ଜିମ୍ ଓ ଯୋଗକେନ୍ଦ୍ର ପାଇଁ ଗାଇଡଲାଇନ୍ – ମାସ୍କ ଓ ୬ ଫୁଟ ଦୂରତା ବାଧ୍ୟତାମୂଳକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗଷ୍ଟ ୫ ତାରିଖରୁ ଖୋଲିବ ଜିମ୍ ଏବଂ ଯୋଗକେନ୍ଦ୍ର। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି। ଏହାସହ ଜିମ୍ ଏବଂ ଯୋଗକେନ୍ଦ୍ର ପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି।
...
କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ଙ୍କୁ କରୋନା
ଓଡିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜଣକ ପରେ ଜଣେ ରାଜନେତା କରୋନାରେ ଆକ୍ରାନ୍ତ ହେଉଛନ୍ତି। ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ପୁଅ ତଥା କଂଗ୍ରେସ ସାଂସଦ...
କରୋନା ନେଲା ଆଉ ୧୦ ଜଣଙ୍କ ଜୀବନ – ଓଡ଼ିଶାରେ ମୃତ୍ୟୁସଂଖ୍ୟା ୨୦୦ ପାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ୧୦ ଜଣଙ୍କ ଜୀବନ ନେଲା କରୋନା। ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ଗଞ୍ଜାମରୁ ଜଣେ ୪୮ ବର୍ଷୀୟ ପୁରୁଷ, ଜଣେ ୫୪...
ଦେଶରେ ୧୮ ଲକ୍ଷ ପାର୍ କଲା କରୋନା ପଜିଟିଭ୍ ସଂଖ୍ୟା
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୨,୯୭୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାରି ସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ...
ପାଟି ଦୁର୍ଗନ୍ଧ ଦୂରେଇବା ପାଇଁ ପିଅନ୍ତୁ ଲବଙ୍ଗ ଚା’
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟିରୁ ବାହାରୁ ଥିବା ଦୁର୍ଗନ୍ଧ ପାଇଁ ଅନେକ ସମୟରେ ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଥାଏ। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ଲବଙ୍ଗ ଚା’ ପିଅନ୍ତୁ।
ଲବଙ୍ଗ...
ତାମିଲନାଡୁ ରାଜ୍ୟପାଳ ବନଓ୍ଵାରିଲାଲ ପୁରୋହିତଙ୍କୁ କରୋନା
ଓଡିଶାଲାଇଭ୍ ବ୍ୟୁରୋ
ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍ ଚିହ୍ନଟ ହେବାର କିଛି ସମୟ ପରେ ତାମିଲନାଡୁ ରାଜ୍ୟପାଳ ବନଓ୍ଵାରିଲାଲ ପୁରୋହିତ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।
ତେବେ ତାଙ୍କଠାରେ କରୋନା...
ଭୁବନେଶ୍ୱରରୁ ଆଉ ୧୧୮ ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ଯେଉଁ ୧୪୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୧୮ ଜଣ ଅଛନ୍ତି। ବିଏମସି ଟୁଇଟ କରି ଏହି ସୂଚନା ଦେଇଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ...
କରୋନାରୁ ସୁସ୍ଥ ହେଲେ ଅମିତାଭ ବଚ୍ଚନ
ଓଡିଶାଲାଇଭ୍ ବ୍ୟୁରୋ
ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି। ଏନେଇ ତାଙ୍କ ପୁଅ ଅଭିଷେକ ବଚ୍ଚନ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ପିତାଙ୍କ ଆରୋଗ୍ୟ କାମନା କରିଥିବା ବ୍ୟକ୍ତିଙ୍କୁ ସେ ଧନ୍ୟବାଦ...
ଅମିତ ଶାହଙ୍କୁ କରୋନା – ହସ୍ପିଟାଲରେ ଭର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍। ଏନେଇ ଶାହ ଟୁଇଟ କରି ନିଜେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ଶାହଙ୍କୁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ନିକଟରେ...
ଅଗଷ୍ଟରେ ରୁଷ ଆଣିବ ପ୍ରଥମ କରୋନା ଟିକା
ଓଡିଶାଲାଇଭ୍ ବ୍ୟୁରୋ
ସାରା ବିଶ୍ଵକୁ କବଳିତ କରିଥିବା କରୋନା ମହାମାରୀ ବିରୋଧରେ ବିଭିନ୍ନ ଦେଶ ଟିକା ପ୍ରସ୍ତୁତିରେ ଲାଗିଛନ୍ତି। ତେବେ ପ୍ରଥମେ କେଉଁ ଦେଶ କରୋନା ଟିକା ବାହାର କରିବ ତାହାକୁ ନେଇ ପ୍ରତିଯୋଗିତା...





















