ରାଜଭବନରେ ପହଞ୍ଚିଲେ ପ୍ରଣବ ମୁଖାର୍ଜୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ବରରେ ପହଞ୍ଚିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିଥିଲେ। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ରାଜଭବନକୁ ପାଛୋଟି...

ଜଳବାୟୁ ପରିବର୍ତ୍ତନର ଭୟାଭୟତା କହିବ ‘କଡୱି ହୱା’, ନଭେମ୍ବର ୨୪ରେ ରିଲିଜ୍‍

ଜଳବାୟୁ ପରିବର୍ତ୍ତନର ଭୟାଭୟତା ମାନବ ସମାଜ ପାଇଁ କେତେ ମାତ୍ରାରେ କ୍ଷତିକାରକ ହୋଇପାରେ, ସେ ସର୍ମ୍ପକରେ ଲୋକଙ୍କୁ ସଚେତନ କରାଇବା ପାଇଁ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର 'କଡ଼ୱି ହୱା'ର ଏକ ସାମ୍ବାଦିକ ସମ୍ମିଳନୀ...

ଦଲାଇ ଲାମା ଗ୍ରହଣ କଲେ ‘ହ୍ୟୁମାନିଟାରିଆନ ସମ୍ମାନ’

ଓଡ଼ିଶାଲାଇଭ୍‍ ବ୍ୟୁରୋ [youtube https://www.youtube.com/watch?v=hFdCMAymZ5Q] ତିବ୍ବତୀୟ ଧର୍ମଗୁରୁ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମାଙ୍କୁ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ ସାଇନ୍ସେସ (କିସ୍‍) ପକ୍ଷରୁ ‘ହ୍ୟୁମାନିଟାରିଆନ ସମ୍ମାନ’ ପ୍ରଦାନ କରାଯାଇଛି। ଆଜି କିସ୍‍...

ନବୀନ-ନାରାୟଣ ଭେଟ: ବିଜେଡିକୁ ବଢିଆ, ବିଜେପି ପାଇଁ ବଢିଲା ଅଡ଼ୁଆ!

ଓଡ଼ିଶାଲାଇଭ୍‍ ବ୍ୟୁରୋ ‘ବିଜେପିରେ ତ୍ୟାଗ ତପସ୍ୟାର କିଛି ମୂଲ୍ୟ ନାହିଁ’ ‘ଆଜିଠାରୁ ବିଜେଡିର ସଦସ୍ୟ ହେଲି’ ‘ନବୀନଙ୍କ ଆଦର୍ଶରେ କାମ କରିବି’ ‘ବିଜେପିକୁ କେବେ ଟିକେଟ ମାଗିନାହିଁ’ ‘ମୁଁ ଚାଷୀ ପରିବାରର ମଣିଷ’ ଓଡ଼ିଶାରେ...

ରାହୁଲଙ୍କ ଅଭିଷେକ ପରେ ଦେଶର ରାଜନୀତିରେ ହଲଚଲ ସୃଷ୍ଟି ହେବ !

ଓଡ଼ିଶାଲାଇଭ୍‍ ବ୍ୟୁରୋ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବା ରାସ୍ତା ସଫା ହୋଇଛି। ସୋମବାର ଦିନ ସୋନିଆ ଗାନ୍ଧିଙ୍କ ଘରେ ବସିଥିଲା କଂଗ୍ରେସ କାର୍ଯ୍ୟ ସମିତିର ଏକ ମାରାଥନ ବୈଠକ। ଏଥିରେ ରାହୁଲ ଗାନ୍ଧିଙ୍କ...

ମାଗିଲେ ଚାକିରି, ଖାଇଲେ ଲାଠି ପାହାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାକିରି ମାଗି ଲହୁଲୁହାଣ ହୋଇଛନ୍ତି ସିଟି-ବିଏଡ୍ ତାଲିମପ୍ରାପ୍ତ ଯୁବକ ଯୁବତୀ। ଏହି ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ବରର ଲୋୟର ପିଏମଜିରେ ଘଟିଛି। ଚାକିରି ଦାବିରେ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରୁଥିଲେ ସିଟି-ବିଏଡ୍...

ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ପ୍ରଣବ ମୁଖାର୍ଜୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ସେ ରେଭେନ୍ସା ବିଶ୍ବବିଦ୍ୟାଳୟର ଡେଭଲପମେଣ୍ଟ ଟ୍ରଷ୍ଟ ଲେକ୍‌ଚର କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ଟ୍ରଷ୍ଟ ଇତିହାସ ସମ୍ପର୍କୀତ ପୁସ୍ତକ 'ଟ୍ରଷ୍ଟ ରିଡିମ୍ଡ'...

ହରଡ଼ଘଣାରେ ବିଜେପି, ୧୭ ନେତା-କର୍ମୀ ଜେଲରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମିଶନ୍‌-୧୨୦ ଯୁଦ୍ଧ ପୂର୍ବରୁ ରାଜ୍ୟ ବିଜେପିକୁ ଲାଗିଛି ବଡ଼ ଝଟକା। ବିଭିନ୍ନ ମାମଲାରେ ବିଜେପିର ୧୭ ନେତା ଏବଂ କର୍ମୀ ଜେଲ୍‌ ଯାଇଥିବାରୁ ବିଜେଡି ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି...

ବିଜେପି ଅଫିସରେ ଘଣ୍ଟିକିଆ ହାଇଭୋଲଟେଜ ଡ୍ରାମା ପଛର କାହାଣୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଥା କଥାକେ ଶାସକ ବିଜେଡିକୁ ଘେରୁଥିବା ବିଜେପି ପାର୍ଟି ଅଫିସରେ ଆଜି ଦେଖିବାକୁ ମିଳିଛି ହାଇଭୋଲଟେଜ୍‌ ଡ୍ରାମା। ଦୁଇ ଜଣ ଯୁବକ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଅଧଘଣ୍ଟା କାଳ ଗନ୍‌...

ବାରବାଟୀ ଟି-୨୦: ଆରମ୍ଭ ହେଲା ଅନଲାଇନ ଟିକେଟ ବିକ୍ରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ବର-୨୦ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ ପାଇଁ ସୋମବାରଠୁ ଅନଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହୋଇଛି। ପ୍ରଥମ ଦିନରେ ୨୮୦୦ ଟିକେଟ ବିକ୍ରି ହୋଇଛି। ଡିସେମ୍ବର-୨୦ରେ ବାରବାଟୀରେ ଖେଳାଯିବ ଆଉ...