କ’ଣ ଖାଇଲେ ବଢ଼ିଥାଏ ରୋଗ ପ୍ରତିରୋଧକ ଶକ୍ତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହେଲେ ବିଭିନ୍ନ ପ୍ରକାର ରୋଗ ମାଡ଼ି ବସେ। କେବଳ ହାତ ଭଲ କରି ଧୋଇଲେ ବା ପରିସ୍କାର ରହିଲେ କୌଣସି ଜୀବାଣୁ ବା...
କରୋନା ମାଡ଼ – ଓଡ଼ିଶା ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ହାରୋର ନିବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଉପରେ କରୋନା ପ୍ରଭାବ
ଉଦ୍ବେଗ ପ୍ରକାଶ କଲା ‘ହାରୋ’
ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ହାରୋ
ହୋଟେଲ ଉପରୁ...
କରୋନା – ରାଲି, ଧାରଣା, ନାଚ ଗୀତକୁ ଦିଲ୍ଲୀ ପୋଲିସର ନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ୍କୁ ନେଇ କଠୋର ହେଲା ଦିଲ୍ଲୀ ପୋଲିସ। ମାର୍ଚ୍ଚ ୩୧ ଯାଏଁ ରାଲି, ଧାରଣା, ନାଚ ଗୀତକୁ ଦିଲ୍ଲୀ ପୋଲିସ ନା କହିଛି। ଏଥିପାଇଁ କୌଣସି ଅନୁମତି ଦିଆଯିବ...
କରୋନା ସହିତ ଲଢୁଛି ଓଡ଼ିଶା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬, ଓଡ଼ିଶାରେ ଜଣେ
ଓଡ଼ିଶାରେ ୩୧ ନମୁନା ନେଗେଟିଭ୍
ପଞ୍ଜୀକରଣ ପାଇଁ ଆରମ୍ଭ ହେଲା ନୂଆ ୱେବସାଇଟ୍
୨୪ ଘଣ୍ଟାରେ ପଞ୍ଜୀକରଣ କଲେ...
କରୋନା ଭାଇରସ (COVID – 19) ସଂପର୍କରେ ଜାଣନ୍ତୁ ଅ’ରୁ କ୍ଷ’
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ଏହାର ସଂକ୍ରମଣ, ଚିକିତ୍ସା ଓ ଏଥିରୁ ରକ୍ଷା ପାଇବାର ବାଟ ସଂପର୍କରେ ଆପଣଙ୍କ ମନକୁ ଆସୁଥିବା ବିଭିନ୍ନ ଜଟିଳ ପ୍ରଶ୍ନର ସରଳ ଉତ୍ତର..
କରୋନା ଭାଇରସ କ’ଣ?
କରୋନା ଭାଇରସ୍...
ସୁସ୍ଥ ଅଛନ୍ତି ଓଡ଼ିଶାର କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାର କରୋନା ଆକ୍ରାନ୍ତ ଏବେ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ ଅଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି ଏବଂ ଖିଆପିଆ ଠିକ୍ଠାକ୍ କରୁଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର କରୋନା...
ସାବଧାନ! ମୋବାଇଲ ଡାକି ଆଣିବ କରୋନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=h2kByKBLD3o]
ମୋବାଇଲ ଡାକିପାରେ କରୋନା। ମଙ୍ଗଳବାର ଗୀତ ଗୋବିନ୍ଦ ସଦନରେ ଏଭଳି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି।
ଜଣେ ସାଧାରଣ ବ୍ୟକ୍ତି ଦିନକ ମଧ୍ୟରେ...
କରୋନା ସମ୍ପର୍କରେ ତାଜା ସୂଚନା ଦେଲେ ରାଜ୍ୟ ସରକାର – ଜାଣନ୍ତୁ, ସାମ୍ବାଦିକ ସମ୍ମିଳନୀର ମୁଖ୍ୟାଂଶ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ୍ ସମ୍ପର୍କରେ ତାଜା ସୂଚନା ଦେଲେ ରାଜ୍ୟ ସରକାର। ଗତ ୨୪ ଘଣ୍ଟା ଭିତରେ କରୋନା କେତେ ଦେଶକୁ ବ୍ୟାପିଛି, କେତେ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ଓଡ଼ିଶାର...
ଭାରତରେ କରୋନା ନେଲା ତିନି ମୁଣ୍ଡ, ବୟସ୍କଙ୍କ ଉପରେ ନଜର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ ଆଉ ଏକ ଜୀବନ ନେଲା କରୋନା। ମଙ୍ଗଳବାର ଦିନ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଆଖି ବୁଜିଲେ ଜଣେ ୬୪ ବର୍ଷୀୟ ବ୍ୟକ୍ତି। ଏହା ଫଳରେ ଭାରତରେ ମୋଟ କରୋନା...
କରୋନାକୁ ନେଇ ଆଞ୍ଚଳିକ ପରିବହନ ବିଭାଗର ସତର୍କତା – ବନ୍ଦ ହେଲା ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଓ ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଆଞ୍ଚଳିକ ପରିବହନ ବିଭାଗ। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...





















