ମାଲକାନଗିରିରେ ନୂଆ ନିୟମ – ସରକାରୀ କର୍ମଚାରୀ ହେଡ୍କ୍ୱାର୍ଟର ଛାଡ଼ିଲେ ଜିଲ୍ଲାପାଳଙ୍କ ଅନୁମତି ନେବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନିଗରି ଜିଲ୍ଲାପାଳଙ୍କ ନୂଆ ନିୟମ। କରୋନା ସଙ୍କଟ ଭିତରେ ଯେଉଁ ସରକାରୀ କର୍ମଚାରୀମାନେ ମାଲକାନଗିରି ଛାଡ଼ି ବାହାରକୁ ଯିବାକୁ ଚାହଁଛନ୍ତି ସେମାନେ ଏଥିପାଇଁ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ। ଜିଲ୍ଲାପାଳଙ୍କ ବିନା...
କେନ୍ଦ୍ରର କୋଭିଡ ସହାୟତା – ଓଡ଼ିଶାକୁ ୮୯୦ କୋଟି ୩୨ ଲକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଛି। ଦିନକୁ ୫୦ ହଜାରରୁ ଅଧିକ ନୂଆ ମାମଲା ଆସୁଛି। ଦେଶର ବିଭିନ୍ନ ରାଜ୍ୟ କରୋନା ସହ ଲଢ଼ୁଛି। ଏଭଳି ସ୍ଥିତିରେ କରୋନା ମୁକାବିଲା...
ଗଞ୍ଜାମ ଜିଲ୍ଲା ପାଇଁ ଅଗଷ୍ଟ ମାସ ଚାଲେଞ୍ଜ ଆଣିପାରେ – ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଟେଷ୍ଟିଂ ବଢୁଥିବାରୁ ପଜିଟିଭ୍ କେସ୍ ହ୍ରାସ ପାଉଛି। ହେଲେ ଅଗଷ୍ଟ ମାସ ଆମ ପାଇଁ ଚାଲେଞ୍ଜ ଆଣିପାରେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ...
ଲୋକସେବା ଭବନରେ କରୋନା – ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀ ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସେବା ଭବନରେ କରୋନା ପ୍ରବେଶ କରିଛି। ଏହି ମହାମାରୀ ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀଙ୍କୁ ଆକ୍ରାନ୍ତ କରିଛି। ଫଳରେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି...
ଅଗଷ୍ଟ ୮ରୁ ୧୧ – ୪ ଦିନ ସଟଡାଉନ ରହିବ ବଲାଙ୍ଗିର
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ଜିଲ୍ଲାରେ ୪ ଦିନିଆ ସଟଡାଉନ ଘୋଷଣା କରାଯାଇଛି। ଅଗଷ୍ଟ ୮ ତାରିଖରୁ ୧୧ ତାରିଖ ଯାଏଁ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ ରହିବ। ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ନିଷ୍ପତ୍ତି...
ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୦ ଆକ୍ରାନ୍ତ – ମୃତ୍ୟୁସଂଖ୍ୟା ୨୩୫କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୧୦ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩, ସୁନ୍ଦରଗଡ଼ରୁ ୨ ଜଣ ଅଛନ୍ତି।
ଗଞ୍ଜାମର ୩ ଜଣ ୫୨, ୪୦, ୫୫...
ଓଡ଼ିଶାରେ କରୋନାର ଲମ୍ବଡିଆଁ – ଗୋଟିଏ ଦିନରେ ୧୬୯୯ ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ସର୍ବାଧିକ ୧୬୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୭୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ୬୨୬...
ଦେଶରେ ୪୦ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି ଘଟିଛି। ଗୋଟିଏ ଦିନରେ ୫୬ ହଜାର ୨୮୨ ଆକ୍ରାନ୍ତ ହୋଇଥିଲା ବେଳେ ୯୦୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ...
କୋଣାର୍କରୁ ଆସିଲା ଅଭାବନୀୟ ଚିତ୍ର – ଶବକୁ ମିଳିଲାନି ଚାରି କାନ୍ଧ, କରୋନା ଭୟରେ ଆସିଲେନି ସମ୍ପର୍କୀୟ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): କୋଭିଡ୍ ସଙ୍କଟ ଭିତରେ କୋଣାର୍କରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋଣାର୍କ ଅଧୀନସ୍ଥ ମାଙ୍କଡ଼ ଗୋରଡି ଗ୍ରାମର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କୁ ଚାରି...
ନୟାଗଡ଼ରେ ପୁଣି ୬୦ ପଜିଟିଭ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ରେ ପୁଣି ୬୦ ଜଣ ପଜିଟିଭ ଚିହ୍ନଟ ପରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୭୭୯ରେ ପହଞ୍ଚିଛି। ଅଗଷ୍ଟ ୫ ତାରିଖର ସମସ୍ତ ୬୦ ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।...





















