କେନ୍ଦ୍ରାପଡ଼ାରେ ଲକ୍‌ ଡାଉନ୍‌କୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ  

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦେଶ ପାଇଁ ଏବେ ଚିନ୍ତା ପାଲଟିଛି କରୋନା। ବିଦେଶରେ ରହୁଥିବା ଅନେକ ଲୋକ ଏବେ କରୋନା ପ୍ରଭାବିତ ଦେଶରୁ ଓଡିଶା ଫେରିଛନ୍ତି। ରାଜ୍ୟର ୫ଟି ଜିଲ୍ଲାକୁ ଆସିଥିବା ଏହି ୩ହଜାର...

ଲକ୍‌ଡାଉନ୍‌ କ’ଣ ଜାଣନ୍ତୁ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଥିବା କାରଣରୁ ସରକାରଙ୍କ ପକ୍ଷରୁ ଓଡ଼ିଶାର ୫ ଜିଲ୍ଲା ଓ ୮ ସହରରେ ଲକ୍‌ଡାଉନ ଘୋଷଣା କରାଯାଇଛି। କେବଳ ଓଡ଼ିଶା ନୁହେଁ, ଭାରତ ସମେତ...

କେଭିନ୍‌ ପିଟରସନ୍‌ଙ୍କ ହିନ୍ଦୀ ଟୁଇଟ – କରୋନା ପାଇଁ ସତର୍କ ରହିବାକୁ ଭାରତୀୟଙ୍କୁ ଦେଲେ ପରାମର୍ଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ ଚିନ୍ତାରେ ସାରା ବିଶ୍ଵ। ଏହାକୁ ବ୍ୟାପିବାରୁ ରୋକିବାକୁ ଲୋକଙ୍କୁ ସଚେତନ କରାଯାଉଛି। ଏହା ମଧ୍ୟରେ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ୍‌ ପିଟରସନ୍‌ ଭାରତୀୟମାନଙ୍କୁ ସତର୍କ ରହିବାକୁ ବାର୍ତ୍ତା ଦେଇଛନ୍ତି।...
Naveen-Modi

କରୋନା ମୁକାବିଲା – ମୋଦୀଙ୍କ ‘ଜନତା କର୍ଫ୍ୟୁ’, ନବୀନଙ୍କ ନିଅର ଟୋଟାଲ ‘ଲକ୍‌ଡାଉନ୍‌’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ https://www.youtube.com/watch?v=v2Pgb0T881g ରବିବାର ସାରା ଦେଶରେ ‘ଜନତା କର୍ଫ୍ୟୁ’ ଗଡ଼ିବନି ବସ୍‌, ଟ୍ରେନ୍‌ ଓ ଅଟୋ ଜରୁରୀକାଳୀନ ସେବା ପ୍ରଭାବିତ ହେବନି ଆଜି ନବୀନ କଲେ ବଡ଼ ଘୋଷଣା ୨୨ରୁ ୨୯...

କରୋନାକୁ ନେଇ ଗୁଜବ – ଜାଣନ୍ତୁ ସଠିକ ତଥ୍ୟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ [youtube https://www.youtube.com/watch?v=NriB9t3SHvM] ଦିନକୁ ଦିନ କରୋନା ଭାଇରସ ଯେତିକି ଆତଙ୍କ ସୃଷ୍ଟି କରୁଛି ଏହାକୁ ନେଇ ଲୋକଙ୍କ ମଧ୍ୟରେ ସେତିକି ଭ୍ରାନ୍ତ ଧାରଣା ମଧ୍ୟ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଡ଼ିଶାରେ ଲକ୍ ଡାଉନ୍ – ଜାଣନ୍ତୁ, କ’ଣ କହିଲେ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। କରୋନା ସଂକ୍ରମଣରୁ ଲୋକମାନଙ୍କୁ ବଞ୍ଚାଇବା ଲାଗି ଓଡ଼ିଶାର ୫ ଜିଲ୍ଲା ଓ ୮ସହରକୁ ଲକ୍ ଡାଉନ୍...
corona-virus-test

ଓଡ଼ିଶାରେ ୬୯ କରୋନା ରିପୋର୍ଟ – ୬୭ ନେଗେଟିଭ, ୨ ପଜିଟିଭ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭୦ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି। ସେଥିମଧ୍ୟରୁ ୬୯ ରିପୋର୍ଟ ଆସି ସାରିଛି। ଏଥିରୁ ୬୭ ନମୁନା ନେଗେଟିଭ ଓ ୨ଟି ପଜିଟିଭ ଅଛି। ଏନେଇ...

ବିଏମ୍‌ସି କଥା ନମାନି ସିଲ୍ ହେଲା ସିଜ୍‌ଲର ଫାଷ୍ଟ ଫୁଡ୍‌ – ନିମାପଡ଼ା ସୁଇଟ୍‌ସ ଓ ତନ୍ଦୁର ହଟ୍‌...

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଏମ୍‌ସିର କଥା ନମାନି ତଣ୍ଡ ଗଣିଲେ ରାଜଧାନୀର ବହୁ ହୋଟେଲ ଓ ରେସ୍ତୋରାଁ। କରୋନା ମୁକାବିଲା ପାଇଁ ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ଦୋକାନ ଉପରେ କଟକଣା ଲଗାଇଥିଲେ। ଏହି କଟକଣା ମାର୍ଚ୍ଚ...

ଓଲିଉଡ୍‌ କଳାକାରଙ୍କ କରୋନା ସଚେତନତା – ଜାଣନ୍ତୁ କିଏ, କ’ଣ କହିଲେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାକୁ ନେଇ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହା ମଧ୍ୟରେ ସରକାର ଲୋକମାନଙ୍କୁ କରୋନା ମୁକାବିଲା କରିବା ପାଇଁ ସଚେତନ କରୁଛନ୍ତି। ସେହିପରି ଓଲିଉଡ୍‌ର କିଛି ଆଗ ଧାଡ଼ିର କଳାକାର...

କନିକା କପୁରଙ୍କ ସହ ପାର୍ଟିରେ ଥିବା ୪୫ ଲୋକଙ୍କ ନମୁନା ନେଗେଟିଭ୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କନିକା କପୁରଙ୍କ ସହ ଲକ୍ଷ୍ନୌରେ ଏକ ପାର୍ଟିରେ ଯୋଗ ଦେଇଥିବା ୪୫ ଲୋକଙ୍କ ନମୁନା କରୋନା ନେଗେଟିଭ ଆସିଛି। ଏହି ପାର୍ଟିରେ ଉତ୍ତରପ୍ରଦେଶର ସ୍ଵାସ୍ଥ୍ୟମନ୍ତ୍ରୀ ଜୟପ୍ରତାପ ସିଂହ ମଧ୍ୟ ଉପସ୍ଥିତ...