ଘନ କୁହୁଡ଼ିର ଚାଦର, ବିଭିନ୍ନ ସ୍ଥାନରେ ଦୁର୍ଘଟଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ିର ଆସ୍ତରଣ ଛାଇ ରହିଛି। ସାରା ରାଜ୍ୟରେ କୁହୁଡ଼ିର ପ୍ରଭାବ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଆସନ୍ତା ୨୫ ତାରିଖ ଯାଏଁ କୁହୁଡ଼ି ଲାଗି ରହିବ...

ଆହୁରି ୩ଦିନ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାରେ ଘନ କୁହୁଡ଼ି, ୨୮ ଯାଏଁ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଜାନୁଆରୀ ୨୫ ତାରିଖ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ଉତ୍ତରପଶ୍ଚିମ ଆଡୁ ପୂର୍ବ ଆଡ଼କୁ ପଶ୍ଚିମ ବାୟୁ ପ୍ରବାହ ରହିଛି। ଓଡ଼ିଶା ଉପକୂଳରେ ଗୁରୁଚାପ ସୃଷ୍ଟି...

୨୪ ତାରିଖ ଯାଏଁ ଲାଗି ରହିବ ଘନ କୁହୁଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ରାଜ୍ୟରେ ଲାଗି ରହିଛି ଘନ କୁହୁଡ଼ି। ଭୁବନେଶ୍ୱରରେ ଲଗାତାର ତିନି ଦିନ ଧରି କୁହୁଡ଼ି ହେଉଛି। ଏଥିପାଇଁ ଯାତାୟାତ ଏବଂ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ରାଜ୍ୟରେ ଭୁବନେଶ୍ୱର ସମେତ...

ପୁଣି କମିବ ପାରଦ, ଫେରିବ ଜାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛି ଦିନ ମଧ୍ୟରେ ରାଜ୍ୟରେ ଶୀତର ଅନୁଭୂତି କିଛି ମାତ୍ରାରେ କମିଯାଇଥିଲା। କିନ୍ତୁ ଗୁରୁବାର ରାତିରେ ପୁଣି ଲେଉଟାଣି ଦେଇଛି ଶୀତ। ଉତ୍ତର ଓଡ଼ିଶା ପଶ୍ଚିମ ଓଡ଼ିଶାର କିଛିଟା ସ୍ଥାନରେ ଶୀତ...

ଅସହ୍ୟ ଶୀତ ସତ୍ତ୍ୱେ ପ୍ରକୃତିକୁ ଉପଭୋଗ କରୁଛନ୍ତି ମାଲକାନଗିରିବାସୀ

ମାଲକାନଗିରିରୁ ଇଶ୍ୱର ପଟନାୟକ ଗୋଟେ ପଟେ ଅତ୍ୟଧିକ ଶୀତ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅନ୍ୟପଟେ ଏହି ଶୀତକୁ ଉପଭୋଗ କରୁଛନ୍ତି ମାଲକାନଗିରିବାସୀ। ପ୍ରକୃତିର ରୌଦ୍ର ରୂପକୁ ଖରା ଦିନେ ଖୁବ୍‌ ନିକଟରୁ ଦେଖି...

ଅଜବ ଡ୍ୟାମ, ତଳକୁ ନ ଯାଇ ଉପରକୁ ଉଠେ ବସ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୯୩୬ରେ ନିର୍ମାଣ ହୋଇଥିଲା ଆମେରିକାର ହୁଭର ଡ୍ୟାମ।  କୁହାଯାଏ କି ଏଥିରେ କିଛି ଜିନିଷ ପକାଇଲେ ଏହା ପୁଣିଥରେ ଉପରକୁ ଆସିଯାଏ। କିନ୍ତୁ ଏହି କଥାକୁ ସବୁବେଳେ ଗୁଜବ ହିଁ କୁହା...

ଜାଡ଼ରୁ ତ୍ରାହି ନାହିଁ, ୧୦ ଡିଗ୍ରୀ ତଳେ ୧୭ ସହର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ୧୭ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ବୁଧବାରର ଦାରିଙ୍ଗିବାଡ଼ି ଏବଂ ଫୁଲବାଣୀର ତାପମାତ୍ରା ୫ ଡିଗ୍ରୀ ତଳେ ରହିଛି। ଗୁରୁବାର...

ଆହୁରି ୨୪ ଘଣ୍ଟା ଶୀତ, ଭୁବନେଶ୍ୱରରେ ପାରଦ ୧୦ ଡିଗ୍ରୀ ତଳେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଆହୁରି ୨୪ ଘଣ୍ଟା ଜାରି ରହିବ ଶୀତ। ଭୁବନେଶ୍ୱର, ଅନଗୁଳ ଓ ଟିଟିଲାଗଡ଼ରେ ଶୀତ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ...

ଜାଡ଼େଇ ଯାଉଛି ଜୀବନ, ୨୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୀତରେ ଥରୁଛି ସାରା ରାଜ୍ୟ। ରାତିରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଆସୁଛି। ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଥଣ୍ଡାର ପ୍ରକୋପ...

ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ, ଦାରିଙ୍ଗିବାଡ଼ିରେ ତୁଷାରପାତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁହୁଡ଼ି ଚାଦର ତଳେ ଦାରିଙ୍ଗିବାଡ଼ି। ୨୬ ବର୍ଷରେ ସର୍ବନିମ୍ନ ତାପମାତ୍ରା। ପ୍ରବଳ ଶୀତରେ ଥରୁଛି ଓଡ଼ିଶା। ରାତି ଯେତିକି ବଢ଼ୁଛି ଥଣ୍ଡା ସେତିକି ବଢ଼ୁଛି। ରବିବାର ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ରେକର୍ଡ...