୨୦୨୧ ସେପ୍ଟେମ୍ବର ସୁଦ୍ଧା ୩୦ କୋଟି ଭାରତୀୟଙ୍କୁ ଦିଆଯିବ କରୋନା ଟିକା – କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାବର୍ଷ ସେପ୍ଟେମ୍ବର ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଓ ବୟସ୍କମାନଙ୍କୁ ଟିକା ଦିଆଯିବ। ଏହାପରେ ସାଧାରଣ ନାଗରିକଙ୍କୁ ଟିକା ଦେବାକୁ ସରକାର...
କରୋନାରେ ଆଖି ବୁଜିଲେ ଆଉ ୧୭ ଆକ୍ରାନ୍ତ, ରାଜ୍ୟରୁ ଆଜି ୬୬୮ ନୂଆ ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୪ ଘଣ୍ଟାରେ ରାଜ୍ୟରୁ ୬୬୮ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ଆଖିବୁଜିଲେ ୧୭ ଜଣ ଆକ୍ରାନ୍ତ
ରାଜ୍ୟରେ ଏବେ ବି ୭୧୦୬ ଆକ୍ରାନ୍ତ ସକ୍ରିୟ
ରାଜ୍ୟରୁ ଗତ ୨୪ ଘଣ୍ଟା ଚିହ୍ନଟ...
ରାଜ୍ୟର କରୋନା ରିପୋର୍ଟ – ଦିନକରେ ୬୩୮ ଆକ୍ରାନ୍ତ ଚିହ୍ନଟ, ୧୫ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକରେ ୬୩୮ ନୂଆ ଆକ୍ରାନ୍ତ, ୧୫ ମୃତ
ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୧୩,୯୬୧କୁ ବୃଦ୍ଧି
ମୋଟ କରୋନା ମୃତ୍ୟୁସଂଖ୍ୟା ୧,୬୪୦କୁ ବୃଦ୍ଧି
ରାଜ୍ୟର ୨୯ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ...
ସମ୍ ହସ୍ପିଟାଲରେ କରୋନା ଟିକା ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଗୁରୁବାର କରୋନା ଟିକା 'କୋଭାକ୍ସିନ'ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହୋଇଛି।
ହସ୍ପିଟାଲର ପ୍ରିଭେଣ୍ଟିଭ ଆଣ୍ଡ ଥେରାପ୍ୟୁଟିକ୍ କ୍ଲିନିକାଲ ଟ୍ରାଏଲ ୟୁନିଟ୍...
ରାଜ୍ୟରେ ଆଜି ୭୭୮ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ୧୭ ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ୭୭୮ ଆକ୍ରାନ୍ତ, ୧୭ ମୃତ
ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୧୩,୩୨୩କୁ ବୃଦ୍ଧି
ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୬୨୫କୁ ବୃଦ୍ଧି
ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ...
ଦିଲ୍ଲୀରେ ଭୟଙ୍କର ହେଉଛି କରୋନା – ଦିନକରେ ୧୧୮ ଆକ୍ରାନ୍ତ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ହେଉଛି। ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିଲା ବେଳେ ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି। ତାଜା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ...
ଦିଲ୍ଳୀ ସ୍ଥିତି ଅସମ୍ଭାଳ – ପୁଣି ଦିନକୁ ଶହେ ମୁଣ୍ଡ ନେଉଛି କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଦିଲ୍ଲୀରେ ଏବେ କରୋନା ସ୍ଥିତି ଅଣାୟତ୍ତ।
ରାଜଧାନୀ ଦିଲ୍ଲୀରେ ଏବେ ବେଲଗାମ ହୋଇ ମାଡ଼ିଚାଲିଛି ମହାମାରୀ କରୋନା। ସ୍ଥିତି ଏମିତି ହେଲାଣି ଯେ, ମଶାଣିରୁ ନିଆଁ ଲିଭୁନି। ଦିନରାତି ଦିଲ୍ଲୀରେ ଜଳୁଛି...
ମୁମ୍ବାଇ-ଦିଲ୍ଲୀ ଭିତରେ ବନ୍ଦ ହୋଇପାରେ ବିମାନ ଓ ଟ୍ରେନ୍ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇ-ଦିଲ୍ଲୀ ଭିତରେ ଖୁବଶୀଘ୍ର ବନ୍ଦ ହୋଇପାରେ ବିମାନ ଓ ଟ୍ରେନ୍ ସେବା। ଦିଲ୍ଲୀରେ କରୋନା ସଂକ୍ରମଣ ବଢୁଥିବା ଦେଖି ମହାରାଷ୍ଟ୍ର ସରକାର ଏପରି ନିଷ୍ପତ୍ତି ନେବାକୁ ଯାଉଥିବା ଖବର ମିଳିଛି।
ଦିଲ୍ଲୀରେ ଏବେ...
ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ କୋଭାକ୍ସିନ ଟିକା ପରୀକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜଙ୍କୁ ଦିଆଗଲା କରୋନା ଟିକା କୋଭାକ୍ସିନ। ଶୁକ୍ରବାର କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସମୟରେ ତାଙ୍କୁ ଏହି ଟିକା ଦିଆଯାଇଛି।
ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର...
ଓଡ଼ିଶାରେ କରୋନା ଟିକାଦାନ ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ଟିକା ପ୍ରଦାନ ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଏକ ରୋଡ୍ମ୍ୟାପ୍ ବି ପ୍ରସ୍ତୁତ କରାଯାଇଛି। ଆସନ୍ତା ଶୁକ୍ରବାର ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଷ୍ଟିୟରିଂ...



















