ଓଡ଼ିଶାରେ ୪ କରୋନା ପଜିଟିଭ୍ – କେଉଁ ଆକ୍ରାନ୍ତ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଦୁବାଇରୁ ଭାୟା କୋଲକାତା ହୋଇ ଭଦ୍ରକ ଆସିଥିବା ଏହି ୨୯ ବର୍ଷିୟ ଯୁବକ ଜଣକ କରୋନା କବଳରେ ପଡ଼ିଥିବା ରାଜ୍ୟ ସରକାର...

୨୪ ଘଣ୍ଟାର କରୋନା ରିପୋର୍ଟ ଦେଲେ ରାଜ୍ୟ ସରକାର – ଓଡ଼ିଶାରେ ୬୧୦ ନମୁନାରୁ ୪ ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଓଡ଼ିଶାରେ କରୋନା ସ୍ଥିତି ସମ୍ପର୍କରେ ବୁଧବାର ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ବିଶ୍ୱ ଓ ଦେଶରେ କରୋନାର ସ୍ଥିତି ସାରା ବିଶ୍ୱର ୨୦୩ ଦେଶରେ କୋରନା ବ୍ୟାପିଛି। ବିଶ୍ୱରେ ଆକ୍ରାନ୍ତଙ୍କ...

ଲକ୍‌ଡାଉନ୍‌ ପାଇଁ ଘରକୁ ଚାଲି ଚାଲି ଫେରୁଥିଲେ, ହେଲେ ବାଟରେ ଚାଲିଗଲା ଜୀବନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ‘‘ମୋ’ ଛାତିରେ ଯନ୍ତ୍ରଣା ହେଉଛି, ଯଦି ମତେ ନେବା ପାଇଁ ଆସି ପାରିବ ତ ଆସ।’’ ଏହା ହେଉଛି ଦିଲ୍ଲୀରୁ ଆଗ୍ରା ଅଭିମୁଖେ ନିଜ ଘରକୁ ଯାଉଥିବା ବେଳେ ରଣବୀରଙ୍କ...

ହୋମ କ୍ଵାରେଣ୍ଟାଇନରେ ଥିଲେ ଏହି ୭ଟି ଦିଗ ଉପରେ ଧ୍ୟାନ ଦିଅନ୍ତୁ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସାରା ବିଶ୍ଵରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ। କରୋନାକୁ ନେଇ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି। କରୋନା ଲକ୍ଷଣ ଦେଖାଗଲେ କିମ୍ବା କରୋନା ସଂକ୍ରମିତ ସ୍ଥାନରୁ ଫେରିଥିଲେ ୧୪ଦିନ...

କରୋନା ପରୀକ୍ଷା – କେନ୍ଦ୍ରାପଡ଼ା ଜିଲ୍ଲାରୁ ଗଲା ୩୪ ଜଣଙ୍କ ରକ୍ତ ନମୁନା ଓ ସ୍ୱାବ୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ନିଜାମୁଦ୍ଦିନ ଫେରନ୍ତା ମୌଲବୀଙ୍କର ନମୁନା ପଠାଗଲା। ୩୪ ନମୁନାରୁ ୨ ରିପୋର୍ଟ ନେଗେଟିଭ୍। କେନ୍ଦ୍ରାପଡ଼ା: ଦିଲ୍ଲୀର ନିଜାମୁଦ୍ଦିନ ଧର୍ମ ସମ୍ମିଳନୀରୁ ଫେରିଥିବା କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ଜଣେ ମୌଲବୀଙ୍କ ରକ୍ତ...
corona-virus-test

ଓଡ଼ିଶାର ଚତୁର୍ଥ କରୋନା ଆକ୍ରାନ୍ତ – ଜାଣନ୍ତୁ, ଦୁବାଇରୁ ଭଦ୍ରକ ପୂରା ଗସ୍ତ ବିବରଣୀ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ପ୍ରଥମେ ବିମାନ ଯୋଗେ ଦୁବାଇରୁ କୋଲକାତା। ଏହାପରେ ହାୱଡ଼ାରୁ ଟ୍ରେନ୍ ଯୋଗେ ଓଡ଼ିଶାରେ ପହଞ୍ଚିଥିଲେ ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ। ଏନେଇ ବୁଧବାର ବିସ୍ତୃତ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ...

କେଜରିୱାଲଙ୍କ ବଡ଼ ଘୋଷଣା – କରୋନା ପାଇଁ କୌଣସି ସ୍ୱାସ୍ଥ୍ୟକର୍ମୀ ପ୍ରାଣ ହରାଇଲେ ଦିଆଯିବ ୧ କୋଟି ଟଙ୍କା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର କରୋନାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଦିଲ୍ଲୀର କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ...

ବଲିଉଡରେ କରୋନା ମାଡ଼ – ରିଲିଜ୍ ନହୋଇ କ୍ଷତି ସହିବେ ଅନେକ ଫିଲ୍ମ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ବଲିଉଡରେ କରୋନାର ପ୍ରଭାବ ପଡ଼ିଛି। ଅନେକ ଫିଲ୍ମ ରିଲିଜ ହୋଇନଥିଲେ ସୁଦ୍ଧା ଏଥିପାଇଁ କ୍ଷତି ସହିବେ। କରୋନା ଯୋଗୁଁ ବଲିଉଡକୁ ମଧ୍ୟ ବହୁ କ୍ଷତି ସହିବାକୁ ପଡ଼ିଛି। କରୋନା ସଂକ୍ରମଣ ଆଶଙ୍କାରେ...

ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସମ୍ମିଳନୀକୁ ନେଇ ବଢ଼ିଲା ଚିନ୍ତା – ଓଡ଼ିଶାରୁ ଆଉ ତିନି ଠାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ଦ୍ୱିତୀୟ ସପ୍ତାରେ ଦିଲ୍ଲୀର ନିଜାମୁଦ୍ଦିନଠାରେ ହୋଇଥିବା ଧର୍ମସମ୍ମିଳନୀକୁ ନେଇ ଚିନ୍ତା ବଢ଼ିଛି। ଏହି ସମ୍ମିଳନୀରେ କେଉଁ ରାଜ୍ୟରୁ କିଏ ଯୋଗ ଦେଇଥିଲେ ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଗତକାଲି...

କରୋନା ପାଇଁ ସବୁ ଧାର୍ମିକ ଅନୁଷ୍ଠାନ ନିଜର ୮୦ ପ୍ରତିଶତ ସମ୍ପତ୍ତି ଦାନ କରନ୍ତୁ, ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଚିଠି...

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଡେରାଡୁନର ୧୫ ବର୍ଷୀୟ ଯୁବକ ଅଭିନବ କୁମାର ଶର୍ମା। କରୋନା ପାଇଁ ଏବେ ସାରା ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ୨୧ ଦିନ ପାଇଁ...