କୁନ୍ଦୁଲି ଗଣଦୁଷ୍କର୍ମକୁ ୧୭ ଦିନ: ପୋଲିସ ହାତ ଖାଲି, ପୀଡ଼ିତାର ବୟାନ ରେକର୍ଡ

ଓଡ଼ିଶାଲାଇଭ୍‍ ବ୍ୟୁରୋ ୧୭ ଦିନ ପରେ ପୋଲିସ କୋରାପୁଟ ପୀଡିତାଙ୍କ ବୟାନ ରେକର୍ଡ କରିଛି। ହେଲେ ଘଟଣା ପଛର ଖଳନାୟକଙ୍କ ପାଖରେ ପୋଲିସ ପହଞ୍ଚି ପାରିନାହିଁ। କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମକୁ ଆଜି ୧୭ ଦିନ...

ବିଜେପି ମନ୍ତ୍ରୀ, ସାମ୍ବାଦିକ ଓ ସେକ୍ସ ସିଡି

ଓଡ଼ିଶାଲାଇଭ୍‍ ବ୍ୟୁରୋ ଜଣାଶୁଣା ସାମ୍ବାଦିକ ବିନୋଦ ବର୍ମାଙ୍କୁ ଛତିଶଗଡ଼ ପୋଲିସ ଗିରଫ କରିବା ପରେ ଏବେ ବହୁତ କଥା ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଗଜିଆବାଦରୁ ବର୍ମାଙ୍କୁ ଆଜି ସକାଳେ ଗିରଫ କରାଯାଇଛି। ଛତିଶଗଡ଼...

ସୁନ୍ଦରୀ ସୋଫିୟା ମଣିଷ ନୁହେଁ ‘ରୋବଟ’; ମିଳିଲା ନାଗରିକର ମାନ୍ୟତା

ଓଡ଼ିଶାଲାଇଭ୍‍ ବ୍ୟୁରୋ ସୁନ୍ଦରୀ ସୋଫିୟା, ଯାହାଙ୍କୁ ଆଜି ମଣିଷ ଭଳି ନାଗରିକର ମାନ୍ୟତା ଦିଆଯାଇଛି, ସେ ହେଉଛି ଚଳିତ ଶତାବ୍ଦୀର ଅନ୍ୟତମ ଆଧୁନିକ ‘ରୋବଟ’। ସୋଫିୟାଙ୍କୁ ନିଜ ଦେଶର ନାଗରିକ ଘୋଷଣା କରିଛି ସାଉଦି...

‘ପେଟିଏମ’ ଭଳି କମ୍ପାନିକୁ କାହିଁକି ଡରୁଛି ଏସବିଆଇ ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ଶକ୍ତିଶାଳୀ ତଥା ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କର ନୂଆ ଅଧ୍ୟକ୍ଷ ରଜନୀଶ କୁମାର ଏବେ  ଚିନ୍ତାଗ୍ରସ୍ତ।ଦାୟୀତ୍ୱ ନେବା ପରେ ସେ ବ୍ୟାଙ୍କର ଆଭ୍ୟନ୍ତରୀଣ ସମସ୍ୟା ପାଇଁ ଯେତିକି ନିରାଶ...

ସ୍ପିକ୍‌ମାକେ ପକ୍ଷରୁ ଭୁବନେଶ୍ୱରରେ ଅଲ୍‍-ନାଇଟ୍‌ କନ୍‌ସର୍ଟ ‘ୟାମିନି’, ଫେସବୁକ୍‌ରେ ଲାଇଭ୍‌ଷ୍ଟ୍ରିମିଂ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଭାରତୀୟ କଳା ଓ ସଂସ୍କୃତି, ବିଶେଷକରି ବିଭିନ୍ନ ପର୍‌ଫର୍ମିଂ ଆର୍ଟ୍‌ସ ଧାରାକୁ ନୂଆ ପିଢ଼ି ସହିତ ଯୋଡ଼ିବା ପାଇଁ ଉଦ୍ୟମ କରିଆସୁଥିବା ‘ସ୍ପିକ୍‌ମାକେ’ ପକ୍ଷରୁ ଭୁବନେଶ୍ୱରରେ ହେବାକୁ ଯାଉଛି ଅଲ୍‌-ନାଇଟ୍‍ କନ୍‌ସର୍ଟ...

