ବଢ଼ୁଛି କୋଭିଡ ସଂକ୍ରମଣ : ରାଜ୍ୟ ପାଇଁ ଆଗାମୀ ଦୁଇମାସ ବହୁତ ଗୁରୁତ୍ଵପୂର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଗକୁ ସଂକ୍ରମଣ ହାର ଆହୁରି ବଢ଼ିବ। ଅନ୍ୟ ଦେଶଗୁଡ଼ିରେ ଯେଉଁଭଳି ଭାବେ ସ୍ଥିତି ରହିଛି ସେହି ଅନୁପାତରେ ଓଡ଼ିଶାରେ ସଂକ୍ରମଣ...
ରାଜ୍ୟରେ ୩୫ ହଜାର ଟପିଲା ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୪ ଘଣ୍ଟାରେ ରାଜ୍ୟରୁ ୮,୭୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ
ଖୋର୍ଦ୍ଧାରୁ ସର୍ବାଧିକ ୨,୬୧୫ ଜଣ ଓ ସୁନ୍ଦରଗଡ଼ରୁ ୧,୨୫୨ ଜଣ
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ଷୀପ୍ର ବେଗରେ ବଢ଼ିବାରେ...
ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା – କହିଲେ ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ, ଆମକୁ ସତର୍କ ରହିବାକୁ ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିକାକରଣକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ
ଜନସାଧାରଣଙ୍କୁ କୋଭିଡ୍ ନିୟମ ପାଳିବାକୁ ନବୀନଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିଥିଲେ। ଏହି...
ରାଜ୍ୟରେ ୭ ହଜାର ଟପିଲା କରୋନା : ଖୋର୍ଦ୍ଧା ପରେ ରହିଛି ସୁନ୍ଦରଗଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ହଜାର ୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ସର୍ବାଧିକ ୨...
ନୂଆ କୋଭିଡ ଗାଇଡଲାଇନ୍ : ବିଦେଶରୁ ଫେରୁଥିଲେ କ’ଣ କରିବାକୁ ପଡ଼ିବ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଦୈନିକ ସଂକ୍ରମଣ ହାର ବଢ଼ୁଥିବାରୁ ସରକାରଙ୍କ ପକ୍ଷରୁ କୋଭିଡ ନିୟକୁ କଡ଼ାକଡ଼ି କରାଯାଇଛି। କରୋନାର ତୃତୀୟ ଲହର ଆସିଥିବାରୁ ସରକାର ନୂଆ ଗାଇଡ଼ଲାଇନସ୍ ଜାରି କରିଛନ୍ତି। ବିମାନଯାତ୍ରୀଙ୍କ ପାଇଁ ଏହି...
କରୋନା ଟେନସନ : ହୋମ ଆଇସୋଲେସନରେ କେମିତି ନେବେ ନିଜର ଯତ୍ନ ?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ପୂର୍ବ ଭ୍ୟାରିଏଣ୍ଟ ଡେଲ୍ଟା ପରି କ୍ଷତିକାରକ ହୋଇନଥିବେଲେ ମଧ୍ୟ ଏହା ଦ୍ରୁତ ସଂକ୍ରମକ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଅଣାୟତ...
ଓଡ଼ିଶାରେ ଶହେ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରୁ ଆଉ ୨୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୮ ଜଣ ଦେଶ ବାହାରୁ ଆସିଥିବା ବେଳେ ୨ ଜଣ ଆକ୍ରାନ୍ତ ରାଜ୍ୟ ବାହାରୁ ଓଡ଼ିଶାକୁ ଫେରିଛନ୍ତି। ବାକି...
ବୁଷ୍ଟର ଡୋଜର ଆବଶ୍ୟକତା କାହିଁକି ପଡ଼ିଲା ?
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ମୁକାବିଲା ପାଇଁ ଦେଶରେ ଟିକାକରଣ ଚାଲୁ ରହିଛି। କୋଭିଡ ଭ୍ୟାକ୍ସିନ ଦେବାର କିଛି ମାସ ପରେ ମଣିଷ ଦେହର ଇମ୍ୟୁନିଟି ପାଓ୍ଵାର କମିକାବୁ ଲାଗିଥାଏ। ତେଣୁ କୋଭିଡକୁ ମାତ ଦେବା...
ଆରମ୍ଭ ହେଲା ‘ପ୍ରିକସନ’ ଡୋଜ : ରାଜ୍ୟରେ ୧୭ ଲକ୍ଷ ସ୍ଵାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଜଣ ନେବେ ବୁଷ୍ଟର ଡୋଜ
ଦ୍ଵିତୀୟ ଡୋଜ ଟିକାକରଣର ୯ ମାସ ପରେ ବୁଷ୍ଟର ଡୋଜ
୩ ହଜାର ୬୧୬ଟି...
ଜାନୁଆରି ଶେଷ ବେଳକୁ ଓଡ଼ିଶାରେ ଶୀର୍ଷ ଛୁଇଁପାରେ କରୋନା ସଂକ୍ରମଣ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କରୋନା ସଂକ୍ରମଣର ସ୍ଥିତି ଏବେ ଭୟାନକ ରହିଛି। ରାଜ୍ୟରୁ ଦୈନିକ ହଜାର ହଜାର ସଂଖ୍ୟାରେ କରୋନା ପଜିଟିଭ୍ ବାହାରୁଛନ୍ତି। ତେଣୁ ଜାନୁଆରି ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁବାର...



















