ରାଜ୍ୟରେ ୨୯ ଜଣ ବିଏସ୍ଏଫ୍ ଯବାନ କରୋନା ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ୨୯ ଜଣ ବିଏସ୍ଏଫ୍ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଯବାନ ମାଲକାନଗିରିର ବୋଲି ଜଣାପଡ଼ିଛି। ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଆଜି ମାଲକାନଗିରିରୁ ଚିହ୍ନଟ...
କରୋନାରେ ଗଲା ଆଉ ଦୁଇ ଜୀବନ – ଉଭୟ ଗଞ୍ଜାମ ଜିଲ୍ଲାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ଗଞ୍ଜାମ ଜିଲ୍ଲାର। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ...
ରାଜ୍ୟରେ ପୁଣି ୨୦୬ ନୂଆ କରୋନା ପଜିଟିଭ୍, ମାଲକାନଗିରିରେ ସର୍ବାଧିକ
ଓଡିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରେ ପୁଣି ୨୦୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୨ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୪ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
ଗତ ୨୪...
ଚୀନ କହିଲା ୫୦ ପ୍ରତିଶତ ବେପାର କମିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ପକ୍ଷରୁ ଚୀନର ୫୯ଟି ଆପକୁ ବ୍ୟାନ କରାଯାଇଥିବା ବେଳେ ଇତି ମଧ୍ୟରେ ଡ୍ରାଗନ କହିଛି ଯେ 'ବୟକଟ ଚୀନ' ଯୋଗୁଁ ବେପାର ବଣିଜ ତିରିଶିରୁ ପଚାଶ ପ୍ରତିଶତ ପର୍ଯ୍ୟନ୍ତ...
ସିପ୍ଲା ବି ଆଣୁଛି କରୋନା ବଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଏକ ଆଣ୍ଟି ଭାଇରାଲ ଔଷଧ ବଜାରକୁ ଆସିବ। ଏଥର ଦେଶର ଅନ୍ୟତମ ବଡ଼ ଫାର୍ମା କମ୍ପାନି ସିପ୍ଲାର ପାଳି। ରେମଡେସିଭିର ମୂଳ ଔଷଧକୁ ଭିତ୍ତି କରି ସିପ୍ଲା କମ୍ପାନି ଏହି...
ନୟାଗଡ଼ରେ କରୋନା ପଜିଟିଭ୍ ସଂଖ୍ୟ ୧୪୭
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ଡାକ୍ତର, ୨ ନର୍ସଙ୍କ ସମେତ ୧୨୦ ସୁସ୍ଥ
ସୁସ୍ଥ ତାଲିକାରେ ଅଳଙ୍କାର ବ୍ୟବସାୟୀ ଓ ପୋଲିସ୍ କର୍ମଚାରୀ
ନୟାଗଡ଼ ଜିଲ୍ଲାରେ ନିୟମିତ ବ୍ୟବଧାନରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଆଜି...
ଅନଲକ୍-୨ ଗାଇଡ୍ଲାଇନ୍: ରାତି ୧୦ଟାରୁ ସକାଳ ୫ଟା କର୍ଫ୍ୟୁ, ଜୁଲାଇ ୩୧ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ
ଓଡିଶାଲାଇଭ ବ୍ୟୁରୋ
କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଛି ଅନ୍ଲକ୍-୨ ଗାଇଡ୍ଲାଇନ୍। ଏହି ଗାଇଡ୍ଲାଇନ୍ ଜୁଲାଇ ୧ରୁ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁନ୍ ପହିଲାରୁ କେନ୍ଦ୍ର ସରକାର ଅନଲକ୍-୧ ଜାରି କରିଥିଲେ।
ରାତି...
ଆଠଗଡ଼ ଏସ୍ଡିପିଓଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କୁ କରୋନା
ଓଡିଶାଲାଇଭ ବ୍ୟୁରୋ
କଟକ ଜିଲ୍ଲାରେ ଗତକାଲି ଜଣେ ପୋଲିସ ଆଇଆଇସି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଜଣେ ଡିଏସ୍ପିଙ୍କ ନମୁନା ପଜିଟିଭ୍ ଆସିଛି। ଏହାସହ ୫ ଜଣ ପୋଲିସ କର୍ମଚାରୀ ମଧ୍ୟ...
ଓଡ଼ିଶାରେ ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ିବ କି କରୋନା କଟକଣା?
ଓଡିଶାଲାଇଭ ବ୍ୟୁରୋ
ଜୁଲାଇ ୧ରୁ ରାଜ୍ୟ ସରକାର କ’ଣ ନୂଆ ନିୟମ ଆଣିବେ?
ଆସନ୍ତାକାଲି ଜୁନ୍ ୩୦। ଅନଲକ୍-୧ ପ୍ରକ୍ରିୟାରେ ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ପାଇଁ ଯେଉଁ କଟକଣା ଜାରି କରିଥିଲେ ତାହା...
କଟକ କ୍ୟାନସର ହସ୍ପିଟାଲରେ ପୁଣି ୬ ପଜିଟିଭ୍ – ୪ ଜଣ କ୍ୟାନସର ରୋଗୀ ସଂକ୍ରମିତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିହ୍ନଟ ହେଲେ ଆଉ ୬ ଜଣ କରୋନା ପଜିଟିଭ୍। ଏହାକୁ ମିଶାଇ ଏହି ହସ୍ପିଟାଲରୁ ବର୍ତ୍ତମାନ ସୁଦ୍ଧା ୯ ଜଣ କରୋନା ସଂକ୍ରମିତ...





















