କିମ୍ ଜଙ୍ଗ ଉନ-ଟ୍ରମ୍ପଙ୍କ ମଧ୍ୟରେ ଐତିହାସିକ ମିଳନ: ଏବେ ବିଶ୍ଵ ଦେଖିବ ବିରାଟ ପରିବର୍ତ୍ତନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିଙ୍ଗାପୁରରେ ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତିକ୍ଷୀତ ଐତିହାସିକ ଶିଖର ସମ୍ମିଳନୀ ଶେଷ ହୋଇଛି। ହାତ ମିଳାଇଲେ ଦୁଇ ପରସ୍ପର ବିରୋଧୀ।...

ରତ୍ନଭଣ୍ଡାର ବିବାଦ: ବଳିପଡ଼ିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିରକୁ ନେଇ ଦେଖାଦେଇଥିବା ବିବାଦରେ ବଳି ପଡ଼ିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା। ତାଙ୍କ ଜାଗାରେ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ନରମିଲେ ସରକାର। ଭିନ୍ନମୋଡ଼...

ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ପ୍ରଶ୍ନ: ରତ୍ନଭଣ୍ଡାର ଚାବି ହଜିଛି ନା ହଜାଇ ଦିଆଯାଇଛି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପୁଣି ବର୍ଷିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି ବିଜେପି। ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ରାଜନୀତି ଥମୁନି। ରାଜ୍ୟ...

ଶନିବାବାଙ୍କୁ ଶନି ଦଶା: ଦାତି ମହାରାଜଙ୍କ ବିରୋଧରେ ଆସିଲା ବଳାତ୍କାର ଅଭିଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିଧାମ ମନ୍ଦିରର ପ୍ରତିଷ୍ଠାତା ଦାତି ମହାରାଜଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ଅଭିଯୋଗକୁ ଆଧାର କରି ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ପୁଣି ବଦନାମ ହୋଇଛନ୍ତି ବାବା। ବିଗତ ଦିନରେ ବହୁ...

୮୦ ବର୍ଷର ଓଡ଼ିଶା ବଜେଟ୍ : ସ୍ମରଣୀୟ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୮୦ ବର୍ଷର ଓଡ଼ିଶା ବଜେଟ୍ - ଏକ ସ୍ମରଣୀୟ ପ୍ରକାଶନ ପୁସ୍ତକକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ପୁସ୍ତକ ଲୋକାର୍ପିତ ହୋଇଛି।...

ସରକାରଙ୍କୁ ବଜ୍ରାଘାତ ଚିନ୍ତା: ସବୁ ଜିଲ୍ଲାରେ ଲାଗିବ ଲାଇଟନିଂ ସେନସର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଜ୍ରାଘାତ ମୃତ୍ୟୁକୁ ରୋକିବା ପାଇଁ ସବୁ ଜିଲ୍ଲାରେ ରାଜ୍ୟ ସରକାର ଲାଇଟନିଂ ସେନସର୍ ଲଗାଇବାକୁ ଯୋଜନା କରୁଛନ୍ତି। ରାଜ୍ୟ ସରକାରଙ୍କୁ ଘାରିଛି ବଜ୍ରାଘାତ ଚିନ୍ତା। ବଜ୍ରାଘାତ ମୃତ୍ୟୁକୁ ପ୍ରତିହତ କରିବା ପାଇଁ ସରକାର...

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ: ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ ପୁଣି ଅସୁସ୍ଥ। ତାଙ୍କୁ ଦିଲ୍ଲୀ...

ବଧିର ବିଲେଇ କହିବ ଏଥର ଫୁଟବଲ ବିଶ୍ୱକପ୍ କିଏ ଜିତିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଗାମୀ ଜୁନ ୧୪ରେ ଋଷିଆରେ ଆରମ୍ଭ ହେବାକୁ ଯାଉଥିବା ୨୧ତମ ଫିଫା ଓ୍ଵାଲର୍ଡ କପ୍‌ ମହାସମରରେ କିଏ ଚାମ୍ପିଅନ୍‌ ହେବ ଏକ ବଧିର ବିଲେଇ ଭବିଷ୍ୟତବାଣୀ କରିବ। ବିଶ୍ୱକପ୍‌ ଫୁଟବଲ୍ ସମୟରେ ଭବିଷ୍ୟବାଣୀ...

ସୁପ୍ରିମକୋର୍ଟଙ୍କ କଟକଣାର ପ୍ରଭାବ: ବଢ଼ିଲା ଶ୍ରୀମନ୍ଦିର ହୁଣ୍ଡିର ଆୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାର ଦିନକ ପରେ ହଠାତ୍‌ ଦାନର ପରିମାଣ ନିୟମିତ ହୁଣ୍ଡି ଆୟର ୩ ଗୁଣା ବଢ଼ିଛି। ଶ୍ରୀମନ୍ଦିର ହୁଣ୍ଡିରୁ ରବିବାର ୧୦ଲକ୍ଷ ୪୭ହଜାର ୫୦୧ଟଙ୍କା ଆୟ ହୋଇଛି। ନିକଟ...

ବିନା ୟୁପିଏସସି ପରୀକ୍ଷାରେ ସରକାରୀ ଅଫିସର: ଜାଣନ୍ତୁ ମୋଦି ସରକାରଙ୍କ ବଡ଼ ଫଇସଲାର ୧୦ଟି ବଡ଼ କଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦପଦବୀରେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ। ହେଲେ ଏବେ ଘରୋଇ କର୍ମଚାରୀମାନେ କେନ୍ଦ୍ରର ବିଭିନ୍ନ ମନ୍ତ୍ରାଳୟରେ...