ବଲିଉଡରେ କରୋନା ମାଡ଼ – ରିଲିଜ୍ ନହୋଇ କ୍ଷତି ସହିବେ ଅନେକ ଫିଲ୍ମ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
ବଲିଉଡରେ କରୋନାର ପ୍ରଭାବ ପଡ଼ିଛି। ଅନେକ ଫିଲ୍ମ ରିଲିଜ ହୋଇନଥିଲେ ସୁଦ୍ଧା ଏଥିପାଇଁ କ୍ଷତି ସହିବେ।
କରୋନା ଯୋଗୁଁ ବଲିଉଡକୁ ମଧ୍ୟ ବହୁ କ୍ଷତି ସହିବାକୁ ପଡ଼ିଛି। କରୋନା ସଂକ୍ରମଣ ଆଶଙ୍କାରେ...
ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସମ୍ମିଳନୀକୁ ନେଇ ବଢ଼ିଲା ଚିନ୍ତା – ଓଡ଼ିଶାରୁ ଆଉ ତିନି ଠାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ଦ୍ୱିତୀୟ ସପ୍ତାରେ ଦିଲ୍ଲୀର ନିଜାମୁଦ୍ଦିନଠାରେ ହୋଇଥିବା ଧର୍ମସମ୍ମିଳନୀକୁ ନେଇ ଚିନ୍ତା ବଢ଼ିଛି। ଏହି ସମ୍ମିଳନୀରେ କେଉଁ ରାଜ୍ୟରୁ କିଏ ଯୋଗ ଦେଇଥିଲେ ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଗତକାଲି...
କରୋନା ପାଇଁ ସବୁ ଧାର୍ମିକ ଅନୁଷ୍ଠାନ ନିଜର ୮୦ ପ୍ରତିଶତ ସମ୍ପତ୍ତି ଦାନ କରନ୍ତୁ, ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଚିଠି...
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଡେରାଡୁନର ୧୫ ବର୍ଷୀୟ ଯୁବକ ଅଭିନବ କୁମାର ଶର୍ମା।
କରୋନା ପାଇଁ ଏବେ ସାରା ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ୨୧ ଦିନ ପାଇଁ...
କରୋନା ମୁକାବିଲା – ଅଧିକ ଟେଷ୍ଟିଂ କିଟ୍ ଯୋଗାଇ ଦେବାକୁ କେନ୍ଦ୍ର ପାଖରେ ଦାବି କଲା ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କଲେ କେନ୍ଦ୍ର କ୍ୟାବିନେଟ୍ ସଚିବ।
କରୋନା ମୁକାବିଲା ନେଇ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜ୍ୟ ସରକାରଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ...
ଲକ୍ଡାଉନ୍: ଏପ୍ରିଲ ୧୫କୁ ଘୁଞ୍ଚିଲା ଅମରନାଥ ଯାତ୍ରା ପାଇଁ ରେଜିଷ୍ଟ୍ରେସନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଜୁନ୍ ୨୩ଠାରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ୧ ଏପ୍ରିଲରୁ ଆରମ୍ଭ ହେବାର ଥିଲା।...
ଲକଡାଉନ୍ ଯୋଗୁ କର୍ଣ୍ଣାଟକରେ ଫସିଲେ ଓଡ଼ିଆ ଶ୍ରମିକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) :ଲକଡାଉନ୍ ସମୟରେ କର୍ଣ୍ଣାଟକରେ ଫସିଲେ ଓଡ଼ିଆ ଦାଦନ ଶ୍ରମିକ। ଓଡ଼ିଶାର ଦକ୍ଷିଣାଞ୍ଚଳ ଜିଲ୍ଲାର ଦଶରୁ ଅଧିକ ଶ୍ରମିକ ଲକଡାଉନ୍ ଯୋଗୁ ଭୋକଉପାସରେ କର୍ଣ୍ଣାଟକରେ ଫସିରହିଛନ୍ତି।
ଓଡ଼ିଶାର...
କରୋନା ଭାଇରସ: ହୋମ୍ ଫୁଡ୍ ଡେଲିଭରି କେତେ ସୁରକ୍ଷିତ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ମହାମାରୀ କରୋନା ଭାଇରସ ବ୍ୟାପିବା ପରେ ପ୍ରାୟ ସବୁ ଦେଶ ବନ୍ଦ ହୋଇଯାଇଛି। ବିଶ୍ୱର ପ୍ରାୟ ଦେଶଗୁଡ଼ିକ ତାଲା ପକାଇବାକୁ ଘୋଷଣା କରିଛନ୍ତି ତ କେତେକ ଦେଶରେ କର୍ଫ୍ୟୁ ଲାଗୁ...
କରୋନା ପାଇଁ କୋରାପୁଟ ଜିଲ୍ଲା ପ୍ରସ୍ତୁତ – ଗଠନ ହେଲା ୨୪୪ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଜୟପୁର: କରୋନା ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ଏବେ ପ୍ରସ୍ତୁତ। ପ୍ରଶାସନ ପକ୍ଷରୁ ଏଠାରେ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ୨୪୪ ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗଠନ କରାଯାଇଛି।
ଜିଲ୍ଲାର ୨୪୦...
ଦୁବାଇରୁ ଆସିଥିଲେ ଓଡ଼ିଶାର ଚତୁର୍ଥ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଏବେ ଆଇସୋଲେସନରେ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଚତୁର୍ଥ ଆକ୍ରାନ୍ତଙ୍କ ଘର ଭଦ୍ରକ ଜିଲ୍ଲାରେ। ସେ...
କରୋନା କବଳରେ ଭାରତ – ୧୩୯୭ ଜଣ ଆକ୍ରାନ୍ତ, ୩୫ ମୃତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତବର୍ଷରେ କରୋନା ଭାଇରସ ନିଜର ବଂଶ ବିସ୍ତାର କରୁଥିବା ଦେଖିବାକୁ ମିଳିଛି। ବୁଧବାର ସୁଦ୍ଧା ଦେଶରେ ମୋଟ ୧୩୯୭ ଜଣ ଲୋକ କରୋନାରେ ଆକ୍ରାନ୍ତ ହେବା ସହିତ ୩୫ ଜଣ...





















