କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ପାଇବେ ଜୟଦେବ ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ-୨୦୧୬ ପାଇଁ ରାଜ୍ୟ ସରକାର ଆଜି ପୁରସ୍କାର ଘୋଷଣା କରିଛନ୍ତି। ସଙ୍ଗୀତ ଜଗତରେ ଜୀବନବ୍ୟାପୀ ସାଧନା ପାଇଁ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ମିଳିବ ଜୟଦେବ...
ଗୁଜୁରାଟ ଗଣିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନ ଉପରେ ବର୍ତ୍ତମାନ ସମଗ୍ର ଦେଶର ନଜର ଲାଖି ରହିଛି। କୁହାଯାଉଛି ଏହି ନିର୍ବାଚନର ଫଳାଫଳରୁ ଦେଶର ରାଜନୀତିର ଭବିଷ୍ୟତ ଦିଶା ନିର୍ଦ୍ଧାରଣ ହେବ।
ଆଗାମୀ ଗୁଜୁରାଟ ବିଧାନସଭା...
ଏମବିଏ ପଢୁଆଙ୍କୁ କାହିଁକି ମିଳୁନି ଚାକିରି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରାପ ମାନର ପାଠପଢା, କମ୍ ଢାଞ୍ଚାଗତ ସୁବିଧା, କ୍ୟାମ୍ପସ ପ୍ଲେସମେଣ୍ଟରେ ହ୍ରାସ ଓ ଖରାପ ଫ୍ୟାକଲ୍ଟି କାରଣରୁ ଏମବିଏ ପଢା ତା’ର ଔଜ୍ଜଲ୍ୟ ହରାଇ ବସିଛି।
୧୯୯୧ରେ ଆର୍ଥିକ ସୁଧାର କାର୍ଯ୍ୟକ୍ରମ ଦେଶରେ...
ଭାରତର ଟପ୍ ୫ କିନ୍ନର, ନ୍ୟୁଜ୍ ଆଙ୍କରରୁ ବିଚାରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନ ଥିଲା କିନ୍ନରମାନଙ୍କୁ ଆମ ସମାଜ ଭିନ୍ନ ଚକ୍ଷୁରେ ଦେଖୁଥିଲା। ହେଲେ ଏବେ ସମୟ ବଦଳିଛି। କିନ୍ନରମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏବେ ଆସନ୍ତୁ ଏମିତି କିଛି କିନ୍ନରଙ୍କ ସମ୍ପର୍କରେ...
ଇତିଶ୍ରୀ ମାମଲା ବନ୍ଦ ପରେ ରାଜନୀତିରେ ଝଡ଼: ସିବିଆଇର ଭୂମିକା ନେଇ ଉଠିଲା ପ୍ରଶ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ହତ୍ୟା ମାମଲାକୁ ସିବିଆଇ ବନ୍ଦ କରିବା ପରେ ଓଡ଼ିଶା ରାଜନୀତିରେ ଝଡ଼ ଉଠିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ଭୂମିକା ଉପରେ ବିଜେଡି-କଂଗ୍ରେସ ଉଠାଇଛନ୍ତି ପ୍ରଶ୍ନ।
ସିବିଆଇ...
ଶୀତରେ ଜୋରଦାର ହେବ ମାଓ ଦମନ: ପୋଲିସ ଆପଣାଇଲା ନୂଆ ଫର୍ମୁଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଙ୍ଗଲ ପାଖ ଗାଁରେ ପୋଲିସ-ଯବାନ ପାଇବେ ଡେରା
ସନ୍ଧ୍ୟା ୬ରୁ ସକାଳ ୬ ଯାଏଁ ଜୋରଦାର କୋମ୍ବିଂ
ଜଙ୍ଗଲ ପାଖ ଗାଁରେ ପୋଲିସ କରୁଛି ସଚେତନ
ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ବତନ୍ତ୍ର...
‘ଜୟୀ ରାଜଗୁରୁ’ଙ୍କୁ ନେଇ ବିବାଦ: ଧର୍ମେନ୍ଦ୍ରଙ୍କୁ ଟାଣିଲେ ଦାମ
ଓଡ଼ିଶାଲାଇଭ୍ ବ୍ୟୁରୋ
'ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ମନ୍ତବ୍ୟ ଦେଇ ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି ଡାକ୍ତର ଦାମୋଦର ରାଉତ। ଏହି ବିବାଦରେ ଦାମ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଛନ୍ତି।
'ଜୟୀ ରାଜଗୁରୁ'ଙ୍କୁ...
କୁନ୍ଦୁଲି ଗଣଦୁଷ୍କର୍ମରେ ଟୁଇଷ୍ଟ: ଥାନାରେ ଏତଲା ଦେଲେ ପୀଡ଼ିତାଙ୍କ ମାଆ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ପୀଡ଼ିତାଙ୍କୁ ଏସ୍ସିବି ମେଡ଼ିକାଲରୁ ଜାଣିଶୁଣି ଛଡ଼ା ଯାଉ ନଥିବା ପୀଡ଼ିତାର ମାଆ ଅଭିଯୋଗ କରିଛନ୍ତି। ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଟକ ମଙ୍ଗଳାବାଗ ଥାନାରେ...
ଭେଣ୍ଟିଲେଟରରୁ ବାହାରିଲା କାଳିଆ, ସୁଧୁରୁଛି ଜଗାର ସ୍ୱାସ୍ଥ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିୟୁରେ ରହିଛି କାଳିଆ
ନାକପଟେ ଦିଆଯାଉଛି ତରଳ ଖାଦ୍ୟ
ଜଗା ସ୍ୱାସ୍ଥ୍ୟରେ ଘଟୁଛି ଦ୍ରୁତ ପରିବର୍ତ୍ତନ
ଦିଲ୍ଲୀ ଏମ୍ସରୁ ଶନିବାର ସନ୍ଧ୍ୟାରେ ଆସିଛି ଖୁସି ଖବର। ସୁଧୁରୁଛି କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ...
ଅନିଶ୍ଚିତତାରେ ବିଜେପୁର ମହାସମର: କେବେ ହେବ ଉପ-ନିର୍ବାଚନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୨୪ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତଙ୍କୁ ପୁରିଛି ତିନି ମାସ। ଏହି ତିନି ମାସ ଭିତରେ ବିଜେପୁରକୁ ନେଇ ଅନେକ ଘଟଣା ଘଟିଛି। ବିଜେପୁର ପାଇଁ ବିଜେଡି ଆଗୁଆ ଗୋଟି ଚାଳନା...





















