କର୍ଣ୍ଣାଟକରେ ଝୁଲା ବିଧାନସଭା?
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ହେଲେ ଆଗୁଆ ସର୍ଭରେୁ ଜଣାପଡ଼ିଛି ସରକାର ଗଠନ ପାଇଁ ଏହି ଦୁଇ ଦଳକୁ ମିଳିବନି ପୂର୍ଣ୍ଣ ବହୁମତ।
ମୋଟ...
ଉନ୍ନାଓ ଦୁଷ୍କର୍ମ ମାମଲା: ୭ ଦିନିଆ ରିମାଣ୍ଡରେ ଗଲେ ଅଭିଯୁକ୍ତ ବିଜେପି ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ବିଧାୟକଙ୍କୁ କୋର୍ଟରେ ହାଜର କଲା ସିବିଆଇ
ପୀଡ଼ିତା-ବିଧାୟକଙ୍କ ଡାକ୍ତରୀ ମାଇନା
ମେଡିକାଲରେ ମୁଣ୍ଡ ବୁଲାଇ ତଳେ ପଡ଼ିଗଲେ
ବିଧାୟକଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ସିବିଆଇ
ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ...
କଠୁଆ ଗଣଦୁଷ୍କର୍ମ: ମୁହଁ ବନ୍ଦ ପାଇଁ ପୀଡ଼ିତାଙ୍କୁ ଦିଆଯାଇଥିଲା ନିଶା ବଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
କାଶ୍ମୀରର କଠୁଆ ଗଣଦୁଷ୍କର୍ମ ମାମଲାର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ପୋଲିସ କହିଛି। ମୁହଁ ବନ୍ଦ ରଖିବା ପାଇଁ ଦିନକୁ...
ଦେଶରେ ବହୁଛି ବିଜେପି ବିରୋଧୀ ହାୱା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ଉତ୍ତରପ୍ରଦେଶର ଉନ୍ନାଓ ଏବଂ କାଶ୍ମୀରର କଠୁଆରେ ଘଟିଥିବା ଦୁଇ ଦୁଇଟି ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଏବେ...
ବଲିଉଡ୍ ନାୟିକାଙ୍କ ଧର୍ମ ପରିବର୍ତ୍ତନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧର୍ମ ପରିବର୍ତ୍ତନ ପ୍ରସଙ୍ଗରୁ ବଲିଉଡ୍ ବି ବାଦ୍ ପଡ଼ିନାହିଁ। ଅତୀତରେ ଅନେକ ବଲିଉଡ୍ କଳାକାର ନିଜର ଧର୍ମର ପରିବର୍ତ୍ତନ କରିଛନ୍ତି। ଆସନ୍ତୁ ଜାଣିବା ଧର୍ମ ପରିବର୍ତ୍ତନ କରିଥିବା କିଛି ନାୟିକାଙ୍କ ସମ୍ପର୍କରେ...
ଜିଦର ଜରୁରତ୍
ରବୀନ୍ଦ୍ର ନାରାୟଣ ମିଶ୍ର
ଜିଦ୍ ନିଷ୍ଠାକୁ ଦୃଢ଼ୀଭୂତ କରେ ଓ ଦୃଢ଼ୀଭୂତ ନିଷ୍ଠା ହିଁ ଲକ୍ଷ୍ୟସ୍ଥଳ ଆଡକୁ ଆଗେଇ ନେଇଥାଏ।
ଆମ ରାଜ୍ୟ କଟକ ନଗରୀର କଳାବିକାଶ କେନ୍ଦ୍ରର ପ୍ରତିଷ୍ଠାତା ବାବୁଲାଲ ଦୋଶୀ ଭିକାରୀ ଭଳି...
ଖରାଦିନେ ଘରୋଇ ଉପାୟରେ କେମିତି ନେବେ କେଶର ଯତ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରାଦିନେ ଟାଣ ଖରା ଯୋଗୁଁ ଶରୀରରୁ ପ୍ରଚୁର ଝାଳ ବୋହେ। ଏହିଦିନେ ସୌନ୍ଦର୍ଯ୍ୟ ସାଙ୍ଗକୁ କେଶ ମଧ୍ୟ ଖରାପ ହେବାର ଆଶଙ୍କା ଥାଏ। ଖରା ପାଇଁ କେଶରେ ଚମକ ଆସି ନ...
ଅମିତାଭ ବଚ୍ଚନଙ୍କ ନାତୁଣୀ ନୁହନ୍ତି, ନାତି ଏଣ୍ଟ୍ରି ଦେବେ ବଲିଉଡରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ ଏଣ୍ଟ୍ରି ଦେବା ପାଇଁ ଏବେ କେତେକ ଷ୍ଟାରକିଡ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କୁହାଯାଉଛି। ଏଠି ଅଧିକାଂଶ ଷ୍ଟାର୍କିଡ୍ ବା ସେଲିବ୍ରିଟିଙ୍କ ପୁଅ /ଝିଅଙ୍କୁ ଦର୍ଶକ ସାଦରେ ଗ୍ରହଣ କରିଛନ୍ତି। ଅତୀତରେ...
ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ: ବନ୍ଧା ହେଲେ ବିଧାୟକ କୁଲଦୀପ ସିଂ ସେଙ୍ଗର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ସରକାରଙ୍କୁ ଲାଗିଛି ବଡ଼ ଝଟକା। ଦୁଷ୍କର୍ମ ମାମଲାରେ ବିଧାୟକ କୁଲଦୀପ ସିଂ ସେଙ୍ଗର୍ଙ୍କୁ ୧୫ ଘଣ୍ଟା ସିବିଆଇ ଜେରା କରିବା ପରେ ଗିରଫ କରିଛି। ଏହାକୁ ନେଇ ତେଜିଛି ରାଜନୀତି।
ଶେଷରେ...
ରାଜଧାନୀର ମୂଳମନ୍ତ୍ର ହେଉ ‘ଷ୍ଟାର୍ଟ ଟୁ ସ୍ମାର୍ଟ’
ଓଡ଼ିଶାଲାଇଭ୍ ବ୍ୟୁରୋ
୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ
ରାଜଧାନୀ ଶିଳାନ୍ୟାସ ଫଳକଠାରେ ବେସାମରିକ ପରେଡ୍
୧୩ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ-୨୦୧୮
ରାଜଧାନୀ ଭୁବନେଶ୍ୱରକୁ ‘ଷ୍ଟାର୍ଟ ଟୁ ସ୍ମାର୍ଟ’ ସିଟି ରୂପେ ଗଢ଼ି ତୋଳିବା...





















