ଭାରତରେ କରୋନାକୁ ଦୂରେଇ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ୩୦ଦିନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=_dqxIvzZiPE]
ପୃଥିବୀର ବିଭିନ୍ନ ଦେଶରେ ଦିନକୁ ଦିନ ବ୍ୟାପୁଛି କରୋନା ଭୂତାଣୁର ସଂକ୍ରମଣ। ଭାରତରେ ମଧ୍ୟ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଠିକ୍ ଏତିକି ବେଳେ ଇଣ୍ଡିଆନ କାଉନସିଲ...
ସାନିଟାଇଜର ନମିଳିଲେ ସାବୁନରେ ଧୁଅନ୍ତୁ ହାତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବଜାରରେ ସାନିଟାଇଜର ମିଳୁନି କି? ଯଦି ନା, ତାହାଲେ ସାବୁନ ବ୍ୟବହାର କରନ୍ତୁ। ସାବୁନରେ ୨୦ ସେକେଣ୍ଡ ଯାଏଁ ହାତକୁ ଭଲଭାବେ ଧୁଅନ୍ତୁ। ଖାଇବା ପୂର୍ବରୁ ଏବଂ ପରେ ମଧ୍ୟ...
ସୁସ୍ଥ ଲୋକମାନେ ମାସ୍କ ପିନ୍ଧନ୍ତୁ ନାହିଁ – ସୁବ୍ରତ ବାଗଚି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=HgTw2SqUZ38
କରୋନା ଭାଇରସ ଯୋଗୁଁ ଏବେ ବଜାରରେ ମାସ୍କର ଦର ଆକାଶ ଛୁଆଁ। ଲୋକମାନେ କରୋନା ଭାଇରସ୍ ଭୟରେ ବଜାରରୁ ଚଢ଼ା ଦରରେ ମାସ୍କ କିଣୁଥିବା ଦେଖିବାକୁ ମିଳୁଛି। ଯେଉଁ କାରଣରୁ...
ଅଙ୍ଗନାବାଡି ବନ୍ଦ ହେଲେ ବି ଶିଶୁଙ୍କୁ ଯୋଗାଇ ଦିଆଯିବ ରନ୍ଧାଖାଦ୍ୟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଅଙ୍ଗନାବାଡି ବନ୍ଦ ହେଲେ ସୁଦ୍ଧା ଶିଶୁଙ୍କୁ ଖାଦ୍ୟ ଯୋଗାଇବେ ଅଙ୍ଗନାବାଡି କର୍ମୀ। ନିୟମିତ ଭାବରେ ଶିଶୁମାନଙ୍କ ଘରେ ଛତୁଆ, ରନ୍ଧା ଖାଦ୍ୟ କିମ୍ବା ଖାଦ୍ୟ ପାଇଁ ସୁଖିଲା ରାସନ୍ ଯୋଗାଇ...
କରୋନା ଭୟ – ସ୍ଥଗିତ ହେଲା OPSC ପରୀକ୍ଷା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା କାରଣରୁ ସ୍ଥଗିତ ହେଲା ଓପିଏଏସି ପରୀକ୍ଷା। ସମସ୍ତ ଲିଖିତ ଓ ମୌଖିକ ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।
କରୋନା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ସରକାର...
କରୋନା ମୁକାବିଲା – ଏଣିକି ଏଟିଏମରେ ରହିବ ସାନିଟାଇଜର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଏଣିକି ଏଟିଏମରେ ରହିବ ସାନିଟାଇଜର। ଗ୍ରାହକମାନେ ଏଟିଏମ୍ ବ୍ୟବହାର କରିସାରିବା ପରେ ହାତରେ ସାନିଟାଇଜର ଲଗାଇବେ। ରାଜ୍ୟ ସରକାର ମଙ୍ଗଳବାର ବ୍ୟାଙ୍କମାନଙ୍କ ପାଇଁ ଏଭଳି କିଛି ଗାଇଡଲାଇନ୍ ଜାରି କରିଛନ୍ତି।
କରୋନାକୁ...
ବ୍ୟାଙ୍କ ପାଇଁ ଜାରି ହେଲା କରୋନା ଗାଇଡଲାଇନ – କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ବ୍ୟାଙ୍କ ପାଇଁ ଗାଇଡଲାଇଲ ଜାରି କରଛନ୍ତି ରାଜ୍ୟ ସରକାର। ଏଣିକି ସମସ୍ତ ବ୍ୟାଙ୍କ ଶାଖାରେ କରୋନା ସଚେତନମୂଳକ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏନେଇ...
କରୋନା ଭୟ – ଏପ୍ରିଲ ୧ ଯାଏଁ ଧର୍ମଘଟ, ଧାରଣା ଦେବନି ବିଜେପି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା କାରଣରୁ ଆଗାମୀ ମାସେ ପର୍ଯ୍ୟନ୍ତ ଦେଶର କୌଣସି ସ୍ଥାନରେ ଧର୍ମଘଟ କିମ୍ବା ଧାରଣା କରିବନି ବିଜେପି। ଯେଉଁ ରାଜ୍ୟରେ ଦଳ ବିରୋଧୀ ଆସନରେ ବସିଛି, ସେଠାରେ ମଧ୍ୟ ମାସେ...
କରୋନା କଟକଣା – ଆଇଟି ସଂସ୍ଥା ପାଇଁ ଜାରି ହେଲା ଗାଇଡଲାଇନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସର ମୁକାବିଲା କରିବାକୁ ଆଇଟି ସଂସ୍ଥା ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଆଇଟି ସଂସ୍ଥାରେ ବିଦେଶ ଫେରନ୍ତା କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନଲାଇନ୍ ପୋର୍ଟାଲ www.covid19.odisha.gov.in...
କରୋନାକୁ ‘ନା’, ରେଜିଷ୍ଟ୍ରେସନକୁ ‘ହଁ’
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ମାର୍ଚ୍ଚ ୪ ତାରିଖ ବା ତା’ ପରଠାରୁ ବିଦେଶରୁ ଓଡ଼ିଶାକୁ ଆସୁଥିବା ସବୁ ବ୍ୟକ୍ତିଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ। ଏହି ରେଜିଷ୍ଟ୍ରେସନ ମାର୍ଚ୍ଚ ୧୭ରୁ ଆରମ୍ଭ ହୋଇଛି।
ଟୋଲ୍ ଫ୍ରି ନମ୍ବର...





















