ଲିଙ୍ଗରାଜଙ୍କୁ ଦର୍ଶନ କଲେ ନେପାଳ ରାଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ ଗୁରୁବାର ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ନେପାଳ...
ପୂର୍ଣ୍ଣ ଅନୁଦାନ ଦାବିରେ ରାଜଧାନୀରେ ଗର୍ଜିଲେ ଶିକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରୁ ଆସିଲା ଶୋଭାଯାତ୍ରା
ଭୁବନେଶ୍ୱର ଲୋୟର ପିଏମ୍ଜିରେ ଏକାଠି ହେଲେ ଶିକ୍ଷକ କର୍ମଚାରୀ
ଶିକ୍ଷକଙ୍କ ଚେତାବନୀ: ଦାବି ପୂରଣ ନହେଲେ ବିଜେପୁର ଯିବୁ
ରାଜଧାନୀ ରାଜ ରାସ୍ତାରେ ଗର୍ଜିଲେ ଶିକ୍ଷକ। ଚାକିରି...
ଜମିଲାଣି ପ୍ରଚାର: ୧୯ ଓ ୨୧ରେ ବିଜେପୁର ଯିବେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣ ନେତା ଏହି ତାଲିକାରେ ଅଛନ୍ତି। ନବୀନ ଫେବ୍ରୁଆରି ୧୯ ଓ ୨୧ରେ...
ଏସ୍ଆଇଟି ତଦନ୍ତକୁ ବିରୋଧ: ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ରଣହୁଙ୍କାର ଦେଇଛି କଂଗ୍ରେସ। ନବୀନ ନିବାସ ଘେରାଉ ବେଳେ ପୋଲିସ ସହ ଧସ୍ତାଧସ୍ତି କରିଛନ୍ତି କଂଗ୍ରେସ କର୍ମୀ। ପୋଲିସ ଉପରକୁ ଅଣ୍ଡାମାଡ଼ କରିବାକୁ ପଛାଇ ନାହାନ୍ତି...
କେପଟାଉନ୍ ଦିନିକିଆରେ ଜିତିଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
କେପ୍ଟାଉନ୍ ଦିନିକିଆରେ ୧୨୪ ରନରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଛି ଟିମ୍ ଇଣ୍ଡିଆ। ୬ଟି ଦିନିକିଆରୁ ୩ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ଟିମ୍ ଇଣ୍ଡିଆ ସିରିଜରେ ୩-୦ରେ ଆଗୁଆ...
ଜଟଣୀ ଗଡ଼ରଥିପୁରରେ ଆନ୍ତର୍ଜାତିକ ଗୋ-ସମ୍ବର୍ଦ୍ଧନା ମହୋତ୍ସବ: ଯୋଗଦେଲେ ନେପାଳ ରାଜା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=videoseries?list=PLKig8_kZBmDOsR_GAtGKODJPvqv4X151a]
ପୂର୍ବତନ ନେପାଳ ରାଜାଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଗୋ-ବିଶ୍ୱଶାନ୍ତି ମହାଯଜ୍ଞରେ ନେପାଳ ରାଜା ପୂର୍ଣ୍ଣାହୂତି ଦେଲେ
ଗୋବିନ୍ଦ ଗୋମାତା ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ
୩.୫ ଏକର ଜମିରେ ନିର୍ମିତ ଗୋଶାଳାର...
ନବୀନ ଶୁଣିଲେନି, ଧର୍ମେନ୍ଦ୍ରଙ୍କ ପାଖକୁ ଯିବି: ହେମା
ଓଡ଼ିଶାଲାଇଭ୍ ବ୍ୟୁରୋ
ତୃତୀୟ ମହଲା ଅଫିସରଙ୍କୁ ପୁଣି ନିଶାନା
ନିଶାନା କଲେ ବିଜେଡି ନେତ୍ରୀ ହେମା ଗମାଙ୍ଗ
ଦଳ କଥା ବୁଝନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟାରି
ବିଜେଡି ଆପଣାଇଛି 'ୟୁଜ୍ ଆଣ୍ଡ ଥ୍ରୋ'...
ଓଡ଼ିଶାରେ ନେପାଳ ରାଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପହଞ୍ଚିଲେ ପୂର୍ବତନ ନେପାଳ ରାଜା ଶ୍ରୀ ଜ୍ଞାନେନ୍ଦ୍ର ବିର୍ ବିକ୍ରମ ସିଂହ ଶାହା ଦେବ।
୬ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନେପାଳ ରାଜା ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ...
ବଢିଲା ସୁନା ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନା ଦର ମହଙ୍ଗା ହୋଇଛି। ୧୦ ଗ୍ରାମ ପ୍ରତି ୩୩୦ ଟଙ୍କା ବୃଦ୍ଧି ପାଇ ୧୪ ମାସର ସର୍ବୋଚ୍ଚସ୍ତର ପହଞ୍ଚିଛି ସୁନା।
ବିଶ୍ୱର ବଜାରରେ ମାନ୍ଦା ବେପାରର ପ୍ରଭାବ ସୁନା ଦର ଉପରେ...
ରେଳ ଅନୁଦାନ: କେଉଁ ପ୍ରକଳ୍ପ ପାଇଁ ଓଡ଼ିଶା ପାଇଲା କେତେ?
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮-୧୯ ସାଧାରଣ ବଜେଟ୍ରେ ରେଳବାଇର ବିକାଶ ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। ଏଥିରେ ଓଡ଼ିଶାର ଭାଗ ପଡ଼ିଛି ୫ ହଜାର ୨୫୨ କୋଟି। ଏହାସହ ପୂର୍ବତଟ ରେଳପଥକୁ ୬...





















