ଭୁବନେଶ୍ୱର – ବ୍ୟାଙ୍କକ୍ ବିମାନସେବା ଆରମ୍ଭ: ୧୮ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରେ ପହଞ୍ଚିଲା ଏୟାର ଇଣ୍ଡିଆ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟାଙ୍କକ୍ରୁ ଭୁବନଶ୍ୱରରେ ପହଞ୍ଚିଲା ପ୍ରଥମ ଏୟାର ଇଣ୍ଡିଆ ବିମାନ
୧୮ ଯାତ୍ରୀଙ୍କୁ ନେଇ ସକାଳ ୭ଟାରେ ପହଞ୍ଚିଲା ବିମାନ
୧୮ ଯାତ୍ରୀଙ୍କ ମଧ୍ୟରେ ଥିଲେ ୬ ଓଡ଼ିଆ ଯାତ୍ରୀ
ବ୍ୟାଙ୍କକ୍ରୁ...
“ଧନୁଯାତ୍ରାର ଚରିତ୍ର ଓ କଳାକାର’’
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ର ଧନୁଯାତ୍ରା ବିଶ୍ୱପ୍ରସିଦ୍ଧ ହେବା ପଛର କାରଣ ହେଉଛନ୍ତି କଳାକାର। କଳାକାରମାନେ ଧନୁଯାତ୍ରାରେ ଏମିତି ଅଭିନୟ କରନ୍ତି ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଏ। ଅନେକ କଳାକାର ଦିବଙ୍ଗତ ହେଲେଣି,...
ଗୁଗୁଲ୍-ଡୁଡୁଲରେ ଭାରତର ପ୍ରଥମ ମହିଳା ଫଟୋ ସାମ୍ବାଦିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ପ୍ରଥମ ମହିଳା ଫଟୋ ସାମ୍ବାଦିକ ହୋମାଇ ଭ୍ୟାରାୱାଲାଙ୍କୁ ଶ୍ରଦ୍ଧାଞ୍ଜଳି
"ଫାଷ୍ଟ ଲେଡି ଅଫ୍ ଲେନ୍ସ" ଭାବେ ସମ୍ମାନ ଦେଲା ଗୁଗୁଲ୍
ବହୁ ମହାମନିଷୀଙ୍କ ଫଟୋ କଏଦ କରିଥିଲା ତାଙ୍କ...
ଓଡ଼ିଶାରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର
ଓଡ଼ିଶାଲାଇଭ୍ ବ୍ୟୁରୋ
୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରୀ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ବିଶ୍ୱ ହକି ଲିଗ୍ ଫାଇନାଲରେ ଯୋଗଦେବେ।...
ମହାନଦୀ ବିବାଦରେ ନରସିଂହ ରଖିଲେ ମତ: ସୁପ୍ରିମକୋର୍ଟରେ ଭଲ ଓକିଲ ଦେଲେ ଓଡ଼ିଶାକୁ ମିଳିବ ନ୍ୟାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ଟ୍ରିବ୍ୟୁନାଲ ଗଠନରେ ଓଡ଼ିଶା ସରକାରଙ୍କ ଆନ୍ତରିକତା ରହିବା ଦରକାର। ସୁପ୍ରିମକୋର୍ଟରେ ଯଦି ଭଲ ଓକିଲ ଦେଇ ସରକାର ମାମଲା ଲଢ଼ନ୍ତି ତାହାଲେ ଓଡ଼ିଶାର ସ୍ୱାର୍ଥ ରକ୍ଷା ହୋଇପାରିବ ବୋଲି ବିରୋଧୀ...
ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ: ୯୭୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ବିଧାନସଭା ପାଇଁ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ। ୮୯ଟି ବିଧାନସଭା ଆସନରେ ହୋଇଥିଲା ମତଦାନ। ୯୭୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା...
ଟ୍ରାଫିକ ପୋଲିସଙ୍କ ଦେହରେ ଲାଗିବ ବଡି କ୍ୟାମେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଟ୍ୱିନ୍ସିଟି କଟକ-ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ନିଆଯାଇଛି ପଦକ୍ଷେପ। ଏଣିକି କର୍ତ୍ତବ୍ୟରତ ଟ୍ରାଫିକ ପୋଲିସଙ୍କ ଦେହରେ ଲଗିବ ବଡି କ୍ୟାମେରା।
ଟ୍ୱିନ୍ସିଟି କଟକ-ଭୁବନେଶ୍ୱରରେ ବଦଳିବ ଟ୍ରାଫିକ ସୁରକ୍ଷା...
୭୧ ବର୍ଷରେ ସୋନିଆ: ଜାଣନ୍ତୁ ଏହି ପାୱାରଫୁଲ୍ ଲେଡିଙ୍କ ବିଷୟରେ ୧୦ଟି କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରାଜନୀତିରେ ଯେଉଁ କେତେଜଣ ମହିଳା ଆଗଧାଡ଼ିରେ ଅଛନ୍ତି ସେମାନଙ୍କ ମଧ୍ୟରେ ସୋନିଆ ଗାନ୍ଧି ହେଉଛନ୍ତି ଅନ୍ୟତମ। ପ୍ରଧାନମନ୍ତ୍ରୀ ହୋଇ ନଥିଲେ ମଧ୍ୟ ସୋନିଆ କ୍ଷମତାକୁ ଅତି ନିକଟରୁ ଉପଭୋଗ କରିଛନ୍ତି।...
୧୧ ଯାଏଁ ବର୍ଷା: ଅବପାତର ରୂପ ନେଲା ଲଘୁଚାପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋପାଳପୁରଠାରୁ ୧୫୦ କି ମି ଦୂରରେ ଅବପାତ
ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରୁଛି ଅବପାତ
୧୨ ତାରିଖ ପରେ କମିପାରେ ବର୍ଷା
ରାଜ୍ୟର ସମସ୍ତ ବନ୍ଦରରେ...
ପାଇକଙ୍କ ଉପାଧି
ପ୍ରଶାନ୍ତ କୁମାର ମଙ୍ଗରାଜ
ଓଡ଼ିଆ ପାଇକଙ୍କ ଉପାଧି କହେ ସେମାନଙ୍କ ଦକ୍ଷତା ଓ ଦାୟିତ୍ୱ
ପାଇକ ପରମ୍ପରା ବିଶ୍ୱରେ ବିଚତ୍ର। ଗୋଟିଏ ପଟେ ହଳ ଲଙ୍ଗଳ ଧରି କୃଷି କାର୍ଯ୍ୟ କରି ଖାଦ୍ୟ ଯୋଗାଣ ଓ...





















