କରୋନା ପାଇଁ ସେଲିବ୍ରିଟିଙ୍କ ସହାୟତା – କିଏ ଦେଲେ କେତେ ଟଙ୍କା?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ପାଇଁ ଏକତ୍ରିତ ହୋଇଛି ସାରାଦେଶ। କରୋନାର ମୁକାବିଲା ପାଇଁ ସହାୟତାର ହାତ ବଢ଼େଇଛନ୍ତି ସେଲିବ୍ରିଟି। ଦେଶର ସୁରକ୍ଷାରେ ସରକାରଙ୍କୁ ସହାୟତା କରିବା ପାଇଁ ଅର୍ଥଦାନ କରୁଛନ୍ତି ସେମାନେ। ଏହି...

କେନ୍ଦ୍ରର କଡ଼ା ନିର୍ଦ୍ଦେଶ – ସିଲ୍ ହେବ ରାଜ୍ୟ ଓ ଜିଲ୍ଲାର ସମସ୍ତ ସୀମା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ସମସ୍ତ ରାଜ୍ୟର ସୀମା ସିଲ୍ ହେବ। ଫଳରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଲୋକମାନେ ଯିବା ଆସିବା କରିପାରିବେ ନାହିଁ। କେବଳ ସେତିକି ନୁହେଁ ରାଜ୍ୟ ଭିତରେ ଥିବା...

ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା – ମହାମାରୀ ବେଳେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବଡ଼ଦାଣ୍ଡକୁ ଆସନ୍ତି ‘ବାଡ଼ିନୃସିଂହ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯେତେବେଳେ ମହାମାରୀ ପଡ଼ିଛି ସେତେବେଳେ ବାଡ଼ିନୃସିଂହ ଶ୍ରୀମନ୍ଦିରରୁ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ବଡ଼ଦାଣ୍ଡକୁ ଓହ୍ଲାଇଥିବା ଗବେଷକମାନେ କହନ୍ତି। ଶ୍ରୀମନ୍ଦିରରୁ ପୁରୀ ବଡ଼ଦାଣ୍ଡକୁ ଓହ୍ଲାଇଲେ ବାଡ଼ିନୃସିଂହ। ମହାପ୍ରଭୁ ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ନେଇ ବାଡ଼ିନୃସିଂହ ବିମାନରେ...

୨୦୦୭ରେ ଜିତାଇଥିଲେ ଟି-୨୦ ବିଶ୍ଵକପ : ଏବେ କରୋନାକୁ ନେଇ କରାଉଛନ୍ତି ସଚେତନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତକୁ ଟି -୨୦ ବିଶ୍ୱକପ ଜିତାଇଥିବା ଯୋଗୀନ୍ଦିର ଶର୍ମା ବର୍ତ୍ତମାନ ଲୋକଙ୍କୁ କରୋନାଠାରୁ ରକ୍ଷା କରୁଛନ୍ତି। ଭାରତରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ସଚେତନ...

ଲକଡାଉନ୍ ପାଇଁ ଦେଶବାସୀଙ୍କୁ କ୍ଷମା ମାଗିଲେ ମୋଦୀ, ଶୁଣିଲେ କରୋନାର କାହାଣୀ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରବିବାର ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। “ଦେଶର ସମସ୍ତ ଜନସାଧାରଣ ମତେ କ୍ଷମା କରଦିଅନ୍ତୁ। କାରଣ କରୋନା ଭାଇରସ୍ ବିରୋଧରେ ଲଢ଼ିବା...

ଭାରତୀୟ ଏମ୍‌ଏସ୍‌ଏମ୍‌ଇ ବଜାର ପାଇଁ କୋଭିଡ୍‌-୧୯ ମହାସଂକଟ – କ’ଣ କହୁଛନ୍ତି ବିଶେଷଜ୍ଞ?

ନୀଳାମ୍ବର ରଥ ଏମ୍‌ଏସ୍‌ଏମ୍‌ଇ ବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରର ପୁନରୁଦ୍ଧାର ପାଇଁ ବାଙ୍ଗାଲୋରରେ ରହୁଥିବା ଓଡ଼ିଆ ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଓମ୍‌ ପ୍ରକାଶ ଜଗତିଙ୍କ ପରାମର୍ଶ। ଅନ୍ତତଃ ୬ ମାସ...

ଭାରତରେ କରୋନା ପରୀକ୍ଷା କିଟ୍ ପ୍ରସ୍ତୁତ କଲେ ମହିଳା ଡାକ୍ତର – ଦୁଇ ଘଣ୍ଟାରେ ମିଳିବ ରିପୋର୍ଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କନ୍ୟା ସନ୍ତାନ ଜନ୍ମ ଦେବାର ୪ଘଣ୍ଟା ପୂର୍ବରୁ କରୋନା ପରୀକ୍ଷା କିଟ୍ ପ୍ରସ୍ତୁତ କଲେ ଡାକ୍ତର ମୀନଲ ଦଖାଓ୍ଵେ। ସମ୍ବେଦନଶୀଳ ମୁହୂର୍ତ୍ତରେ ନିଜ ସ୍ଵାସ୍ଥ୍ୟ କଥା ଚିନ୍ତା ନକରି କରୋନା...

କରୋନା ପାଇଁ ପ୍ରସ୍ତୁତ କେନ୍ଦ୍ରାପଡ଼ା – ୯୪୬୫ଟି ଶଯ୍ୟା ପ୍ରସ୍ତୁତ କଲା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନାକୁ ପରାସ୍ତ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଏଥିପାଇଁ ୯୪୬୫ଟି...

କରୋନା ଅପଡେଟ୍ – ଭାରତରେ ୯୭୯ ଆକ୍ରାନ୍ତ, ୨୫ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ ବର୍ତ୍ତମାନ ସୁଦ୍ଧା ୯୭୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୯୩୧ଜଣ ଭାରତୀୟ ହୋଇଥିବାବେଳେ ବାକି ୪୮ ଜଣ ବିଦେଶୀ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରବିବାର...

କରୋନା ଭାଇରସର ମୁକାବିଲା: କ’ଣ କରିବେ, କ’ଣ କରିବେ ନାହିଁ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସର ନିୟନ୍ତ୍ରଣ ଲାଗି ଏପର୍ଯ୍ୟନ୍ତ କୌଣସି ସିଧାସଳଖ ଚିକିତ୍ସା ସମ୍ଭବପର ହୋଇନାହିଁ। କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। ଏଥିପାଇଁ...