ଭାଜି ହେଉଛି ଓଡ଼ିଶା, ୧୦ଟି ସହରରେ ୪୦ ଉପରେ ପାରଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ଓ ତାତିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ। ସୋମବାର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ୧୦ଟି ସହରରେ ପାରଦ ୪୦ଛୁଇଁଛି।...
ଘଣ୍ଟାକୁ ୭କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ଫନି’
ଓଡ଼ିଶାଲାଇଭ ବ୍ୟୁରୋ
ଓଡ଼ିଶାକୁ ‘ଫନି’ ଭୟ। ଭୟଙ୍କର ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡ଼ିଆସୁଛି ବାତ୍ୟା ‘ଫନି’ । ଭାରତୀୟ ପାଣିପାଗ ବିଭାଗର ସୂଚାନୁସାରେ ଫନି କେଉଁଠି ଲ୍ୟାଣ୍ଡଫଲ କରିବ ସ୍ପଷ୍ଟ ହୋଇନଥିବା...
ଆସୁଛି ବାତ୍ୟା, ହେଲେ ୧୧ ସହରରେ ୪୦ ଉପରେ ପାରଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗେଟେ ପଟେ ବାତ୍ୟା 'ଫନି'କୁ ନେଇ ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଅନ୍ୟପଟେ ଗରମରୁ ନିସ୍ତାର ମିଳୁନି।...
‘ଫନି’ ମୁକାବିଲା ଲାଗି ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ୍
ଓଡ଼ିଶାଲାଇଭ ବ୍ୟୁରୋ
'ଫନି'ମୁକାବିଲା ଲାଗି ଅଧିକ ଫାୟର ୟୁନିଟ୍ ନିୟୋଜିତ କଲା ବିଭାଗ
'ଫନି' ମୁକାବିଲା ଲାଗି ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ଓଡ଼ିଶା ଫାୟର ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।...
କେଉଁଠି ଲ୍ୟାଣ୍ଡଫଲ କରିବ ‘ଫନି’?
ଓଡ଼ିଶାଲାଇଭ ବ୍ୟୁରୋ
ଚେନ୍ନାଇ ଠାରୁ ୬୮୦ କିମି ଦୂରରେ ସାଇକ୍ନନିକ ଷ୍ଟର୍ମ ‘ଫନି’ କେନ୍ଦ୍ରୀଭୂତ ହୋଇଛି। ତେବେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ କୁହାଯାଉଛି ଅପରାହ୍ନ ସୁଦ୍ଧା...
‘ଫନି’ ପାଇଁ ଗଞ୍ଜାମରେ ପ୍ରସ୍ତୁତି, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି। ବାତ୍ୟାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ...
‘ଫନି’ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦେଲେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି। ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ଜଳୁଛି ଓଡ଼ିଶା, ତାଳଚେରରେ ରେକର୍ଡ ଭାଙ୍ଗିଲା ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଲାଣି। ଅସହ୍ୟ ଗୁଳୁଗୁଳିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଖରା ପ୍ରଭାବରେ ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶାରେ...
୨ ତାରିଖ ପର୍ଯ୍ୟନ୍ତ ଜଳିବ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ଓ ତାତିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ। ଶନିବାର ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ୧୪ଟି ସହରରେ ପାରଦ ୪୦ଛୁଇଁଛି। ଟିଟିଲାଗଡ଼ରେ...
ଆଗାମୀ ୩ ଦିନ ତାତିବ ଓଡ଼ିଶା, ୯ ଜିଲ୍ଲାକୁ ସତର୍କ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଲାଣି। ଅସହ୍ୟ ଗୁଳୁଗୁଳିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଖରା ପ୍ରଭାବରେ ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶାରେ...





















