୧୮୮ ଦେଶରେ କରୋନା, ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦିନ ଯେତିକି ଗଡୁଛି ପରିସ୍ଥିତି ସେତିକି ବିଗୁଡୁଛି। କରୋନା ଭାଇରସ୍‌ ଦେଶରୁ ଦେଶକୁ ବ୍ୟାପୁଛି। ୧୮୮ ଦେଶରେ କରୋନା ପହଞ୍ଚିଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସାମ୍ବାଦିକ...

ମୋଦୀଙ୍କ ଆହ୍ଵାନକୁ ସମର୍ଥନ – ବାଲକୁନିରେ ଛିଡ଼ା ହୋଇ ତାଳି ଓ ଘଣ୍ଟି ବଜାଇଲେ ଲୋକେ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ମୋଦୀଙ୍କ ଆହ୍ଵାନକୁ ସମର୍ଥନ କଲେ ଦେଶବାସୀ। ଜରୁରୀସେବାରେ ନିୟୋଜିତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଲେ ଲୋକେ। ବାଲକୁନି, ଛାତ ଉପରେ ଛିଡ଼ା ହୋଇ ତାଳି, ଘଣ୍ଟ ଓ ଶଙ୍ଖ ବଜାଇ...

‘ଲକ୍‌ଡାଉନ’ ବେଳେ ବନ୍ଦ ହେବନି ମାଲବାହୀ ଗାଡ଼ି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୮ଟି ସହରରେ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ୨୯ ତାରିଖ ଯାଏଁ ଏହି କଟକଣା ଜାରି ରହିବ। ତେବେ ଲକ୍‌ଡାଉନ୍‌...

ଟୁଇଟ କରି ମନେ ପକାଇଲେ ମୋଦୀ – ‘ଜରୁରୀସେବା ପାଇଁ କାମ କରୁଥିବା ଲୋକଙ୍କୁ ଧନ୍ୟବାଦ ଦେବା’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ଵାନରେ ଦେଶ ପାଳୁଛି ଜନତା କର୍ଫ୍ୟୁ। ଏହା ମଧ୍ୟରେ ଆଜି ସନ୍ଧ୍ୟା ୫ଟାରେ ଜରୁରୀ ସେବା ପାଇଁ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ପାଇଁ ମନେ ପକାଇଛନ୍ତି...

ଗଞ୍ଜାମରେ ଜନତା କର୍ଫ୍ୟୁକୁ ସମର୍ଥନ – ବସ୍‌, ଟ୍ରେନ, ଦୋକାନ ବଜାର ବନ୍ଦ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ସମଗ୍ର ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜନତା କର୍ଫ୍ୟୁ ଲାଗୁ ହୋଇଛି। ଏହାକୁ ସାଧାରଣ ଜନତାଙ୍କ ବିପୁଳ ସମର୍ଥନ ମିଳିଛି। ଏହା ପ୍ରଭାବରେ ଗଞ୍ଜାମରେ...

କରୋନା କଟକଣା – ମାର୍ଚ୍ଚ ୩୧ ଯାଏଁ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଗଡ଼ିବନି ବସ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ସତର୍କତା ପାଇଁ ବସ୍‌ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ରୋକ୍‌ ଲାଗିଛି। ଆଜିଠୁ ମାର୍ଚ୍ଚ ୩୧ ତାରିଖ ଯାଏଁ ଓଡ଼ିଶାରୁ ଅନ୍ୟ...

ଜନତା କର୍ଫ୍ୟୁ – ଜରୁରିକାଳୀନ କାମ ପାଇଁ କମିସନରେଟ୍‌ ପୋଲିସ ଦେଉଛି ପାସ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ସାରା ଦେଶରେ ଆଜି ପାଳନ ହେଉଛି ‘ଜନତା କର୍ଫ୍ୟୁ’। ଏହାକୁ ସାଧାରଣ ଲୋକ ସମର୍ଥନ କରୁଛନ୍ତି। ସବୁଠି ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ...

ଶ୍ରମିକମାନଙ୍କୁ ମାଗଣା ମାସ୍କ ବାଣ୍ଟିଲେ ସ୍ୱେଚ୍ଛାସେବୀ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସାରା ଦେଶ ଓ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଆତଙ୍କ ଖେଳାଇ ଦେଇଛି। ଏହି ଭାଇରସରୁ ବଞ୍ଚିବା ପାଇଁ ସରକାର ଲୋକମାନଙ୍କୁ ସଚେତନ କରୁଛନ୍ତି। ଏହା ମଧ୍ୟରେ ଲୋକଙ୍କ ସ୍ଵାସ୍ଥ୍ୟକୁ...

କରୋନା ପାଇଁ ରେଲୱେ ବୋର୍ଡର ବଡ଼ ନିଷ୍ପତ୍ତି – ମାର୍ଚ୍ଚ ୩୧ ଯାଏଁ ଦେଶରେ ସବୁ ଟ୍ରେନ୍‌ ବାତିଲ୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ପାଇଁ ଟ୍ରେନ୍‌ ଚଳାଚଳ ଉପରେ କଟକଣା ମାର୍ଚ୍ଚ ୩୧ ରାତି ୧୨ଟା ଯାଏଁ ସବୁ ଟ୍ରେନ୍‌ ବାତିଲ ମେଲ୍‌, ଏକ୍ସପ୍ରେସ୍‌ ଏବଂ ପାସେଞ୍ଜର ଟ୍ରେନ୍‌ ବାତିଲ ୧୨...

ଜନତା କର୍ଫ୍ୟୁରେ ଜୟପୁର ସହର ଠପ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ଦେଶବ୍ୟାପି ପାଳନ ହେଉଛି ଜନତା କର୍ଫ୍ୟୁ। ଏହାର ପ୍ରଭାବ କୋରାପୁଟର ଜୟପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଦୋକାନ ବଜାର ଗାଡ଼ିମୋଟର ବନ୍ଦ...