ୍ତି ରାହୁଲ। ଜିଏସ୍‌ଟିକୁ ଗବର ସିଂ...

ପାଇକ ବିଦ୍ରୋହକୁ ମିଳିବ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା!

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ଓଡ଼ିଶାର ପାଇକ ବିଦ୍ରୋହକୁ ମିଳିବ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା। ଆସନ୍ତା ଶିକ୍ଷା ବର୍ଷଠାରୁ ପାଇକ ବିଦ୍ରୋହକୁ ଇତିହାସ ବହିରେ ସ୍ଥାନ ମିଳିବ। ଛାତ୍ରଛାତ୍ରୀମାନେ ଜାଣିବେ ପାଇକ ବିଦ୍ରୋହର ସଂଗ୍ରାମୀମାନଙ୍କ ବିଷୟରେ'-...

୧୭ ବର୍ଷର ସରକାରଙ୍କୁ ଜାଭଡେକରଙ୍କ ୭ ବାଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ୧୭ ବର୍ଷର ବିଜେଡି ସରକାର ଉପରେ ବର୍ଷିଛନ୍ତି। ୧୭ ବର୍ଷର ସରକାର ଓଡ଼ିଶାର ମୌଳିକ ସମସ୍ୟା ଦୂର କରିବାରେ...

କୁନ୍ଦୁଲି କାଣ୍ଡ: ରାଜଭବନ ଘେରିବ କଂଗ୍ରେସ, ୪ ନାବାଳକଙ୍କୁ ପୁଣି ନୋଟିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ କୋରାପୁଟରେ ପଦଯାତ୍ରା କରିବା ପରେ ଆସନ୍ତା ୨ ତାରିଖରେ ରାଜଭବନ ଘେରିବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। କୁନ୍ଦୁଲି ଗଣବଳାତ୍କାର ମାମଲାକୁ ୧୪...

କଂଗ୍ରେସ ସହ ହାତ ମିଳାଇବ କି ବିଜେଡି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭର୍ତ୍ତୃହରି ମହତାବ କହିଥିଲେ ଅଛୁଆଁ ନୁହେଁ କଂଗ୍ରେସ ବିଜେଡି ସୁପ୍ରିମୋ ମାଗିଥିଲେ ଜବାବ ଏବେ ଦାମ କହିଲେ, ବିଜେପି ଶତ୍ରୁ କଂଗ୍ରେସ ନୁହେଁ ଅଣ ବିଜେପି ଦଳକୁ ଏକାଠି ହେବାକୁ...

ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା: ନିଜ ସ୍କୁଲରେ ହୋଇ ପାରିବନି ପରୀକ୍ଷା କେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଦଳିବ ମାଟ୍ରିକ ପରୀକ୍ଷାର ଢାଞ୍ଚା। ନିଜ ସ୍କୁଲ ବଦଳରେ ଛାତ୍ରଛାତ୍ରୀ ଆସନ୍ତା ବର୍ଷଠାରୁ ଅନ୍ୟ ସ୍କୁଲରେ ପରୀକ୍ଷା ଦେବେ। ତେବେ ପରୀକ୍ଷା କେନ୍ଦ୍ର ୫ କି ମି ଦୂରତା ମଧ୍ୟରେ କରାଯିବ...

୩ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର: ଲିଫ୍ଟ କେନାଲ ସିଷ୍ଟମ ପାଇଁ ୧୨୪୬ କୋଟିର ବ୍ୟୟବରାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ...