ଏଥର ରଜବଜାରକୁ ଆସୁନାହାନ୍ତି ସୁପରଷ୍ଟାର୍ ଅନୁଭବ: ଜାଣନ୍ତୁ ପ୍ରକୃତ କାରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮ ରଜ ବଜାରରେ ଓଲିଉଡ୍ ସୁପରଷ୍ଟାର୍ ଅନୁଭବଙ୍କର କୌଣସି ଓଡ଼ିଆ ଫିଲ୍ମ ରିଲିଜ୍ ହେବ ନାହିଁ। ଏଥର ରଜ ବଜାରକୁ ଆସୁନାହାନ୍ତି ଓଲିଉଡ ଟପଷ୍ଟାର ଅନୁଭବ ମହାନ୍ତି। ୨୦୧୮ ରଜ ବଜାରରେ ଓଲିଉଡ୍...

କର୍ଣ୍ଣାଟକରେ ବିଜେପି ଗଢ଼ିବ ସରକାର, ୟେଦୁରପ୍ପାଙ୍କୁ ଡାକିଲେ ରାଜ୍ୟପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ନେତା ବି ଏସ୍ ୟେଦୁରପ୍ପାଙ୍କୁ ଡାକି ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ ବଜୁଭାଇ ବାଲା। ସରକାର ଗଠନକୁ ନେଇ କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଟଳିଛି। ସରକାର...

କଂଗ୍ରେସର ଚାରି ବିଧାୟକ ଗାଏବ, ବିଧାୟକଙ୍କୁ ଖୋଜୁଛି ହେଲିକପ୍ଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ କର୍ଣ୍ଣାଟକରେ ୪ ଜଣ କଂଗ୍ରେସ ବିଧାୟକ ଗାଏବ ହୋଇଯାଇଛନ୍ତି। ଏନେଇ ବିଜେପି ଉପରେ ଦୋଷ ଲଦିଛି କଂଗ୍ରେସ। କର୍ଣ୍ଣାଟକ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ସରକାର ଗଠନକୁ ନେଇ ଚାଲିଥିବା ଖେଳ ଶେଷ...

ଓଡ଼ିଶାରୁ କଲମ୍ବୋ-ବ୍ୟାଙ୍କକକୁ ଉଡ଼ିବ ଏୟାର ଏସିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁଆଲାଲୁମ୍ପର ପରେ ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଏବଂ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ କରିବା ପାଇଁ ଏୟାର ଏସିଆ ରାଜ୍ୟ ସରକାରଙ୍କୁ ଦେଇଛି ପ୍ରସ୍ତାବ। ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର।...

ମହାନଦୀ ମହାସଂଗ୍ରାମର ଶୁଭାରମ୍ଭ: ମହାନଦୀ ପାଇଁ ଲଢ଼ିବାକୁ ଓଡ଼ିଶାବାସୀଙ୍କୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟକୁ ଓହ୍ଲାଇଛି ବିଜେଡି। ମହାନଦୀର ଓଡ଼ିଶା ପ୍ରବେଶପଥ ଝାରସୁଗୁଡ଼ାର ସୁଖାଶୋଡ଼ା  ଓ ବରଗଡ଼ର ଆମ୍ବାଭୋନା ବ୍ଲକର ଚିଖିଲିଠାରେ ଆରମ୍ଭ ହୋଇଛି ଏହି ମହାସଂଗ୍ରାମ। ଆରମ୍ଭ ହୋଇଛି ବିଜେଡିର...

ହୃଦରୋଗ ଆଶଙ୍କା ଦୂର କରେ ଅଶ୍ୱଗନ୍ଧା

ଓଡ଼ିଶାଲାଇଭ୍‌ ବ୍ୟୁରୋ ହଜାର ହଜାର ବର୍ଷ ପୂର୍ବରୁ ଅଶ୍ୱଗନ୍ଧା ଏକ ହର୍ବାଲ୍ ଉପଚାର ରୂପେ ଉପଯୋଗ ହୋଇଆସୁଛି। ଏହା କେବଳ ଭାରତରେ ନୁହେଁ, ବରଂ ଆମେରିକା ଓ ଆଫ୍ରିକାରେ ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ...

ପେନସନଧାରୀଙ୍କ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାରୀ କର୍ମଚାରୀମାନେ ପେନସନ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ ନାହିଁ ବୋଲି କେନ୍ଦ୍ର ସାଧାରଣ ଅଭିଯୋଗ ଓ ପେନସନ ବିଭାଗୀୟ ମନ୍ତ୍ରୀ  ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ...

ରାଜେଶ ଖାନ୍ନାଙ୍କ ପାଇଁ ଟୋପି ପଠାଇଥିଲେ କମଲ ହାସନ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ପ୍ରଥମ ସୁପରଷ୍ଟାର ହେଲେ ରାଜେଶ ଖାନ୍ନା। ତାଙ୍କ ସମ୍ପର୍କରେ ଅନେକ ମଜାଦାର୍ କଥା ଶୁଣିବାକୁ ମିଳେ। ଆସନ୍ତୁ ଜାଣିବା ବଲିଉଡର ପ୍ରଥମ ସୁପରଷ୍ଟାର୍ ରାଜେଶ ଖାନ୍ନା ଏକ ଟୋପି...

ଏହି ନିର୍ଦ୍ଦେଶକମାନଙ୍କ ସହିତ କାମ କରିନାହାନ୍ତି ବଲିଉଡର ବେବୋ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ବେବୋ ଓରଫ୍ କରିନା କପୁର ଖାନ୍ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। କରିନା ବଲିଉଡର ଅଧିକାଂଶ ଟପ୍ ଡିରେକ୍ଟରଙ୍କ ସହ କାମ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଜକୁମାର ହିରାନୀଙ୍କଠାରୁ...

୨୦୧୯ରେ ମହାନଦୀ ହେବ ମହାପ୍ରସଙ୍ଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନରେ ମହାନଦୀ ପାଲଟିବ ବଡ଼ ପ୍ରସଙ୍ଗ। ସାଧାରଣ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ମହାନଦୀକୁ ବିଜେଡି ମହାପ୍ରସଙ୍ଗ କରି ସାରିଥିବା ବେଳେ ବିଜେପି କି ପଦକ୍ଷେପ ନେଉଛି ତା' ଉପରେ...