ବିଜେଡିର ମିଶନ୍ ବିଜେପୁର: ପ୍ରଚାର ଆରମ୍ଭ କଲେ ରିତା, ମଙ୍ଗ ଧରିଲେ ସ୍ନେହାଙ୍ଗିନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଦଖଲ ପାଇଁ ବିଜେଡି ଅନ୍ୟ ଦୁଇ ଦଳଠାରୁ ଦୁଇ ପାଦ ଆଗରେ ରହିଛି। ବିଜେପୁରରେ କଂଗ୍ରେସ ଏବଂ ବିଜେପିର ପ୍ରାର୍ଥୀ କିଏ ହେବ ତାକୁନେଇ ଅଙ୍କ ଛିଣ୍ଡୁ ନଥିବା ବେଳେ...

ରାହୁଲ ଗାନ୍ଧି କହିଲେ, ‘ଯେବେ ବାହାଘର ହେବା କଥା ହେବ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବକ୍ସର ବିଜେନ୍ଦର ସିଂ ଆଜି ରାହୁଲ ଗାନ୍ଧିଙ୍କୁ ତାଙ୍କ ବାହାଘର ବିଷୟରେ ପ୍ରଶ୍ନ ପଚାରିଛନ୍ତି। ଏହାର ଉତ୍ତରରେ ରାହୁଲ କହିଛନ୍ତି, ଯେବେ ବାହାଘର ହେବା କଥା ହେବ। ଆଉ ମୁଁ ମୋ...

ଲାଲ ଗଡ଼ରେ ପୋଲିସ ଡିଜି: ବାଇକ୍‌ରେ ତଦାରଖ କଲେ ସୁରକ୍ଷା ବ୍ୟବସ୍ଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲାଲ କରିଡର ଚିତ୍ରକୋଣ୍ଡାରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ବାଇକ୍‌ରେ ବୁଲି ତଦାରଖ କଲେ ସୁରକ୍ଷା ବ୍ୟବସ୍ଥା। ମାଲକାନଗିରି ଜିଲ୍ଲା ବଡ଼ପଡ଼ାଠାରୁ ବାଇକରେ ଯାଇ ଗୁରୁପ୍ରିୟା ସେତୁ ନିର୍ମାଣ...

ଜଗା-କାଳିଆଙ୍କ ଆରୋଗ୍ୟ କାମନା କରୁଛି ସାରା ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁଙ୍କ ଅପରେସନ୍ ପରେ ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି ଓଡ଼ିଶାବାସୀ। ଭୁବନେଶ୍ବରରୁ ବ୍ରହ୍ମପୁର, କଟକରୁ କଳାହାଣ୍ଡି ପର୍ଯ୍ୟନ୍ତ ସବୁଠି ଚାଲିଛି ପୂଜାର୍ଚ୍ଚନା। ଲୋକେ ଉଭୟଙ୍କ ଆରୋଗ୍ୟ କାମନା...

ମରୁଡ଼ି ପ୍ୟାକେଜ୍ ଘୋଷଣା ପରେ ଜୀବନ ହାରିଲେ ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମରୁଡ଼ି ପ୍ୟାକେଜ ଘୋଷଣାର ଦିନକ ପରେ ବରଗଡ଼ ଜିଲ୍ଲାର ଗାଇସିଲଟ ବ୍ଲକରେ ଜୀବନ ହାରିଛନ୍ତି ଚାଷୀ। ଏହାକୁ ନେଇ ରାଜନୀତିରେ ଆରମ୍ଭ ହୋଇଛି କାଦୁଅଫିଙ୍ଗା। ସ୍ବଳ୍ପ ବୃଷ୍ଟି ଦୋହଲାଇ ଦେଇଛି ଚାଷୀର ମେରୁଦଣ୍ଡ। ୧୫ଟି ଜିଲ୍ଲାର...