ଅନିଶ୍ଚିତତାରେ ‘ପଦ୍ମାବତୀ’: ଡିସେମ୍ବର ୧ରେ ରିଲିଜ ହେବନି ଫିଲ୍ମ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଫିଲ୍ମ ପଦ୍ମାବତୀକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ଦେଶବ୍ୟାପୀ ବିରୋଧ କରାଯାଉଥିବାରୁ ଏବଂ ସେନସର ବୋର୍ଡରୁ ଗ୍ରୀନ ସିଗନାଲ ମିଳି ନଥିବାରୁ ଫିଲ୍ମର ରିଲିଜ ଡେଟ ଘୁଞ୍ଚିପାରେ ବୋଲି କୁହାଯାଉଛି।
ହିଷ୍ଟୋରିକାଲ ଫିଲ୍ମ ପଦ୍ମାବତୀକୁ...
ବର୍ଷା ଛାଡ଼ିଲେ କ୍ଷୟକ୍ଷତିର ଆକଳନ: ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୩ ଦିନ ଧରି ଲାଗି ରହିଛି ବର୍ଷା। ବର୍ଷା ଯୋଗୁଁ ଜମିରେ ସୃଷ୍ଟି ହୋଇଛି କୃତ୍ରିମ ଜଳାଶୟ। ୧୫ଟି ଜିଲ୍ଲାରେ ଉଜୁଡ଼ି ଯାଇଛି ଚାଷ। ଚାଷ କ୍ଷୟକ୍ଷତି ଆକଳନ କରିବାକୁ ସରକାରୀ...
ଗାନ୍ଧିଙ୍କ ଜୀବନୀ ଉପରେ ଓଡ଼ିଶାଲାଇଭ୍ ପକ୍ଷରୁ ୱେବ୍ ସିରିଜ୍
ଓଡିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=22hBtiyi-DI]
ମହାତ୍ମା ଗାନ୍ଧିଙ୍କ ଜୀବନ କାହାଣୀକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍ ୱେବ୍ ଚ୍ୟାନେଲର ପ୍ରୟାସ - 'ମଣିଷ ଗାନ୍ଧି'।
ଓଡ଼ିଶା ଏବଂ ଗାନ୍ଧି ବିଷୟକୁ ନେଇ ବିଭିନ୍ନ...
ହ୍ୱାଟସ୍ଆପରୁ ମେସେଜ ଡିଲେଟ୍ କରିବେ କିପରି?
ଓଡ଼ିଶାଲାଇଭ ବ୍ୟୁରୋ
ଅନ୍ୟମନସ୍କତା ଯୋଗୁ ହ୍ୱାଟସ୍ଆପ୍ରୁ ବେଳେ ବେଳେ ଭୁଲ୍ ମେସେଜ୍ ପଳାଇଥାଏ। ଭୁଲ୍ ମେସେଜକୁ ଡିଲେଟ୍ କରିବା ପାଇଁ କୌଣସି ଅପ୍ସନ ନଥିବାରୁ ବ୍ୟବହାରକାରୀ ଚିନ୍ତାରେ ପଡ଼ୁଥିଲେ। କିନ୍ତୁ ଏବେ ଏହି ଚିନ୍ତା...
ସେକ୍ସ ରାକେଟରେ ପୁଣି ବିଦେଶିନୀ: ସ୍ପା ନାଁରେ ଚାଲିଥିଲା ଦେହ ବେପାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗରେ ଲାଗିଥିଲା ସ୍ପା ହୋର୍ଡିଂ। ହେଲେ ଭିତରେ ଚାଲିଥିଲା ଦେହ ବେପାର। ଆଜି ଏହାର ପରଦାଫାଶ କରିଛି କମିଶନରେଟ୍ ପୋଲିସ। ଏଥିରେ ସାମିଲ୍ ୩ ବିଦେଶିନୀ କଲ୍ ଗାର୍ଲ ମଧ୍ୟ ପୋଲିସ...
ପ୍ରଧାନମନ୍ତ୍ରୀଙ୍କୁ ଭେଟିବ ବିଧାନସଭା ଗୃହ କମିଟି: ବାଚସ୍ପତି ଲେଖିଲେ ଚିଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିକ ବିଧାନସଭା ଗୃହ କମିଟି। ଏନେଇ ବାଚସ୍ପତି ଆଜି ପୁଣି ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଲେଖିଛନ୍ତି ଚିଠି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବ ବିଧାନସଭା...
ଏଇ ୬ଟି ପରିଚୟପତ୍ର ସହିତ ଆଧାର ଲିଙ୍କ ଜରୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଗତ କିଛି ଦିନ ଧରି ଆଧାର କାର୍ଡ ସହିତ ଅତ୍ୟନ୍ତ ଆବଶ୍ୟକୀୟ ଦଲିଲକୁ ଲିଙ୍କ କରିବା ପାଇଁ ସରକାରଙ୍କ ପକ୍ଷରୁ ତୁହାକୁ ତୁହା କୁହାଯାଇଛି। ଭାରତର ନାଗରିକମାନଙ୍କ ପାଇଁ ଏହି ସ୍ୱତନ୍ତ୍ର...
ଧାନ କିଆରିରେ ମାଡ଼ିଗଲା ବର୍ଷାପାଣି: ଧୋଇଗଲା ବର୍ଷକର ପରିଶ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଘୁଚାପର ଲଗାଣ ବର୍ଷା ଚାଷୀ ମୁହଁରୁ ଛଡ଼ାଇ ନେଇଛି ହସ। ଭାଙ୍ଗିଦେଇଛି ଅଣ୍ଟା। ଆଖି ଆଗରେ ଧୋଇ ହୋଇଯାଇଛି ବର୍ଷଯାକର ପରିଶ୍ରମ। ଆଗକୁ କଣ ଖାଇବେ ଏବଂ କେମିତି ବଞ୍ଚିବେ ତାକୁ...
ବନ୍ଦ ଲଫାପାରେ ସୁପ୍ରିମକୋର୍ଟକୁ ଗଲା ଇତିଶ୍ରୀ ରିପୋର୍ଟ: ୨୦୧୮ରେ ମାମଲାର ଶୁଣାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଢ଼େଇ ବର୍ଷର ତଦନ୍ତ ପରେ ସିବିଆଇ ସୁପ୍ରିମକୋର୍ଟରେ ଦାଖଲ କରିଛି ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ତଦନ୍ତ ରିପୋର୍ଟ।
ଇତିଶ୍ରୀଙ୍କୁ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା
ରାଜ୍ୟ ସରକାର...
ତିନିପଟୁ ଆକ୍ରମଣ: ବେହାଲ ଓଡ଼ିଶାର ଚାଷୀ
ଭାସ୍କର ପରିଚ୍ଛା
ଓଡ଼ିଶାରେ ଚାଷ, ଚାଷୀ ଆତ୍ମହତ୍ୟା ଓ ସରକାରୀ ବ୍ୟବସ୍ଥା ଉପରେ ଏକ ଅନୁଧ୍ୟାନ।
ପ୍ରଥମେ ମରୁଡି, ପରେ ଚକଡା ପୋକ ଆକ୍ରମଣ ଓ ଏବେ ଲଘୁଚାପଜନିତ ବର୍ଷା। ଓଡ଼ିଶାର ଚାଷୀକୂଳ ଏଭଳି ବିପର୍ଯ୍ୟୟ...





















