ଓଡ଼ିଆ ଭକ୍ତି ସଙ୍ଗୀତରେ ବିଭୋର ହେଲେ ସିଙ୍ଗାପୁରର ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଭକ୍ତି ସଙ୍ଗୀତ ଓ କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ନିଆଯାଇଛି ଅଭିନବ ଉଦ୍ୟମ। ଏହିକ୍ରମରେ ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ହୋଇଛି...

ବିଜେପି ସାଂସଦଙ୍କଠାରୁ ଟୋଲ୍ ଆଦାୟକୁ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ସାଂସଦଙ୍କଠାରୁ ଟୋଲ୍‌ ଆଦାୟକୁ ନେଇ ଆଜି ପିପିଲି ଟୋଲ୍‌ ଗେଟ୍‌ ନିକଟରେ ଦେଖାଦେଇଛି ଉତ୍ତେଜନା। ବିଜେପି ସାଂସଦ ସାବିତ୍ରୀ ଠାକୁର ପୁରୀରୁ ଭୁବନେଶ୍ବର ଆସୁଥିବା ବେଳେ ଏହି ଘଟଣା ଘଟିଥିଲା।...

ନବୀନଙ୍କ ନୂଆ ରଣନୀତି: ଶ୍ରମିକଙ୍କ ହାତ ଧର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବେଶ୍ ଗୁଡିଏ ସୁବିଧା ସୁଯୋଗ ଘୋଷଣା କରିଛନ୍ତି। ଏହି ଶ୍ରମିକମାନଙ୍କୁ ନେଇ ଆଗାମୀ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଅଙ୍କ କଷୁଛି ବିଜେଡି। ୨୦୧୯ ନିର୍ବାଚନ ଯେତିକି...

ବଲିଉଡରେ ଧୁମ୍ ମଚାଇଥିବା ୮ ବିଦେଶୀ ଆଇଟମ୍ ଡ୍ୟାନ୍ସର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡରେ ଧୁମ୍‌ ମଚାଇଛନ୍ତି ବିଦେଶୀ ଆଇଟମ୍‌ ଡ୍ୟାନ୍ସର। ଦରିଆପାରିରୁ ଆସି ବଲିଉଡ ଇଣ୍ଡଷ୍ଟ୍ରୀରେ ଚମକ ସୃଷ୍ଟି କରିଥିବା କିଛି ବଛାବଛା ଆଇଟମ୍‌ ଡ୍ୟାନ୍ସରଙ୍କୁ ନେଇ ବିଶେଷ ରିପୋର୍ଟ। ସାଧାରଣତଃ ବିଦେଶିନୀମାନେ ବଲିଉଡରେ ଆଇଟମ୍...

ଇରାନ-ଇରାକ ସୀମାରେ ଭୂକମ୍ପ: ପ୍ରାଣ ହରାଇଲେ ୨୦୭

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇରାନ-ଇରାକ ସୀମାରେ ଆସିଥିବା ଜବରଦସ୍ତ ଭୂକମ୍ପରେ ୨୦୭ ଜଣ ପ୍ରାଣ ହରାଇଥିବା ବେଳେ ଶହଶହ ଲୋକ ଆହତ ହୋଇଛନ୍ତି। ପ୍ରାୟ ୨୦୦ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି।ରବିବାର ଦିନ ଆସିଥିବା...

ଗୁଜୁରାଟରେ କଂଗ୍ରେସ ଖେଳୁଛି ସଫ୍ଟ ହିନ୍ଦୁ କାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କରି ରାହୁଲ କ୍ୟାମ୍ପେନ୍‌ ଆରମ୍ଭ କରିବା ପରେ କଂଗ୍ରେସ ଗୁଜୁରାଟରେ ହିନ୍ଦୁ କାର୍ଡ ଖେଳୁଥିବା କୁହାଯାଉଛି। ବିଜେପି ପରି ଏବେ କଂଗ୍ରେସ ହିନ୍ଦୁତ୍ବ କାର୍ଡ ଗୁଜୁରାଟରେ ଖେଳୁଛି। ଏହା...

ଚାଷୀ ରାଜନୀତି ସର୍‌ଗରମ୍‌: କେନ୍ଦ୍ରୀୟ ଟିମ୍‌ ନଯାଉଣୁ ରବିବାର ଆସୁଛନ୍ତି କୃଷି ରାଷ୍ଟ୍ରମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଷୀଙ୍କୁ ଅସ୍ତ୍ର କରିଛି ବିଜେପି। ବିଜେପି କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଗସ୍ତ ସାରି ନଯାଉଣୁ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଏକ ବିଶେଷଜ୍ଞ ଟିମ୍‌ ସହ ଓଡ଼ିଶା ଆସିବା ଘଟଣା ପାଲଟିଛି...

“ଆଇ ଆମ୍ ରିଟାୟାର୍ଡ ଫ୍ରମ ପଲିଟିକ୍ସ, ବଟ୍ ନଟ୍ ଟାୟାର୍ଡ ଫ୍ରମ ପବ୍ଲିକ ଲାଇଫ୍”

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଟ୍‌ ସମାବର୍ତ୍ତନ ଉତ୍ସବ ଭାଷଣରେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ରୋଚକ ରାଜନୀତିକ ମନ୍ତବ୍ୟ। “ଆଇ ଆମ୍‌ ରିଟାୟାର୍ଡ ଫ୍ରମ ପଲିଟିକ୍ସ, ବଟ୍‌ ନଟ୍‌ ଟାୟାର୍ଡ ଫ୍ରମ ପବ୍ଲିକ ଲାଇଫ୍‌”,- ଆଜି କିଟ୍‌ ବିଶ୍ବବିଦ୍ୟାଳୟର...

ଦାମ ଦେଖାଇଲେ ଦମ୍‌: କହିଲେ, ଓଡ଼ିଶାରେ ଅନୁପ୍ରବେଶ କରୁଛନ୍ତି କେନ୍ଦ୍ରମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରକୁ ବାଣ ମାରିଲେ ଦାମ ବିନା ଅନୁରୋଧରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌ କେନ୍ଦ୍ର କୃଷିମନ୍ତ୍ରୀ କହୁଛନ୍ତି ଅସାମ୍ବିଧାନିକ କଥା ସୀମା ଉଲ୍ଲଂଘନ କରୁଛନ୍ତି ଧର୍ମେନ୍ଦ୍ର ଚାଷୀ ପ୍ରସଙ୍ଗକୁ ନେଇ ଆଜି କୃଷିମନ୍ତ୍ରୀ...

ଫସଲହାନି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ ବିଜେପି କେନ୍ଦ୍ରୀୟ ଟିମ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ପରେ ଶନିବାର ନୂଆପଡ଼ା ଜିଲ୍ଲା ଗସ୍ତ କରିଛନ୍ତି ବିଜେପି କେନ୍ଦ୍ରୀୟ ଟିମ୍‌। ଉଜୁଡ଼ା କ୍ଷେତ ବୁଲି ଦେଖିବା ସହ ଫସଲହାନି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଟିମ୍‌। ଚାଷୀ ପ୍ରସଙ୍ଗକୁ...