ବାହାରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ନୋଡାଲ ଅଫିସର ନିଯୁକ୍ତ କଲେ ଓଡ଼ିଶା ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହାର ରାଜ୍ୟରେ ପ୍ରାୟ ୧ ଲକ୍ଷରୁ ଅଧିକ ଓଡ଼ିଆ ଫସିଛନ୍ତି। ଏମାନଙ୍କ ସହିତ ଯୋଗାଯୋଗ ରଖିବା ପାଇଁ ଏବଂ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଓଡ଼ିଶା ସରକାର ନୋଡାଲ ଅଫିସରମାନଙ୍କୁ...

କେନ୍ଦ୍ରର ନୂଆ ଗାଇଡଲାଇନ୍ – ମାସକର ଘରଭଡ଼ା ଦେବେନି ଶ୍ରମିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକଡାଉନ୍‌ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି। ଶ୍ରମିକମାନେ ଯେଉଁ ଘରେ ଭଡ଼ାରେ ରହୁଥିଲେ ସେମାନଙ୍କୁ ଗୋଟିଏ ମାସର ଘର ଭଡ଼ା ଛାଡ଼ କରିବାକୁ କେନ୍ଦ୍ର ସରକାର ମାଲିକମାନଙ୍କୁ...

ବାହାର ରାଜ୍ୟରେ ୧ ଲକ୍ଷ ଓଡ଼ିଆ ଫସିଛନ୍ତି – ରାଜ୍ୟ ସରକାର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନ୍‌ ଯୋଗୁଁ ବହାର ରାଜ୍ୟରେ ପ୍ରାୟ ୧ ଲକ୍ଷ ଓଡ଼ିଆ ଫସିଛନ୍ତି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ଯେଉଁ ରାଜ୍ୟରେ ଓଡ଼ିଶାର ଲୋକ...

କରୋନା ମାଡ଼ରେ କୋରାପୁଟ ଜିଲ୍ଲା ଦୁଗ୍ଧ ଚାଷୀ ହନ୍ତସନ୍ତ, ରାସ୍ତା ଉପରେ କ୍ଷୀର ଢାଳି କଲେ ପ୍ରତିବାଦ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କୋରାପୁଟ : କରୋନା ଭାଇରସ ଯୋଗୁଁ କୋରାପୁଟ ଜିଲ୍ଲାରେ ଦୁଗ୍ଧ ଚାଷୀ ହନ୍ତସନ୍ତ ହେଉଛନ୍ତି। ଲକ୍‌ଡାଉନ ଯୋଗୁଁ ଦୁଗ୍ଧ ସମବାୟ ସମିତି ଚାଷୀଙ୍କଠାରୁ କ୍ଷୀର କିଣୁ ନାହିଁ।। ଏନେଇ କୋରାପୁଟ...

କରୋନାରେ ମୃତ୍ୟୁବରଣ କଲେ ସ୍ପେନର ରାଜକୁମାରୀ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସରେ ମୃତ୍ୟୁବରଣ କଲେ ସ୍ପେନର ରାଜକୁମାରୀ ମାରିଆ ଟେରେସା। ୮୬ ବର୍ଷ ବୟସରେ ସେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏନେଇ ତାଙ୍କର ଭାଇ ପ୍ରିନ୍ସ ସିକ୍ସଟୋ ଏନ୍ରିକ୍...

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଛାଡ଼ିବାକୁ ହେବ ଏହି ୫ଟି ଅଭ୍ୟାସ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ ହୁ ହୁ ହୋଇ କରୋନା ଭାଇରସ ବଢ଼ିବାରେ ଲାଗିଛି। ବିଶେଷ କରି ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନେ ଏହି ମହାମାରୀ ଭାଇରସ ଦ୍ଵାରା ଅଧିକ...

କରୋନା ମୁକାବିଲା ପାଇଁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ – ‘‘ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ଓଡ଼ିଶା ସୀମାରେ ଅଟକାଅ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପାଇଁ ଓଡ଼ିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଯେଉଁ ଲୋକମାନେ ଓଡ଼ିଶାକୁ ଫେରୁଛନ୍ତି ସେମାନଙ୍କୁ ସୀମାନ୍ତରେ ଅଟକାଇବାକୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି...

କରୋନା ପାଇଁ ସେଲିବ୍ରିଟିଙ୍କ ସହାୟତା – କିଏ ଦେଲେ କେତେ ଟଙ୍କା?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ପାଇଁ ଏକତ୍ରିତ ହୋଇଛି ସାରାଦେଶ। କରୋନାର ମୁକାବିଲା ପାଇଁ ସହାୟତାର ହାତ ବଢ଼େଇଛନ୍ତି ସେଲିବ୍ରିଟି। ଦେଶର ସୁରକ୍ଷାରେ ସରକାରଙ୍କୁ ସହାୟତା କରିବା ପାଇଁ ଅର୍ଥଦାନ କରୁଛନ୍ତି ସେମାନେ। ଏହି...

କେନ୍ଦ୍ରର କଡ଼ା ନିର୍ଦ୍ଦେଶ – ସିଲ୍ ହେବ ରାଜ୍ୟ ଓ ଜିଲ୍ଲାର ସମସ୍ତ ସୀମା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ସମସ୍ତ ରାଜ୍ୟର ସୀମା ସିଲ୍ ହେବ। ଫଳରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଲୋକମାନେ ଯିବା ଆସିବା କରିପାରିବେ ନାହିଁ। କେବଳ ସେତିକି ନୁହେଁ ରାଜ୍ୟ ଭିତରେ ଥିବା...

ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା – ମହାମାରୀ ବେଳେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବଡ଼ଦାଣ୍ଡକୁ ଆସନ୍ତି ‘ବାଡ଼ିନୃସିଂହ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯେତେବେଳେ ମହାମାରୀ ପଡ଼ିଛି ସେତେବେଳେ ବାଡ଼ିନୃସିଂହ ଶ୍ରୀମନ୍ଦିରରୁ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ବଡ଼ଦାଣ୍ଡକୁ ଓହ୍ଲାଇଥିବା ଗବେଷକମାନେ କହନ୍ତି। ଶ୍ରୀମନ୍ଦିରରୁ ପୁରୀ ବଡ଼ଦାଣ୍ଡକୁ ଓହ୍ଲାଇଲେ ବାଡ଼ିନୃସିଂହ। ମହାପ୍ରଭୁ ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ନେଇ ବାଡ଼ିନୃସିଂହ ବିମାନରେ...