ଚଳନ୍ତା ବସ୍ ଉପରେ ପଡ଼ିଲା ବିଦ୍ୟୁତ୍ ଖୁଣ୍ଟ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ ଶୁକ୍ରବାରଦିନ ସକାଳୁ ଏକ ଅଘଟଣ ଘଟିଛି। ଚଳନ୍ତା ବସ୍ ଉପରେ ଗଳି ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ। ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ଯାଉଥିବା ଯାତ୍ରୀ। କ୍ରିଷ୍ଣା ନାମକ...

ସୋନା ମହାପାତ୍ର କ୍ଷମା ନ ମାଗିଲେ ଛାଡ଼ିବେନି ଓଡ଼ିଶାର ବୁଦ୍ଧିଜୀବୀ!

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ଆହେ ନୀଳ ଶଇଳ'କୁ ବିକୃତ କରି ବିବାଦ ଘେରକୁ ଆସିଥିବା ଗାୟିକା ସୋନା ମହାପାତ୍ରଙ୍କ ଷ୍ଟାଇଲକୁ ନାପସନ୍ଦ କରିଛନ୍ତି ଓଡ଼ିଶାର ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତି ଜଗତର ବ୍ୟକ୍ତିତ୍ୱ ସାଲବେଗଙ୍କ ଲୋକପ୍ରିୟ ଜଗନ୍ନାଥ...

ମା’ ହେଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ: ପଦରେ ଥାଇ ମାତୃତ୍ୱ ଲାଭ କରିବାରେ ବିଶ୍ୱର ଦ୍ୱିତୀୟ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନପନ୍ତ୍ରୀ ପଦରେ ଥାଇ ବିଶ୍ୱର ଦ୍ୱିତୀୟ ମହିଳା ଭାବେ ମା’ ହୋଇଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆଣ୍ଡ୍ରେନ୍‍। ଇତିହାସ ରଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆଣ୍ଡ୍ରେନ୍‍। ପ୍ରଧାନପନ୍ତ୍ରୀ ପଦରେ ଥାଇ ବିଶ୍ୱର ଦ୍ୱିତୀୟ...

‘ଏୟାର ଓଡ଼ିଶା’ ପକ୍ଷରୁ ଭୁବନେଶ୍ୱରରୁ ରାୟପୁରକୁ ଉଡ଼ିଲା ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ‘ଏୟାର ଓଡ଼ିଶା’ ପକ୍ଷରୁ ଭୁବନେଶ୍ୱରରୁ ରାୟପୁର ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ ହୋଇଛି। ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ୱରରୁ ରାୟପୁରକୁ ବିଧିବଦ୍ଧ ଭାବେ ସିଡ଼୍ୟୁଲ ବିମାନ...

‘ମେମୁ’ ସ୍ପେଶାଲ ଟ୍ରେନ୍ ସେବା ଆରମ୍ଭ: ଜାଣନ୍ତୁ ଏହି ମେମୁ ଟ୍ରେନ୍ ସମ୍ପର୍କରେ କିଛି ରୋଚକ କଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାତ୍ରୀ ଭିଡ଼କୁ ଏଡାଇବା ଲାଗି ପୂର୍ବତଟ ରେଳବାଇ ପକ୍ଷରୁ ଶୁକ୍ରବାରଠାରୁ ବହୁ ପ୍ରତୀକ୍ଷିତ ମେମୁ ଟ୍ରେନ ସେବା ଆରମ୍ଭ ହୋଇଛି।  ଶୁକ୍ରବାରଠାରୁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ମେମୁ ଟ୍ରେନ୍‌ ସେବା।...

ଟେଲିକୁଇନ୍ ଏକତା କପୁର ଏହି ଟେଲିଭିଜନ ଆକ୍ଟରମାନଙ୍କୁ ବନାଇଛନ୍ତି ବଲିଉଡର ପୋପୁଲାର ଷ୍ଟାର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଟେଲିଦୁନିଆର କୁଇନ୍ ଏକତା କପୁର କେତେକ ସାଧାରଣ କଳାକାରଙ୍କୁ ବଲିଉଡର ଷ୍ଟାର୍ ବନାଇଛନ୍ତି। ଆସନ୍ତୁ ନଜର ପକାଇବା ସେହି ଷ୍ଟାରମାନଙ୍କ ଉପରେ… ଟେଲିଜଗତର ଖ୍ୟାତନାମା ପ୍ରଯୋଜିକା ହେଲେ ଏକତା କପୁର। ଏକତା...

“ସବୁ ପୋଷାକ ଖୋଲିଦେବି, ଚଣ୍ଡୀ ରୂପ ଧାରଣ କରିବି”

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ଆହେ ନୀଳ ଶଇଳ' ବିବାଦକୁ ନେଇ ସୋସିଆଲ ମିଡିଆରେ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ଚଣ୍ଡୀ ରୂପ ଦେଖିବାକୁ ମିଳିଛି! ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର ଖାଣ୍ଟି ସୁନା, ଆଉ ସମସ୍ତେ ବେଙ୍ଗି ପିତ୍ତଳ!...

ମଧ୍ୟପ୍ରଦେଶରୁ ସାତକୋଶିଆ ଆସିଲା ମହାବଳ ବାଘ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶରୁ ଓଡ଼ିଶାର ସାତକୋଶିଆରେ ପହଞ୍ଚିଲା ମହାବଳ ବାଘ। ସାତକୋଶିଆରେ ବାଘର ରହିବା ଓ ଖାଇବା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ସାତକୋଶିଆ ଜଙ୍ଗଲରେ ବାଘ ସଂଖ୍ୟା ବଢ଼ାଇବା ପାଇଁ ରାଜ୍ୟ ସରକାର ନେଇଛନ୍ତି...

ନବୀନ ମାଗିଲେ ହକିର ହକ୍, କେନ୍ଦ୍ର କହିଲା ନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ହକିର ହକ୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିଲେ ଚିଠି। ହେଲେ ହକ୍ ଦେବା ବଦଳରେ କେନ୍ଦ୍ର ନବୀନଙ୍କ ଦାବିକୁ ବାଏଁ ବାଏଁ ଉଡ଼ାଇ ଦେଇଛି। ପୁଣିଥରେ କେନ୍ଦ୍ର...

ମୋଦି ସରକାରଙ୍କଠାରୁ ମୁହଁ ଫେରାଇ ନେଉଛନ୍ତି ବରିଷ୍ଠ ଅଧିକାରୀ: ୪ବର୍ଷରେ ଗଲେଣି ୪ ଅଧିକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋଦି ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ ସୁବ୍ରମଣ୍ୟମ। ଯଦିଓ ପାରିବାରିକ କାରଣ ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି କିନ୍ତୁ ତାଙ୍କ ଇସ୍ତଫା ପଛରେ...