ରାୟଗଡ଼ାରେ କରୋନାକୁ ନେଇ ଗୁଜବ ପ୍ରଚାର – ଗିରଫ ହେଲେ ଶିକ୍ଷକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସୋସିଆଲ ମିଡିଆରେ କରୋନା ଗୁଜବ ପ୍ରଚାର କରି ରାୟଗଡ଼ାରେ ପୁଣି ଜଣେ ଗିରଫ ହୋଇଛନ୍ତି। ଗିରଫ ବ୍ୟକ୍ତିଙ୍କ ନାଁ ଭିନାପାଲି ଶ୍ରୀନିବାସ ରାଓ। ତାଙ୍କ...

ପଞ୍ଜାବ ‘ଲକ୍‌ଡାଉନ୍‌’ – କଟକଣା ଜାରି କଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସାରା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର କଟକଣା ଜାରି କରିଛନ୍ତି। ପୂରା ପଞ୍ଜାବ...

ଗୋଟିଏ ଦିନରେ ଭାରତରେ ୨ ମୃତ – ୬କୁ ବଢ଼ିଲା କରୋନା ମୃତ୍ୟୁ ସଂଖ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଗୋଟିଏ ଦିନରେ ଭାରତରେ ପ୍ରଥମଥର ପାଇଁ ୨ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଭାରତରେ ମୃତ୍ୟୁ ସଂଖ୍ୟାରେ ୬କୁ ବୃଦ୍ଧି ପାଇଛି। ଆଜି ପ୍ରଥମ ମୃତ୍ୟୁ ମୁମ୍ଵାଇରେ ହୋଇଥିବା ବେଳେ ଦ୍ଵିତୀୟ...

ଇଟାଲୀରୁ ଭାରତ ଫେରିଲେ ୨୬୩ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଇଟାଲୀରେ ଫସିଥିବା ୨୬୩ ଛାତ୍ରଛାତ୍ରୀ ଭାରତ ଫେରିଛନ୍ତି। ଏୟାର ଇଣ୍ଡିଆର ଏକ ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଥିବା ଜଣାପଡ଼ିଛି। ସ୍କ୍ରିନିଂ ପରେ ସମସ୍ତଙ୍କୁ ଆଇଟିବିପି ଛଓ୍ଵାଲା କ୍ଵାରେଣ୍ଟାଇନ୍‌କୁ ସ୍ଥାନାନ୍ତର...

କରୋନା ନେଲା ଆଉ ଜଣଙ୍କ ମୁଣ୍ଡ – ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଯୋଗୁଁ ଭାରତରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଭାରତରେ ମୃତ୍ୟୁ ସଂଖ୍ୟାକୁ ୫କୁ ବୃଦ୍ଧି ପାଇଛି। ମୃତକ ଜଣକ ମହାରାଷ୍ଟ୍ରର ୬୩ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି।...

ରାଜ୍ୟରେ ଜନତା କର୍ଫ୍ୟୁର ପ୍ରଭାବ – ସବୁ ଖାଁ ଖାଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନରେ ଦେଶବ୍ୟାପି ପାଳୁଛନ୍ତି ଜନତା କର୍ଫ୍ୟୁ। ଏହାର ପ୍ରଭାବରେ ରାଜ୍ୟରେ ଭୁବନେଶ୍ଵର, କଟକ ସମେତ ବିଭିନ୍ନ ଜିଲ୍ଲା ଜନଶୂନ୍ୟ ହୋଇଛି। ଏହାସହ ରାଜ୍ୟ ସରକାରଙ୍କ ଲକ୍‌ ଡାଉନର ପ୍ରଭାବ ମଧ୍ୟ...

ଜନତା କର୍ଫ୍ୟୁ – ଭୋର୍ ୪ଟାରୁ ରାତି ୧୦ଟା ଯାଏଁ ୧୪୧ ଟ୍ରେନ୍ ବାତିଲ କଲା ପୂର୍ବତଟ ରେଳବାଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପାଇଁ ଆସନ୍ତାକାଲି ସାରା ଦେଶରେ ‘ଜନତା କର୍ଫ୍ୟୁ’ ଲାଗୁ ହେଉଛି। ସକାଳ ୭ଟାରୁ ରାତି ୯ଟା ଯାଏଁ କେହି ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।...

ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌ – ‘‘ଯିଏ ଯେଉଁ ସହରରେ ଅଛ ସେଇଠି ହିଁ ରୁହ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ସରକାର ବିଭିନ୍ନ ସହରକୁ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ବିଭିନ୍ନ ଦୋକାନ ବଜାର ବନ୍ଦ ଘୋଷଣା ହୋଇଛି।...

ନବୀନ ଦେଲେ ପରାମର୍ଶ – କରୋନା ଭାଇରସ୍‌କୁ ଘରେ ପଶିବାକୁ ଦିଅନ୍ତୁ ନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=v2Pgb0T881g&t=73s କରୋନା ମୁକାବିଲା ପାଇଁ ସାଢ଼େ ୪ କୋଟି ଓଡ଼ିଆଙ୍କୁ ଘରେ ରହିବାକୁ ପରାମର୍ଶ ଦେଲେ ନବୀନ। ‘‘କୋଭିଡ୍‌-୧୯ ବା କରୋନା ଭାଇରସ ଭାରତରେ ପହଞ୍ଚି ଯାଇଛି। ଭାରତରେ କୋଭିଡ- ୧୯ ରୋଗୀଙ୍କ ସଂଖ୍ୟା...

‘କରୋନା’ ପ୍ରଭାବ, ସଙ୍କଟରେ ଅର୍ଥନୀତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ଅର୍ଥବ୍ୟବସ୍ଥା ଲଗାତାର ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହା ସାଙ୍ଗକୁ କରୋନା ଭୂତାଣୁ ସଂକ୍ରମଣ ଫଳରେ ସୃଷ୍ଟି ହୋଇଥିବା ଭୟାବହ ପରିସ୍ଥିତି ଯୋଗୁଁ ପୁନଶ୍ଚ ଅର୍ଥନୀତିକୁ ବହୁତ ବଡ଼ ଝଟକା...