corona case-2

ରାଜ୍ୟରେ ଲଗାତର ବଢ଼ୁଛି ମୃତ୍ୟୁସଂଖ୍ୟା – ଆଜି ସର୍ବାଧିକ ୧୪ ଜଣଙ୍କ ଜୀବନ ନେଲା କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଇଛି କିଲର କରୋନା। ଗତକାଲି ଭଳି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଛି। ଖୋଦ୍ଧା ଓ ନୟାଗଡ଼ରୁ ୩ ଜଣ...
corona case

ରାଜ୍ୟରେ ୪୭ ହଜାର ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୧୫୨୮ ପଜିଟିଭ୍

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୧୫୨୮ ପଜିଟିଭ୍ କ୍ଵାରେଣ୍ଟାଇନ୍‌ରୁ ୯୪୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୮୦ ଜଣ ଆକ୍ରାନ୍ତ ଚିହ୍ନଟ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫କୁ ବୃଦ୍ଧି ଆଜି ରାଜ୍ୟର ୨୯ଟି...

କରୋନାରେ ଗମ୍ଭାରୀମୁଣ୍ଡା ପୋଲିସ ଆଉଟ ପୋଷ୍ଟ ଅଧିକାରୀଙ୍କ ମୃତ୍ୟୁ

ଓଡିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ): କରୋନାରେ ଆଉ ଜଣେ କର୍ତ୍ତବ୍ୟରତ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପୋଲିସ ଆଉଟ ପୋଷ୍ଟ ଅଧିକାରୀ ମୁରଲୀଧର ବଳିଆରସିଂ...
corona US

ଦେଶରେ ୪୪ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୧୦୦୭ ମୃତ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୬୨,୦୬୪ ଆକ୍ରାନ୍ତ, ୧୦୦୭ ମୃତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨,୧୫,୦୭୫କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୪୪,୩୮୬କୁ ବୃଦ୍ଧି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା...

କଟକରେ ହେବ ଆଉ ଏକ କୋଭିଡ୍ ହସ୍ପିଟାଲ – ଜିଲ୍ଲାପାଳ

ଓଡିଶାଲାଇଭ୍ ବ୍ୟୁରୋ କଟକର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ଗ୍ରାମାଞ୍ଚଳରେ ୪୬.୯ ପ୍ରତିଶତ ଆକ୍ରାନ୍ତ ଥିବା ବେଳେ ସହରାଞ୍ଚଳରେ ୫୩.୧ ପ୍ରତିଶତ ସଂକ୍ରମିତ ରହିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି କଟକରେ...

ଭୁବନେଶ୍ୱରରୁ ଆଜି ଆଉ ୧୬୬ ପଜିଟିଭ୍ ଚିହ୍ନଟ – ସାଲିଆ ସାହିରୁ ୧୭

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୬୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୮, ଲୋକାଲ କଣ୍ଟାକ୍ଟ କେସ୍‌ ୬୮ ରହିଛି। ଏନେଇ ବିଏମସି ଟୁଇଟ କରି ସୂଚନା...

କଟକରେ ଗାଁ ଅପେକ୍ଷା ସହରରେ ଅଧିକ କରୋନା – ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତଙ୍କ ହାର ଅଧିକ। ଗ୍ରାମାଞ୍ଚଳରେ ୪୬.୯ ପ୍ରତିଶତ ସଂକ୍ରମିତ ହୋଇଥିଲା ବେଳେ ସହରାଞ୍ଚଳରେ ୫୩.୧ ପ୍ରତିଶତ ସଂକ୍ରମିତ ହୋଇଛନ୍ତି। କଟକର କରୋନା ସ୍ଥିତି ନେଇ ଏହି...
corona-1

ପାରଳଖେମୁଣ୍ଡି ସବ୍ ଜେଲ୍‌ରେ କରୋନା, ଜେଲରଙ୍କ ସମେତ ୬ ପଜିଟିଭ୍

ଓଡିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଡାକ୍ତରଖାନା, ଅଫିସ୍, ଜେଲ୍ ଆଦିରୁ କରୋନା ପଜିଟିଭ୍ ଚିହ୍ନଟ ହେବା ନେଇ ଚିନ୍ତା ବଢ଼ିଛି। ଆଜି ପାରଳାଖେମୁଣ୍ଡି ସବ୍ ଜେଲ୍‌ର ଜେଲରଙ୍କ...

ଏସ୍‌ସିବି ଚିନ୍ତା ବଢ଼ାଇଲାଣି କରୋନା, ଆକ୍ରାନ୍ତ ହେଲେଣି ୨୦ ଡାକ୍ତର

  ଓଡିଶାଲାଇଭ୍ ବ୍ୟୁରୋ କଟକ: କରୋନା ସଂକ୍ରମଣ କାରଣରୁ ଏସ୍‌ସିବିରେ ରୋଗୀ ଚିକିତ୍ସା ଗୁରୁତର ଭାବେ ପ୍ରଭାବିତ ହେବାରେ ଲାଗିଛି। ବିଶେଷକରି ମେଡିକାଲର ଡାକ୍ତରମାନେ କରୋନାରେ ଆକ୍ରାନ୍ତ ହେବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଗତ ଶୁକ୍ରବାର...

କୋଭିଡ କେୟାର ସେଣ୍ଟରରେ ନିଆଁ, ୧୦ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରବିବାର ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଥିବା ଏକ କୋଭିଡ କେୟାର ସେଣ୍ଟରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ଏଠାରେ ୪୦ ଜଣ ରୋଗୀ...