ଓଡ଼ିଶାର ସବୁ ସରକାରୀ ଡାକ୍ତରଖାନାରେ ଲାଗୁ ହେବ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସ୍ଵାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏବେ ଡାକ୍ତରଖାନାରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଡାକ୍ତର,...

ଆଜି ପୁରୀ ସ୍ୱର୍ଗଦ୍ୱାରରେ ହେବ ପିଣ୍ଟୁଙ୍କ ଅନ୍ତିମ ସଂସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ମର ଶରୀର ଭୁବନେଶ୍ଵରରେ ଆସି ପହଞ୍ଚିଛି। ଗୁରୁବାର ରାତିରେ ହାଇଦ୍ରାବାଦରୁ ବିମାନ ଯୋଗେ ତାଙ୍କ ମର ଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା। ଶୁକ୍ରବାର ଅପରାହ୍ଣରେ ପୁରୀସ୍ଥିତ ସ୍ୱର୍ଗଦ୍ୱାରରେ...

ପରଲୋକରେ ଅଭିନେତା ପିଣ୍ଟୁ ନନ୍ଦ, ଆଉ ଦେଖିବାକୁ ମିଳିବନି ସେହି ମନଛୁଆଁ ଅଭିନୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ୪୫ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଲିଭର ପ୍ରତ୍ୟାରୋପଣ ପାଇଁ...

ଓଡ଼ିଶା ବଜେଟ ୨୦୨୩-୨୪: ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୬ ହଜାର ୪୮ କୋଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ବଜେଟ। ଶୁକ୍ରବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨ ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ କରିଥିଲ। ବଜେଟରେ ରାଜ୍ୟ...

ବ୍ରେନ ମ୍ୟାଲେରିଆ ନିରାକରଣ ପାଇଁ ଭୁବନେଶ୍ଵର ଆଇଏଲଏସରେ ପ୍ରସ୍ତୁତ ହେଲା ଔଷଧ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରେନ ମ୍ୟାଲେରିଆ ରୋଗର ନିରାକରଣ ଦିଗରେ ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ (ଆଇଏଲଏସ)କୁ ମିଳିଛି ବଡ଼ ସଫଳତା। ଭୁବନେଶ୍ଵରସ୍ଥିତ ଆଇଏଲଏସର ବୈଜ୍ଞାନିକ ଡାକ୍ତର ଅରୁଣ ନାଗରାଜ ଓ ତାଙ୍କ ଟିମ୍‌‌ ବ୍ରେନ୍‌‌...

ସ୍ତନ୍ୟପାନ କରାଉଥିବା ମା’ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=vZilkb12wyA] ଡିଜିଟାଲ ସ୍ଵାସ୍ଥ୍ୟ ପ୍ଲାଟଫର୍ମ ସ୍ଵାସ୍ଥ୍ୟପ୍ଲସ୍ ଓଡ଼ିଆକୁ ଡାଏଟିସିଆନ ସୁଶ୍ରୀ ତପସ୍ଵିନୀ ଦାସ ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ। ଜଣେ ମା’ ପାଇଁ ସ୍ତନ୍ୟପାନ ସମୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ...

ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା, ୪ ଦିନରେ ୮୫୦ ରୋଗୀଙ୍କ ଚିକିତ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଏଣିକି ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ। ଦୁରାରୋଗରେ ପୀଡ଼ିତ ରୋଗୀଙ୍କ ପାଖରେ ପହଞ୍ଚିବ ସ୍ଵାସ୍ଥ୍ୟସେବା। ଏଥିପାଇଁ ଆରମ୍ଭ ହୋଇଛି ମୁଖ୍ୟମନନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା।...

ଫିଜିଓଥେରାପିଷ୍ଟଙ୍କ ନେତୃତ୍ଵରେ ଫିଟ୍ ରହିବ ଭାରତ – ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ୁଛି ଫିଜିଓ ଥେରାପିଷ୍ଟଙ୍କ ଚାହିଦା ଭିଡିଓ ପରାମର୍ଶ ଏବଂ ଟେଲି-ମେଡିସିନର ଉପାୟ ବିକଶିତ କରିବାକୁ ମୋଦୀଙ୍କ ପରାମର୍ଶ “ଫିଜିଓଥେରାପି ଯୋଗ ଯୁକ୍ତ ହେଲେ ଏହାର ଶକ୍ତି ବହୁଗୁଣା ହୋଇଯିବ” ଫିଜିଓ ଥେରାପିଷ୍ଟମାନଙ୍କ...

କେନ୍ଦୁଝର ଜିଲ୍ଲା ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦଘାଟନ କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଯାଇ ଏହି ମେଡିକାଲ କଲେଜର ଉଦଘାଟନ କରିଛନ୍ତି। ଏହାଛଡା...

ପାଇକମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ପାଇକମାଳ ଜନସାଧାରଣଙ୍କ ଦୀର୍ଘ ଦିନର ଦାବି ପୂରଣ ହେଲା। ବରଗଡ଼ ଜିଲ୍ଲା ପାଇକମାଳରେ ସ୍ଥାପନ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭବେ ଉନ୍ନିତ କରାଯାଇଛି। ପଦ୍ମପୁର...