ଫାଷ୍ଟ ଲୁକ୍: ଦେଖନ୍ତୁ ଦୀପିକାଙ୍କୁ ରାଣୀ ପଦ୍ମିନୀ ଅବତାରରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଞ୍ଜୟ ଲୀଳା ଭଁସାଲିଙ୍କ ଐତିହାସିକ ଚଳଚ୍ଚିତ୍ର ଓ ଚଳିତ ସମୟର ସବୁଠାରୁ ଅଧିକ ଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତୀ’ର ପ୍ରଥମ ପୋଷ୍ଟର ଆଜି ରିଲିଜ ହୋଇଛି।
ବୁଧବାର ଦିନ ଦୀପିକା ଟୁଇଟ୍ କରିଥିଲେ,'ସୂର୍ଯ୍ୟ ଉଦୟ...
ନରେନ୍ଦ୍ର ମୋଦିଙ୍କ ସରକାର ସିବିଆଇକୁ ଅସ୍ତ୍ର କରିଛି: ଡାକ୍ତର ଦାମୋଦର ରାଉତ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=WjDQRcuvN9k]
ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ପରେ ରାଜନୀତି ତେଜିଛି। ଏହାକୁ ନେଇ ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ବିଜେପି ମଧ୍ୟ ବିଜେଡିକୁ...
ଧୋନିଙ୍କୁ ‘ପଦ୍ମ ଭୂଷଣ’ ପାଇଁ ସୁପାରିଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ତୃତୀୟ ବଡ଼ ନାଗରିକ ସମ୍ମାନ ପଦ୍ମ ଭୂଷଣ ପାଇଁ ମହେନ୍ଦ୍ର ସିଂ ଧୋନିଙ୍କ ନାମ ସୁପାରିଶ କରାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ପକ୍ଷରୁ ଏହା କୁହାଯାଇଛି। ସାମଗ୍ରିକ ବିକାଶ...
ଜେଲରେ ପରିବା ଚାଷ କରିବେ ରାମରହିମ; ଦିନକୁ ମଜୁରି ୨୦ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଡେରା ଆଶ୍ରମରେ ଅତ୍ୟଧିକ ଅୟସ ଅରାମରେ ଦିନ କାଟୁଥିବା ଗୁରୁମିତ ରାମରହିମ ସିଂହଙ୍କୁ ଏବେ ଜେଲରେ ଦିନକୁ ୮ ଘଣ୍ଟା ଖଟିବାକୁ ପଡିବ। ଦିନକୁ ମଜୁରି ମିଳିବ ୨୦ ଟଙ୍କା। ସଶ୍ରମ...
ମେକ୍ସିକୋ ଭୂମିକମ୍ପ: ମୃତକଙ୍କ ସଂଖ୍ୟା ୨୫୦କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ମେକ୍ସିକୋରେ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି। ଏହା ଫଳରେ ବୁଧବାର ଅପରାହ୍ଣ ପର୍ଯ୍ୟନ୍ତ ୨୫୦ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଥିରେ ୨୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଖବର ଅନୁସାରେ ଏହି...
ସିବିଆଇ ବିରୋଧରେ ଗର୍ଜିଲେ ପ୍ରଭାତଙ୍କ ସମର୍ଥକ; ପୋଲିସ ନାକେଦମ୍, ୧୪୪ ଧାରା ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଆଇ ପକ୍ଷରୁ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିବା ନେଇ ଦଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଶେଷକରି ଦଳର କଟକ ଜିଲ୍ଲା ସଂଗଠନ ଏହାର ବିରୋଧକରି ଆନ୍ଦୋଳନକୁ ଜୋରଦାର...
ଖରାପ ଗୀତ ପାଇଁ ମିଡିଆକୁ ଦାୟୀ କଲେ କୁମାର ସାନୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ରେଡିଓ, ଟିଭି ଓ ସିନେମାରେ ବାଜୁଥିବା ଖରାପ ଗୀତ ପାଇଁ ଆମେ କାହାକୁ ଦାୟୀ କରିବା?
ବଲିଉଡ୍ର ବିଶିଷ୍ଟ ଗାୟକ କୁମାର ସାନୁଙ୍କ ପାଖରେ ଏହାର ଉତ୍ତର ଅଛି। ସାନୁଙ୍କ ମତରେ...
ସିବିଆଇକୁ ବିଜେପି ରାଜନୈତିକ ପ୍ରତିଶୋଧ ପାଇଁ ଅସ୍ତ୍ର କରିଛି: ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦଳୀୟ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତୀବ୍ର ପ୍ରତିକ୍ରିୟା। ଦଳ କହିଲା ବିଜେପିର କଳ, ବଳ ଓ ଛଳ ବିରୋଧରେ ହେବ...
ଡିଜେ ୱାଲା ଡାନ୍ସ… ଭୂମିକାଙ୍କ ସହ ବାବୁସାନ୍ ଦେଖାଇଲେ ତାଙ୍କ ଡାନ୍ସର ଜଲୱା
ଓଡ଼ିଶାଲାଇଭ୍ ବ୍ୟୁରୋ
“ଏମିତି ଡାନ୍ସ ବାବୁସାନ୍ ଆଗରୁ କେବେ କରିନାହାନ୍ତି ବୋଲି ମୋତେ କହିଲେ। ଗିରିଶ ମହାନ୍ତିଙ୍କ କୋରିଓଗ୍ରାଫିରେ ଆମେ ସୁଟିଂ ପୂର୍ବରୁ ବହୁତ ଅଭ୍ୟାସ କରିଛୁ,ଯେପରିକି ଦର୍ଶକଙ୍କୁ ଏହା ଭଲ ଲାଗିବ” କହିଛନ୍ତି...
ଇନ୍ଦିରା ଶତବାର୍ଷିକୀ ଅବସରରେ କଂଗ୍ରେସ ବଖାଣିବ ବଳିଦାନ କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବର୍ଷ କଂଗ୍ରେସ ପକ୍ଷରୁ ଇନ୍ଦିରାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବିରାଟ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ବର୍ତ୍ତମାନଠାରୁ ହିଁ ଦଳ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।...





















