ବିଜେଡିର ମିଶନ୍ ବିଜେପୁର: ପ୍ରକଳ୍ପ ଘୋଷଣା କରି ନବୀନ ଖେଳୁଛନ୍ତି ମାଷ୍ଟର ଷ୍ଟ୍ରୋକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରି ଚର୍ଚ୍ଚାରେ ରହିଥିବା ବିଜେଡି ବରଗଡ଼ ଜିଲ୍ଲା ପାଇଁ ଦୁଇ ଦିନରେ ୩ଟି ପ୍ରକଳ୍ପ ଘୋଷଣା କରିଛି। ବିଜେଡି ପୂରା ବିଜେପୁର ମୁହାଁ...
ଅଙ୍ଗନବାଡ଼ି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି
ଓଡ଼ିଶାଲାଇଭ୍ ବ୍ୟୁରୋ
୩୬ ଦିନର ଆନ୍ଦୋଳନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ଦୁଃଖ ଶୁଣିଛନ୍ତି। ଦରମା ବଢ଼ାଇ ସେମାନଙ୍କୁ ଦୀପାବଳି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଅଙ୍ଗନବାଡ଼ି କର୍ମୀ ପାଉଥିଲେ...
ବିଜେପିକୁ କେତେ ଫାଇଦା ଦେବ ବ୍ରହ୍ମଗିରି?
ଓଡ଼ିଶାଲାଇଭ୍ ବ୍ୟୁରୋ
ହାତ ଛାଡ଼ି ପଦ୍ମ ଧରିଛନ୍ତି ଲୁଲୁ ପରିବାର। ଏହାସହ ଲୁଲୁଙ୍କ ସମର୍ଥକ ମଧ୍ୟ ପଦ୍ମ ପୋଖରୀରେ ପ୍ରବେଶ କରିଛନ୍ତି। ଫଳରେ ବ୍ରହ୍ମଗିରିରେ କଂଗ୍ରେସର ଦୁର୍ଗ ପତନ ହେବାକୁ ଯାଉଛି ବୋଲି କୁହାଯାଉଛି।...
ଦେଶର ପ୍ରଥମ ‘ଆୟୁର୍ବେଦ ସଂସ୍ଥା’କୁ ଲୋକର୍ପଣ କଲେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଥାପନ ହୋଇଛି ପ୍ରଥମ ଆୟୁର୍ବେଦ ସଂସ୍ଥାନ। ଆୟୁର୍ବେଦ ଦିବସରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକାର୍ପିତ କରିଛନ୍ତି। ନୂଆଦିଲ୍ଲୀର ସରିତା ବିହାରଠାରେ ମୋଦି ଏହାର ଉଦଘାଟନ...
ପଦାରେ ପଡ଼ିଲା କଂଗ୍ରେସ ଫାଟ: ପଦଯାତ୍ରାରୁ ଦୂରେଇ ରହିଲେ ତାରା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଂଗ୍ରେସ ଆରମ୍ଭ କରିଛି ଦେଓମାଳିର ନିର୍ଭୟା ସନ୍ଦେଶ ଯାତ୍ରା। ହେଲେ ଏହି ଯାତ୍ରାରେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ...
୩୧ ଡିସେମ୍ବର ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟ ଆଧାର ଲିଙ୍କ ବାଧ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡର ନମ୍ବରକୁ ଯୋଡ଼ିବାର ଶେଷ ତାରିଖ ଆସନ୍ତା ଡିସେମ୍ବର ୩୧। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ତାରିଖ ସୁଦ୍ଧା ଯଦି ଲିଙ୍କ ନ ହେଲା...
ନବେ ପ୍ରତିଶତ ଆଇଏଏସ ଅଫିସର କାମ କରନ୍ତି ନାହିଁ: କେଜରିୱାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠାତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଦିଲ୍ଲୀର ନବେ ଭାଗ ଆଇଏଏସ ଅଧିକାରୀ କାମ କରିବାକୁ ଇଚ୍ଛା ପ୍ରକଟ କରନ୍ତି ନାହିଁ। ସେ...
କଂଗ୍ରେସରେ ଫାଟ: ‘ତାରା’ ବନ୍ଦ କଲେ କୋରାପୁଟ, ‘ପ୍ରସାଦ’ କରିବେ ପଦଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ଗଣ ଦୁଷ୍କର୍ମରୁ ରାଜନୈତିକ ଫାଇଦା ନେବା ପାଇଁ ପଦଯାତ୍ରା ଆୟୋଜନ କରୁଛି କଂଗ୍ରେସ। ହେଲେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅସହଯୋଗ କଂଗ୍ରେସର 'ଏକତା' ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି...
ଆରୁଷି ହତ୍ୟାକାଣ୍ଡ: ୪ ବର୍ଷ ପରେ ଜେଲ୍ରୁ ମୁକୁଳିଲେ ତଲଓ୍ବାର ଦମ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
୪ ବର୍ଷ ପରେ ଜେଲ୍ରୁ ମୁକୁଳିଲେ ତଲଓ୍ବାର ଦମ୍ପତ୍ତି। ବହୁ ଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ମାମଲାରେ ଡାକ୍ତର ରାଜେଶ ତଲଓ୍ବାର ଏବଂ ନୁପୁର ତଲଓ୍ବାର ଗିରଫ ହୋଇଥିଲେ। ୨୦୧୩ରୁ ଉଭୟ ଗାଜିଆବାଦର...
ମୋଦିଙ୍କୁ ଚ୍ୟାଲେଞ୍ଜ ଗୁଜୁରାଟ ଭୋଟ୍: ଗୋଟିଏ ମାସରେ ଆସିଲେଣି ଚାରି ଥର
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଣା ହୋଇନି ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ। ହେଲେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ବିଜେପି ଏବଂ ନରେନ୍ଦ୍ର ମୋଦି। ଗୋଟିଏ ମାସରେ ଚାରି ଥର ଗୁଜୁରାଟ ଗସ୍ତରେ ଆସି...





















