ପ୍ରବାସୀ ଶ୍ରମିକଙ୍କ ଦୁଃଖ ଶୁଣିଲେ ରାହୁଲ, ସେଆର କଲେ ଭିଡିଓ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀର ସୁଖଦେବ ବିହାର ଓଭରବ୍ରିଜରେ ଥିବା କିଛି ପ୍ରବାସୀ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧୀ। “୧୨୦ କିଲୋମିଟର ଚାଲି ଚାଲି ଆସିଲିଣି। ରାତିରେ ରହୁଛି ସକାଳୁ ପୁଣି ଚାଲୁଛି। ଚାଲିବାକୁ...

ଲକଡାଉ୍‌ନ – ୮୦ କିଲୋମିଟର ଚାଲି ଚାଲି ବର ଘରେ ପହଞ୍ଚିଲେ କନ୍ୟା, ମନ୍ଦିରରେ ହେଲା ବାହାଘର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକଡାଉନ୍ ପାଇଁ ବାରମ୍ବାର ବିବାହ ସ୍ଥଗିତ ରହୁଥିବାରୁ ୮୦ କିଲୋମିଟର ପାଦରେ ଚାଲି ଚାଲି ବରର ଗାଁରେ ପହଞ୍ଚିଲେ କନ୍ୟା। ମନ୍ଦିରର କଲେ ବିବାହ। କରୋନା ପାଇଁ ଦେଶରେ ଲାଗୁ ହୋଇଥିବା...

ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ ଛୁଇଁଲା କରୋନା ଭାଇରସ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଓଡ଼ିଶାର ୨୪ ଜିଲ୍ଲାରେ ନିଜର କାୟା ବୃଦ୍ଧି କରିବା ପରେ ଏବେ ଆଉ ଦୁଇଟି ଜିଲ୍ଲାକୁ ଲମ୍ପ ମାରିଛି କରୋନା ଭାଇରସ। ଶନିବାର ପ୍ରଥମ କରି ନବରଙ୍ଗପୁର ଓ ଗଜପତି...

ରାଜ୍ୟରେ ପୁଣି ୮୦ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ଶନିବାର ଓଡ଼ିଶାରେ ଆଉ ୮୦ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ଝାରସୁଗୁଡ଼ାରେ ଚିହ୍ନଟ ହେଲେ ୨ ପଜିଟିଭ୍, ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବର୍ଷକର ଶିଶୁକନ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଝାରସୁଗୁଡ଼ା ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ୨ କରୋନା ପଜିଟିଭ୍। ଏନେଇ ଜିଲ୍ଲାପାଳ ସରୋଜ କୁମାର ସାମଲ ଟୁଇଟ୍ କରି ସୂଚନା ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ ଏହି...
Coronavirus - Elmshorn

ସୁନ୍ଦରଗଡ଼ରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ରେ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ। ସଙ୍ଗରୋଧ କେନ୍ଦ୍ରରେ ଏହି ୫ ଜଣ ଥିଲେ। ତାମିଲନାଡୁରୁ ଏମାନେ ଆସିଥିଲେ। ଏମାନଙ୍କ ଭିତରେ ୨ ଜଣ ମହିଳା ଥିବା ବେଳେ...

ଲକ୍‌ଡାଉନକୁ ନେଇ ତେଜିଲା ରାଜନୀତି – ମୋଦୀ ସରକାରଙ୍କୁ ଘେରିବା ପାଇଁ ସଜବାଜ ହେଲେ ବିରୋଧୀ ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ନେତୃତ୍ୱରେ ମୋଦୀ ସରକାରଙ୍କୁ ଘେରିବା ପାଇଁ ଭିଡିଓ କନଫରେନ୍ସିଂରେ ଏକାଠି ହେଲେ ୨୦ରୁ ଅଧିକ ବିରୋଧୀ ଦଳ। କୋହଳ ହେଲା ଲକ୍‌ଡାଉନ୍‌। ତେଜିଲା ରାଜନୀତି। କରୋନା ଲକ୍‌ଡାଉନ୍‌କୁ ନେଇ ମୋଦୀ ସରକାରଙ୍କୁ...

ଝାରସୁଗୁଡ଼ାରେ ଜଣେ ୫ବର୍ଷର ବାଳକ କରୋନା ପଜିଟିଭ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ମଙ୍ଗଳବଜାରର ୫ ଜଣେ ବର୍ଷର ଶିଶୁପୁତ୍ର। ବାହାର ରାଜ୍ୟରୁ ଆସି ପରିବାର ସହ ହୋମ୍‌ କ୍ଵାରେଣ୍ଟିନ୍‌ରେ ଥିଲେ।...

୯୫ ବର୍ଷ ବୟସରେ କରୋନାକୁ ପରାସ୍ତ କରି ଦେଶରେ ରେକର୍ଡ କଲେ ମହିଳା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ କରୋନା ଭାଇରସରେ ସବୁଠୁ ଅଧିକ ପ୍ରଭାବିତ ଇନ୍ଦୋରରେ ଜଣେ ୯୫ ବର୍ଷୀୟା ମହିଳା କରୋନାକୁ ମାତ୍‌ ଦେଇଛନ୍ତି। ହସ୍ପିଟାଲରେ ୧୧ ଦିନର ଚିକିତ୍ସା ପରେ ସେ କୋଭିଡ -୧୯କୁ ପରାସ୍ତ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ବର୍ତ୍ତମାନ ରାଜ୍ୟରେ ୪୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ...