କରୋନା – କାଲି ଜଣାପଡ଼ିବ ପ୍ରକୃତ ସ୍ଥିତି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ   କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ନାକେଦମ ହୋଇ ପଡ଼ିଥିବା ବେଳେ ଭାରତରେ ରୋଗର ପ୍ରକୃତ ଅବସ୍ଥା କ’ଣ ତାହା ଜାଣିବା ପାଇଁ ଆମକୁ ଆଉ ଗୋଟିଏ ଦିନ ଅପେକ୍ଷା...

କ୍ୱାରେଣ୍ଟାଇନ୍ ନିର୍ଦ୍ଦେଶକୁ ଅବମାନନା, ମାମଲା ରୁଜୁ କଲା ପୋଲିସ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କଟକ: ବିଦେଶ ଫେରନ୍ତା ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରଖାଯିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ମାତ୍ର ଏହି ନିର୍ଦ୍ଦେଶକୁ କିଛି ବିଦେଶ ଫେରନ୍ତା ବ୍ୟକ୍ତି ଅମାନ୍ୟ କରୁଥିବା...

କରୋନା ପାଇଁ କଟକଣା – ପୂରା ପଞ୍ଜାବରେ କର୍ଫ୍ୟୁ, ହିମାଚଳ ପ୍ରଦେଶରେ ଲକଡାଉନ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା କବଳରୁ ଜନସାଧାରଣଙ୍କୁ ରକ୍ଷା କରିବାକୁ ଏବେ କଠୋର କଟକଣା ଜାରି କରିଛନ୍ତି ଦେଶର ବିଭିନ୍ନ ରାଜ୍ୟ ସରକାର। ସୋମବାର ସାରା ପଞ୍ଜାବରେ କରୋନା କାରଣରୁ କର୍ଫ୍ୟୁ ଜାରି କରାଯାଇଛି।...

କରୋନା ସଚେତନତା: ଓଡ଼ିଶାଲାଇଭ୍‌ର ‘ହେଲୋ’ ପେଜ୍‌ ଦିନକୁ ଛୁଇଁଲା ୧୦ ଲକ୍ଷ ଭିୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିଦିନ କରୋନା ସମ୍ପର୍କରେ ବଢ଼ିଚାଲିଛି ସଚେତନତା। ଏ ଦିଗରେ ଏକ ବଡ଼ ଭୂମିକା ଗ୍ରହଣ କରିଛି ଡିଜିଟାଲ ମିଡିଆ। ଏହି ମିଡିଆ କହିଲେ ଆମେ ଓ୍ୱେବସାଇଟ୍‌ ସହ ବିଭିନ୍ନ ସୋସିଆଲ ମିଡିଆକୁ...

କରୋନା ଖବର ପାଇବା ପାଇଁ ଓଡ଼ିଶାରେ ଡିଜିଟାଲ ରସ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ ସମ୍ପର୍କରେ ଖବର ପାଇବା ପାଇଁ ଏବେ ଲୋକମାନେ ଡିଜିଟାଲ ମିଡିଆ ଉପରେ ଅଧିକ ନିର୍ଭର କରୁଛନ୍ତି। କାରଣ ଆଜିର ଏହି ଜଟିଳ ମୁହୂର୍ତ୍ତରେ ସମସ୍ତେ ପ୍ରତି ମୁହୂର୍ତ୍ତର...

ହାଇକୋର୍ଟରେ କରୋନା କଟକଣା – ମାର୍ଚ୍ଚ ୩୧ ଯାଏଁ ସମସ୍ତ ମାମଲାର ଶୁଣାଣି ସ୍ଥଗିତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ହାଇକୋର୍ଟରେ ବିଚାର ସମ୍ପର୍କିତ ନିର୍ଦ୍ଦେଶନାମା ଜାରି ହୋଇଛି। ମାର୍ଚ୍ଚ ୩୧ ତାରିଖ ଯାଏଁ କୌଣସି ମାମଲାର ଶୁଣାଣି ହେବ ନାହିଁ। ସେହିଭଳି ମାର୍ଚ୍ଚ ୨୩ତାରିଖ ପାଇଁ ହେବାକୁ...

ରାଜଧାନୀରେ ଅଡ୍ – ଇଭିନ୍ ଗାଡ଼ି ଚେକିଂ ଜୋରଦାର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନର ଦ୍ୱିତୀୟ ଦିନରେ ରାଜଧାନୀର ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଛି। ଅଡ୍-ଇଭିନକୁ ନେଇ ପୋଲିସ୍ ପକ୍ଷରୁ ଏହି ଚେକିଂ କରାଯାଉଛି। ଏହି କାରଣରୁ ରାଜଧାନୀର ବିଭିନ୍ନ ଛକରେ ଆଜି...

କରୋନା ନେଲା ଆଉ ଏକ ଜୀବନ – ଭାରତରେ ମୃତ୍ୟୁ ସଂଖ୍ୟା ୭ଛୁଇଁଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସୋମବାର ମହାରାଷ୍ଟ୍ରର କସ୍ତୁରବା ହସ୍ପିଟାଲରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକଙ୍କ ବୟସ ୬୮ବର୍ଷ। ଏହାସହିତ ଭାରତରେ...

ଭାରତରେ ୪୧୫ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦିନକୁ ଦିନ ବ୍ୟାପିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୫କୁ ଛୁଇଁଲାଣି। ରବିବାର ଦିନ କରୋନା ସଂକ୍ରମଣ କାରଣରୁ ୨ ଜଣଙ୍କ ମୃତ୍ୟୁ...

ନୋଟ୍ ବ୍ୟବହାର ପରେ ହାତ ଧୋଇବାକୁ ପରାମର୍ଶ ଦେଲା ଭାରତୀୟ ବ୍ୟାଙ୍କ ଆସୋସିଏସନ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ   କରୋନା ସଂକ୍ରମଣ ରୋକିବା ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ଭାରତୀୟ ବ୍ୟାଙ୍କ ଆସୋସିଏସନ୍। କରେନ୍ସି ନୋଟ ବ୍ୟବହାର ପରେ ଅତିକମ୍‌ରେ ୨୦ସେକେଣ୍ଡ ପାଇଁ ହାତ ଧୋଇବାକୁ ପରାମର୍ଶ ଦେଇଛି ଭାରତୀୟ...