ଶ୍ୟାମାମଣି ଦେବୀ ଓ ଧ୍ରୁବଚରଣ ବିଶ୍ୱାଳ ପାଇବେ କେଳୁଚରଣ ମହାପାତ୍ର ସମ୍ମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ବର୍ଷ ପାଇଁ ସମ୍ମାନସ୍ପଦ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପାଇଁ ନାମ ଘୋଷଣା କରାଯାଇଛି। ୨୦୧୭ ମସିହାରେ ଓଡ଼ିଶୀ ଗୀତ ପାଇଁ ଓଡ଼ିଶାର କୋଇଲି ଶ୍ରୀମତୀ ଶ୍ୟାମାମଣୀ ଦେବୀ ଓ...

ଚୀନ୍‍ କେମିତି ଡୋକଲାମରୁ ପଛଘୁଞ୍ଚା ଦେଲା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସିଆର ଦୁଇ ମହାଶକ୍ତି ୭୨ ଦିନ ଧରି ମୁହାଁମୁହିଁ ହୋଇରହିଲେ, ସୀମାରେ ସେନା ଠୁଳ କଲେ, ଯୁଦ୍ଧ ପାଇଁ ରଣହୁଙ୍କାର ଦେଲା। ସାରା ବିଶ୍ୱ ଏନେଇ ଚିନ୍ତିତ ହୋଇପଡ଼ିଥିଲା। ନିଜ ନିଜ...

୧୫ ଦିନରେ ଆନ୍ଦୋଳନ: ଖରା, ବର୍ଷାରେ ବସି ରହିଛନ୍ତି ୫ ହଜାର ଶିକ୍ଷକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୈଠକ ପରେ ପରେ ବୈଠକ ହେଉଛି। ହେଲେ ଦାବି ସମାଧାନ ହୋଇପାରୁନି। ଫଳରେ ୧୫ ଦିନ ହେଲା ଶିକ୍ଷକ, ଅଧ୍ୟାପକ ଖରା, ବର୍ଷା ମାଡ଼ ଖାଇ ରାଜଧାନୀର ଲୋୟର ପିଏମ୍‌ଜିରେ ବସି...

ବିଜୁ କ୍ରୀଡ଼ା ପୁରସ୍କାର: ପ୍ରୋତ୍ସାହନ ରାଶି ପାଇଲେ ୧୦ ଖେଳାଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ୨୦୧୬ ମସିହା ପାଇଁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା’ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ...

ବର୍ଷାରେ ବୁଡ଼ିଲା ମୁମ୍ବାଇ: ଲୋକେ ଜଳବନ୍ଦୀ, ଟ୍ରେନ ଓ ବିମାନ ବାତିଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଙ୍ଗଳବାର ପରି ବୁଧବାର ମଧ୍ୟ ଲଗାଣ ବର୍ଷାରେ ମୁମ୍ବାଇ ସହର ବେହାଲ ହୋଇଯାଇଛି। ରାସ୍ତାଘାଟ ବୁଡ଼ିଯିବା ସହ ଟ୍ରେନ୍ ଏବଂ ବିମାନସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ପବନରେ ବଡ଼ ଗଛ ଉପୁଡ଼ି...

ଚହଳ ପକେଇଛି ‘ମେରେ ରଶକେ କମର…’

ଓଡ଼ିଶାଲାଇଭ୍‍ ବ୍ୟୁରୋ ପୁରୁଣା ଗୀତକୁ ନୂଆ ଢଙ୍ଗରେ ପରିବେଷଣ କରିବା ହିନ୍ଦୀ ଚଳଚ୍ଚିତ୍ର  ଜଗତରେ  ନୂଆ କଥା ନୁହେଁ। ପାକିସ୍ତାନର ସୁଫିଆନା କୱାଲି ଗାୟକ ଓସ୍ତାଦ୍ ନୁସରତ୍ ଫତେହ ଅଲ୍ଲୀ ଖାଁଙ୍କ ଲୋକପ୍ରିୟ ଗଜଲ...

କାନ୍ଦି କାନ୍ଦି କ୍ଷମା ମାଗିଲେ ବଳାତ୍କାରୀ ବାବା

ଓଡ଼ିଶାଲାଇଭ୍‍ ବ୍ୟୁରୋ "ରାମ ରହିମ, ଜଣେ ଜଙ୍ଗଲୀ ପଶୁ", ଦଣ୍ଡ କୋହଳ କରିବା ପାଇଁ ଯୁକ୍ତି ରଖିଥିବା ରାମ ରହିମଙ୍କ ଓକିଲଙ୍କୁ ଏହା ଥିଲା ସିବିଆଇ କୋର୍ଟ ଜଜ୍ ଜଗଦୀପ ସିଂହଙ୍କ ଉତ୍ତର। “ଡେରା ମୁଖ୍ୟ...

ନୂଆ ପ୍ରଧାନ ବିଚାରପତି ଦୀପକ ମିଶ୍ର: ୧୧ଟି ଜାଣିବା କଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟର ୪୫ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଦୀପକ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ହେବାରେ ସେ ତୃତୀୟ ଓଡ଼ିଆ। ପୂର୍ବରୁ ରଙ୍ଗନାଥ ମିଶ୍ର ଓ ଗୋପାଳ ବଲ୍ଲଭ...

ସରକାରୀ ସହାୟତା ଅଭାବରୁ ପରଦା ଆଢ଼ୁଆଳରେ ‘ବକ୍ସି ଜଗବନ୍ଧୁ’

ପ୍ରାଚୀତାରା ବକ୍ସି ଜଗବନ୍ଧୁଙ୍କ ଉପରେ ସିନେମା ‘ବକ୍ସି ଜଗବନ୍ଧୁ’, ‘ଦ ଫରଗଟନ୍ ଲେଜେଣ୍ଡ’ ଅଗଷ୍ଟ ମାସ ୧୫ ତାରିଖ ୨୦୧୭ରେ ପରଦା ଉପରକୁ ଆସିବାର ଥିଲା। କିନ୍ତୁ ଏହି ଐତିହାସିକ ବୀରତ୍ୱର ଗାଥାକୁ ପରଦା...

ଗଡ-ମ୍ୟାନରୁ ଆକ୍ସନ-ମ୍ୟାନ – କେମିତି ତିଆରି ହେଲା ବାବା ରାମ ରହିମଙ୍କ ସାମ୍ରାଜ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁଚର୍ଚ୍ଚିତ ଡେରା ସଚ୍‌ ସୌଦା ବାବା ଗୁରମିତ୍‍ ସିଂ ଓରଫ୍‌ ରାମ ରହିମଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ନିଜକୁ 'ଭଗବାନଙ୍କ ପ୍ରତିନିଧି' ବୋଲି ବର୍ଣ୍ଣନା କରୁଥିବା ଏହି ପ୍ରଭାବଶାଳୀ ଆଧୁନିକ...