ନିଜାମୁଦ୍ଦିନ ଧର୍ମ ସମ୍ମିଳନୀରେ କେନ୍ଦ୍ରାପଡ଼ାର ଦୁଇ ଜଣ – ଜଣେ ଦିଲ୍ଲୀରେ କ୍ୱାରେଣ୍ଟାଇନରେ, ଆଉ ଜଣେ ନିଜ ଘରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଦିଲ୍ଲୀର ନିଜାମୁଦ୍ଦିନଠାରେ ହେଉଥିବା ମୁସଲମାନମାନଙ୍କ ଧର୍ମ ସମ୍ମିଳନୀରେ ଯୋଗଦେଇଥିବା ଅନେକ ଭକ୍ତ ଏବେ କରୋନାରେ ଆକ୍ରାନ୍ତ। ଏହାର ଚେର ଦେଶରୁ ବିଦେଶ ଯାଏଁ ବ୍ୟାପିଛି। ଏହି ସମ୍ମିଳନୀରେ...

ଆଇଏଏସ୍‌, ଆଇପିଏସ୍‌ଙ୍କୁ ଅଧା ଦରମା – ମୁଖ୍ୟମନ୍ତ୍ରୀ ଓ ବିଧାୟକମାନଙ୍କୁ ମିଳିବ ୩୦ ପ୍ରତିଶତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନେତା, ଅଫିସରଙ୍କ ଦରମା ବାବଦରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଇଏଏସ୍‌, ଆଇପିଏସ୍‌, ଆଇଏଫଏସ୍‌ ଅଫିସରଙ୍କୁ ଅଧା ଦରମା ମିଳିବ ବୋଲି...

ଗୀତ ଗାଇ କରୋନା ସଚେତନ କରାଇଲେ କ୍ରିକେଟର ଡ୍ଵେନ୍ ବ୍ରାଭୋ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗୀତ ଗାଇ କରୋନା ସଚେତନତା କରାଇଲେ ଓ୍ଵେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଡ୍ଵେନ୍‌ ବ୍ରାଭୋ। ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ "ଓ୍ଵି ନଟ୍‌ ଗିଭିଂ ଅପ" ନାମରେ ସେ ଗୀତ ରିଲିଜ୍ କରିଛନ୍ତି। ଏହି...

ଲୋକଙ୍କୁ ଦାୟୀ କଲେ କେନ୍ଦ୍ର ସରକାର – କହିଲେ, ‘‘ମିଳୁନି ସହଯୋଗ, ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା’’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ କରୋନାକୁ ନେଇ ଅନେକ ଗୁଜବ ଗୁଜବ ଦୂର କରୁଛନ୍ତି ସରକାର ଲକ୍‌ଡାଉନକୁ ମିଳୁନି ଜନସମର୍ଥନ ବିନା ସହଯୋଗରେ ଯୁଦ୍ଧ...

କରୋନାର ତାଜା ସୂଚନା ଦେଲେ ରାଜ୍ୟ ସରକାର – ‘‘ଆସନ୍ତା ୧୫ ଦିନ ଗୁରୁତ୍ୱପୂର୍ଣ୍ଣ, ସଜାଗ ରହନ୍ତୁ’’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦେଶରୁ ଦେଶକୁ ବ୍ୟାପି ଚାଲିଛି କରୋନା। ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏବେ ବିଭିନ୍ନ ଦେଶରେ ଅଣାୟତ୍ତ ହୋଇପଡ଼ିଛି। କରୋନାର ତାଜା ସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କ’ଣ...

ଏସସିବି ମେଡିକାଲରେ ହେବ କରୋନା ନମୁନା ପରୀକ୍ଷା, ଅନୁମତି ଦେଲା ଆଇସିଏମଆର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଏଣିକି କଟକ ଏସ୍‌ସିବି ମେଡିକାଲ କଲେଜରେ ହୋଇପାରିବ କରୋନା ପରୀକ୍ଷା। ଏସ୍‌ସିବି ମେଡିକାଲ କଲେଜରେ କରୋନା ନମୁନା ପରୀକ୍ଷା ପାଇଁ ଆଇସିଏମଆର ଅନୁମତି ଦେଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର...

କରୋନା ଯୁଦ୍ଧ – ମହାରାଷ୍ଟ୍ର ସରକାରଙ୍କୁ ସହାୟତାର ହାତ ବଢ଼ାଇଲେ ଲତା ମଙ୍ଗେସକର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ସହ ଦେଶ ଯେଉଁ ଯୁଦ୍ଧ କରୁଛି ସେଥିରେ ବଲିଉଡର ଜଣକ ପରେ ଜଣେ ଷ୍ଟାର ସହାୟତାର ହାତ ବଢ଼ାଉଛନ୍ତି। ଏମାନେ ନିଜ ପ୍ରଶଂସକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେବା...

ଲକ୍‌ଡାଉନ୍‌ ନିୟମ ଭାଙ୍ଗି ଫସିଲେ ୧୯୮ ଜଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜରୁରୀ କାମ ଥିଲେ ଘରୁ ବାହାର, ନହେଲେ ଘରେ ରୁହ ବୋଲି ଉଭୟ କେନ୍ଦ୍ର...
supremecourt

କରୋନା ପାଇଁ ବିଶେଷଜ୍ଞ ଟିମ ଗଠନ କର, କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ଏକ ବିଶେଷଜ୍ଞ ଟିମ୍ ଗଠନ କରିବାକୁ କେନ୍ଦ୍ର ସରକାଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ। ଆଜି ସୁପ୍ରିମ କୋର୍ଟ ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କୁ...

ପନ୍ଦର ଦିନ ଭିତରେ ଦୁଇ ଥର ଗ୍ୟାସ ବୁକିଂ ହୋଇ ପାରିବନି – ଇଣ୍ଡିଆନ ଅଏଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ ଯୋଗୁଁ ରନ୍ଧନ ଗ୍ୟାସ ଉପରେ ପଡୁଥିବା ମାଡ଼କୁ ଦୃଷ୍ଟିରେ ରଖି ଦେଶର ବୃହତ୍ତମ ତୈଳ କମ୍ପାନି ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି ଯେ, ଗ୍ରାହକମାନେ ପନ୍ଦର ଦିନ ଭିତରେ...