ଖରାଦିନିଆ ମେକଅପ୍ ଟିପ୍ସ – ସୁନ୍ଦର ଦେଖାଯିବା ପାଇଁ ତ୍ୱଚାରେ କରନ୍ତୁ ବ୍ରାଇଟ୍ ମେକ୍ଅପ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଜେଇ ହେବାପାଇଁ ସମସ୍ତେ ପସନ୍ଦ କରିଥାନ୍ତି। ସାଧାରଣତଃ ଝିଅମାନେ ନିଜର ସୁନ୍ଦରତା ଉପରେ ବେଶି ଧ୍ୟାନ ଦେଇଥାନ୍ତି। ଖରାଦିନେ ଶରୀରରୁ ଝାଳ ବୋହିବା କାରଣରୁ ଅନେକ ମେକ୍ଅପ୍ ନେବାକୁ ଡରିଥାନ୍ତି। ତେବେ...
ଏଣିକି ସକାଳ ୮ଟାରୁ ୧୨ଟା ଏବଂ ଦିନ ୩ଟାରୁ ୬ଟା ଯାଏଁ ହେବ କରୋନା ଟିକାକରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କରୋନା ଟିକାକରଣର ସମୟ ସୀମାକୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକାକରଣ କାର୍ଯ୍ୟ ଚାଲିବ।...
କରୋନା ସ୍ଥିତି ନେଇ ଏପ୍ରିଲ ୮ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଚିନ୍ତା ବଢ଼ାଉଛି କରୋନାର ଦ୍ୱିତୀୟ ଲହରୀ। କିଛିଦିନ ପରେ ପୁଣିଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। କେନ୍ଦ୍ରର ରିପୋର୍ଟ ମୂତାବକ ଦିନକରେ ୧ଲକ୍ଷ ପାରହୋଇଛି ସଂକ୍ରମିତଙ୍କ ସଂଖ୍ୟା।...
ଗମନାଗମନ ଉପରେ କଟକଣା ନଥିବାରୁ ବଢୁଛି ସଂକ୍ରମଣ : ବିଏମ୍ସି କମିସନର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ ପଜିଟିଭ୍ କେସ୍ ବଢ଼ିବା ସଙ୍ଗେସଙ୍ଗେ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ଭୁବନେଶ୍ୱରରେ ପ୍ରତିଦିନ ଚିହ୍ନଟ ହେଉଛନ୍ତି ୫୦ରୁ ଊର୍ଦ୍ଧ୍ୱ ସଂକ୍ରମିତ। କୋଭିଡ ସ୍ଥିତିକୁ ନେଇ...
ନୂଆପଡ଼ାରେ ନୂଆ କଟକଣା – ଜରୁରୀ ନଥିଲେ ଛତିଶଗଡ଼ ଯିବାକୁ ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ନୂଆପଡ଼ା ଜିଲ୍ଲାରେ ପଜିଟିଭ୍ କେସ୍ ବୃଦ୍ଧିକୁ ନେଇ ଜିଲ୍ଲାପ୍ରାଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଜରୁରୀ କାମ ନଥିଲେ ନୂଆପଡ଼ାବାସୀ ଛତିଶଗଡ଼ ନଯିବାକୁ ନିର୍ଦ୍ଦେଶ...
ରାଜ୍ୟରେ ବଢ଼ୁଛି ସଂକ୍ରମଣ – ଦିନକରେ ୫ଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୭୩ ଟି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ଏଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୩୩୭ ଟି କେସ୍ ରହିଥିବା ବେଳେ...
ଡରାଉଛି କରୋନାର ଦ୍ୱିତୀୟ ଲହରୀ – ଦିନକରେ ଲକ୍ଷେ ଟପିଲା ସଂକ୍ରମିତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଭୟଙ୍କର ହେବାରେ ଲାଗିଛି କରୋନାର ଦ୍ୱିତୀୟ ଲହରୀ। ଲକ୍ଷଣ ନଥାଇ ମଧ୍ୟ ସଂକ୍ରମିତ ହେଉଛନ୍ତି ହଜାର ହଜାର ସଂଖ୍ୟକ ବ୍ୟକ୍ତି। କେନ୍ଦ୍ର ସ୍ୱାସ୍ଥମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ...
ଉପକାରୀ ନଡ଼ିଆ – କେଶକୁ ମଜବୁତ କରିବା ସହ ତ୍ୱଚାରେ ଆଣେ ଉଜ୍ୱଳତା
ଓଡ଼ିଶାଲାଇଭ୍ ବ୍ୟୁରୋ
ନଡ଼ିଆ ହେଉଛି ଏକ ବହୁଗୁଣର ଅଧିକାରୀ ବିଶିଷ୍ଟ ଫଳ। ନଡ଼ିଆ ତେଲ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥିବା ବେଳେ ନଡ଼ିଆ ପାଣି ତ୍ୱଚାରୁ ଦାଗ, ବ୍ରଣ ଆଦି ଦୂର କରିବାରେ...
ଖରାଦିନେ ପିଅନ୍ତୁ ଆଖୁ ରସ, ମିଳିବ ଫାଇଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରାଦିନେ ଶରୀରରୁ ଜଳାଭାବ ଦୂର କରିବା ଲାଗି ଆଖୁରସର ଖୁବ୍ ଉପକାରିତା ରହିଛି। ଏହା ପେଟକୁ ଥଣ୍ଡା କରିବା ସହ ଏହା ହଜମ ଶକ୍ତି ବୃଦ୍ଧି କରିଥାଏ।
ଆଖୁରସରେ କ୍ୟାଲ୍ସିୟମ, ପୋଟାସିୟମ୍,...
“କରୋନା ଟିକାକୁ ଡରନା”
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=RyYSBa7IxV0]“ସାରା ଦେଶ ଏବେ ପୁଣି କରୋନାର ପ୍ରକୋପରେ ଭୟଭୀତ ହେଲାଣି। କିଛିଦିନର ବ୍ୟବଧାନ ପରେ ଦେଶରେ ପୁଣିଥରେ ମୁଣ୍ଡ ଟେକିଛି ସଂକ୍ରମଣ। ଏହି ମହାମାରୀଠାରୁ ରକ୍ଷା ପାଇବା ପାଇଁ ହେଲେ...





















